Press "Enter" to skip to content

ରାଜ୍ୟ ସରକାର ଙ୍କ କଠୋର ନିଷ୍ପତି ପୁଣି ବଢିଲା ଲକଡାଉନ ଜୁନ 15 ପର୍ଯ୍ୟନ୍ତ କଣ ହେଲା ନୂଆ ନିୟମ ଜାଣନ୍ତୁ – Breaking news

ବନ୍ଧୁଗଣ କ-ରୋନା ମହାମାରୀ କୁ ଦୂରେଇବା ପାଇଁ ଭାରତ ସରକାର ତଥା ରାଜ୍ୟ ସରକାର ଅନେକ ଉପାୟ ଚିନ୍ତା କରୁଛନ୍ତି l ଭାରତରେ କ-ରୋନା ମହାମାରୀ ବର୍ତ୍ତମାନ ଦ୍ୱିତୀୟ ଲହରୀ ଦେଖା ଦେଇଥିବା ବେଳେ ଅଧିକ ରୁ ଅଧିକ ସଂକ୍ରମଣ ହେବାକୁ ଲାଗିଛି ଯାହା ଫଳରେ ଅମ୍ଳଜାନ ନ ପାଇ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି l

ପ୍ରଥମ ଲହରୀ ପରେ ଦ୍ୱିତୀୟ ଲହରୀ ରେ କ-ରୋନା ଏତେ ମାତ୍ରା ରେ ତାଣ୍ଡବ ରଚିବ ବୋଲି କେହି କେଭେ ଆଶା କରିନଥିଲେ l ପ୍ରଥମ ଲହରୀ ଠାରୁ ଦ୍ୱିତୀୟ ଲହରୀ ବର୍ତ୍ତମାନ ସାଙ୍ଘାତିକ ହେବାକୁ ଲାଗିଛି l କ-ରୋନା ମହାମାରି ବଢ଼ିଯାଇଥିବା ବେଳେ ରାଜ୍ୟ ସରକାର ଲୋକଙ୍କ ସୁରକ୍ଷା ପାଇଁ ଚିନ୍ତିତ ଅଛନ୍ତି l ଏବଂ ପୁଣିଥରେ ତାଲାବନ୍ଦ ଘୋଷଣା କରିଛନ୍ତି l ଏବଂ ଏହା ଜୁନ 15 ଯାଏଁ ବୃଦ୍ଧି କରିଛନ୍ତି l

ପୂର୍ବରୁ ଏହା ମେ 31 ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ବେଳେ କ-ରୋନା ସଂକ୍ରମଣ ସ୍ଥିତି ଆଖି ଆଗରେ ରଖି ଏହାକୁ ବଢ଼ାଇବାକୁ ନିଷ୍ପତି ନେଇଛନ୍ତି ରାଜ୍ୟସରକାର l

ଓଡ଼ିଶାରେ ଗତ 24 ଘଣ୍ଟାରେ 16 ହଜାର 225 ଜଣ ଆକ୍ରାନ୍ତ ଏବଂ 153 ଜଣଙ୍କ ପ୍ରାଣ ନେଇଛି ମହାମାରୀ l ବର୍ତ୍ତମାନ ଓଡ଼ିଶାରେ ମହାମାରୀ ପ୍ରକୋପ ସାମାନ୍ୟ କାମୁଥିବା ବେଳେ ବାତ୍ୟା ୟସ ଦ୍ୱାରା ଅନେକ ଲୋକଙ୍କ କ-ରୋନା ଟେଷ୍ଟ ହେବା ସମ୍ଭବ ହୋଇପାରି ନାହିଁ l

ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁଣିଥରେ ତାଲାବନ୍ଦ ପ୍ରକ୍ରିୟା ଜାରି ରଖିବାକୁ ଚିନ୍ତା କରିଛନ୍ତି l ଏବଂ ଏହି ସଂକ୍ରମଣ ର କଡା ଛିଡ଼େଇବା ପାଇଁ ସରକାର ଦୃଢ଼ ନିଷ୍ପତି ନେବାକୁ ଯାଉଛନ୍ତି ଏବଂ କୌଣସି ପ୍ରକାର ରେ ଅମାନିଆ ଙ୍କୁ ଢିଲା ମିଳିବନି ଏଥର l

ଅନେକ ଥର ଲୋକ ମିଛ ବାହାନା କରି ବୁଲୁଥିବା ବେଳେ ସେମାନେ ଧରା ପଡ଼ିଥିଲେ କିନ୍ତୁ ବର୍ତ୍ତମାନ 15 ଦିନ ସବୁକିଛି ନିୟମ କଡା ଭାବରେ ପ୍ରସ୍ତୁତ ହେବା ସହ ସମସ୍ତ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.