Press "Enter" to skip to content

ଦୁଇଥର ବିବାହ ବନ୍ଧନ ରେ ବାନ୍ଧି ହୋଇଥିବା ଓଡ଼ିଆ ହିରୋ ହିରୋଇନ ଦେଖନ୍ତୁ ତାଙ୍କ ପ୍ରଥମ ଜୀବନସାଥୀ ଙ୍କ ଫୋଟୋ – Ollywood

ବନ୍ଧୁଗଣ ଆପଣ ଜାଣିଛନ୍ତି ଆପଣଙ୍କର ଓଡ଼ିଶାରେ ଲୋକପ୍ରିୟ ହିରୋ ହିରୋହୀନ ମାନେ ଦୁଇ ଦୁଇଟି ବିବାହ କରିଛନ୍ତି ଯାହା ବିଷୟରେ ସମସ୍ତ ଜନ ସାଧାରଣ ଅବଗତ ନାହାନ୍ତି l ଆଜି ଆମେ ଆପଣଙ୍କୁ ଆମ ଅଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅଭିନେତ୍ରୀ ଙ୍କର ପ୍ରଥମ ପତ୍ନୀ ଙ୍କ ବିଷୟରେ ଆପଣଙ୍କୁ କହିବୁ l

ଚନ୍ଦନ :- ବନ୍ଧୁଗଣ ଚନ୍ଦନ ଙ୍କର ବହୁତ ସାରା ଫିଲ୍ମ ଆପଣ ଅଲିଉଡ ଇଣ୍ଡଷ୍ଟ୍ରି ରେ ଦେଖିବାକୁ ପାଈଥିବେ l ଚନ୍ଦନ 2005 ମସିହାରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ l କିଛିଦିନ ପରେ ତାଙ୍କ ପାରିବାରିକ ଅଶାନ୍ତି ଦେଖାଯାଇଥିଲା ଏବଂ ସେ ତାଙ୍କ ପ୍ରଥମ ପତ୍ନୀ ଙ୍କୁ ଛାଡ଼ପତ୍ର ଦେଇଥିଲେ l ଏବଂ ଦ୍ୱିତୀୟ ବିବାହ କରିଥିଲେ ବର୍ତ୍ତମାନ ସମୟରେ ତାଙ୍କର ଏକ ଛୋଟ ପୁଅ ଅଛି l

ରଚନା ବାନାର୍ଜୀ – ନବେ ଦଶକରେ ସୁନ୍ଦର ଅଭିନୟ କରି ଓଡ଼ିଶାବାସୀ ଙ୍କ ମନ କିଣିଥିଲେ l ରଚନା ସିଦ୍ଧାର୍ଥ ଙ୍କୁ 2003 ମସିହାରେ ବିବାହ କରିଥିଲେ l ହେଲେ ତାଙ୍କ ବିବାହ ବେଶିଦିନ ପର୍ଯ୍ୟନ୍ତ ଚଳିନଥିଲା l

ଏବଂ 2004 ମସିହାରେ ସେମାନେ ଅଲଗା ହୋଇଯାଇଥିଲେ l ଏହାପରେ ରଚନା ସବୁଦିନ ପାଇଁ ଓଡିଶା ଛାଡି କଲିକତା ଚାଲିଯାଇଥିଲେ l ଏବଂ ସେଠାରେ ପ୍ରବଳ ବାସୁ ନାମକ ବ୍ୟକ୍ତି ଙ୍କୁ ବିବାହ କରିଥିଲେ l ବର୍ତ୍ତମାନ ସମୟରେ ତାଙ୍କର ଗୋଟିଏ ପୁଅଟିଏ ଅଛି l

ଅନୁ ଚୌଧୁରୀ – ଅନୁ ଚୌଧୁରୀ 2006 ମସିହାରେ ସନ୍ଦୀପ ମିଶ୍ର ଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କ ସ୍ୱାମୀ ତାଙ୍କୁ ଅଭିନୟ କରିବା ପାଇଁ ମନା କରିଥିଲେ l ସେଥିପାଇଁ ତାଙ୍କ ସ୍ୱାମୀ ଙ୍କୁ ଛାଡ଼ପତ୍ର ଦେଇଥିଲେ ଅନୁ ଚୌଧୁରୀ l 2010 ରେ ବିସାଲ ବର୍ମା ଙ୍କୁ ସେ ବିବାହ କରିଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Be First to Comment

Leave a Reply

Your email address will not be published.