Press "Enter" to skip to content

ଛାଡ଼ପତ୍ର ପାଇଥିବା ଅଲିଉଡ ଇଣ୍ଡଷ୍ଟ୍ରି ହିରୋଇନ ମାନଙ୍କୁ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ – Ollywood

ବନ୍ଧୁଗଣ ଆପଣ ଜାଣିଛନ୍ତି ଆପଣଙ୍କର ଓଡ଼ିଶାରେ ଲୋକପ୍ରିୟ ହିରୋ ହିରୋହୀନ ମାନେ ଦୁଇ ଦୁଇଟି ବିବାହ କରିଛନ୍ତି ଯାହା ବିଷୟରେ ସମସ୍ତ ଜନ ସାଧାରଣ ଅବଗତ ନାହାନ୍ତି l ଆଜି ଆମେ ଆପଣଙ୍କୁ ଆମ ଅଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅଭିନେତ୍ରୀ ଙ୍କର ପ୍ରଥମ ପତ୍ନୀ ଙ୍କ ବିଷୟରେ ଆପଣଙ୍କୁ କହିବୁ l

ଚନ୍ଦନ :- ବନ୍ଧୁଗଣ ଚନ୍ଦନ ଙ୍କର ବହୁତ ସାରା ଫିଲ୍ମ ଆପଣ ଅଲିଉଡ ଇଣ୍ଡଷ୍ଟ୍ରି ରେ ଦେଖିବାକୁ ପାଈଥିବେ l ଚନ୍ଦନ 2005 ମସିହାରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ l କିଛିଦିନ ପରେ ତାଙ୍କ ପାରିବାରିକ ଅଶାନ୍ତି ଦେଖାଯାଇଥିଲା ଏବଂ ସେ ତାଙ୍କ ପ୍ରଥମ ପତ୍ନୀ ଙ୍କୁ ଛାଡ଼ପତ୍ର ଦେଇଥିଲେ l ଏବଂ ଦ୍ୱିତୀୟ ବିବାହ କରିଥିଲେ ବର୍ତ୍ତମାନ ସମୟରେ ତାଙ୍କର ଏକ ଛୋଟ ପୁଅ ଅଛି l

ରଚନା ବାନାର୍ଜୀ – ନବେ ଦଶକରେ ସୁନ୍ଦର ଅଭିନୟ କରି ଓଡ଼ିଶାବାସୀ ଙ୍କ ମନ କିଣିଥିଲେ l ରଚନା ସିଦ୍ଧାର୍ଥ ଙ୍କୁ 2003 ମସିହାରେ ବିବାହ କରିଥିଲେ l ହେଲେ ତାଙ୍କ ବିବାହ ବେଶିଦିନ ପର୍ଯ୍ୟନ୍ତ ଚଳିନଥିଲା l

ଏବଂ 2004 ମସିହାରେ ସେମାନେ ଅଲଗା ହୋଇଯାଇଥିଲେ l ଏହାପରେ ରଚନା ସବୁଦିନ ପାଇଁ ଓଡିଶା ଛାଡି କଲିକତା ଚାଲିଯାଇଥିଲେ l ଏବଂ ସେଠାରେ ପ୍ରବଳ ବାସୁ ନାମକ ବ୍ୟକ୍ତି ଙ୍କୁ ବିବାହ କରିଥିଲେ l ବର୍ତ୍ତମାନ ସମୟରେ ତାଙ୍କର ଗୋଟିଏ ପୁଅଟିଏ ଅଛି l

ଅନୁ ଚୌଧୁରୀ – ଅନୁ ଚୌଧୁରୀ 2006 ମସିହାରେ ସନ୍ଦୀପ ମିଶ୍ର ଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କ ସ୍ୱାମୀ ତାଙ୍କୁ ଅଭିନୟ କରିବା ପାଇଁ ମନା କରିଥିଲେ l ସେଥିପାଇଁ ତାଙ୍କ ସ୍ୱାମୀ ଙ୍କୁ ଛାଡ଼ପତ୍ର ଦେଇଥିଲେ ଅନୁ ଚୌଧୁରୀ l 2010 ରେ ବିସାଲ ବର୍ମା ଙ୍କୁ ସେ ବିବାହ କରିଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.