Press "Enter" to skip to content

Ollywood ଦୁନିଆରୁ ଆସିଲା ଦୁଃଖ ଖବର ଚାଲିଗଲେ ଏହି କଳାକାର

ବନ୍ଧୁଗଣ ମୃ-ତ୍ୟୁ ଦୁନିଆର ଏକମାତ୍ର ସତ୍ୟ ଅନ୍ୟଥା ସବୁକିଛି ମିଥ୍ୟା l କ-ରୋନା ମହାମାରୀ ପ୍ରକୋପ ରୁ ଅନେକ କଳାକାର ତଥା ପ୍ରିୟଜନ ମାନଙ୍କୁ ହରାଇଛନ୍ତି ସମସ୍ତେ l ଯେତେବେଳେ ଗୋଟିଏ କଳାକାର ର ମୃତ୍ୟୁ ଘଟେ ସେତେବେଳେ ସମଗ୍ର କଳା ଜାତିରେ ଗ୍ରହଣ ଲାଗିଥାଏ l

ବର୍ତ୍ତମାନ ଅଲିଉଡ ଦୁନିଆରୁ ଏକ ଦୁଖଦଃ ଖବର ଆସିପହଁଚିଛି ବିଶିଷ୍ଟ ଓଡ଼ିଆ ଗାୟକ ତଥା ସଂଗୀତକାର ଶାନ୍ତିରାଜ ଖୋସଲା ଙ୍କର ମୃ-ତ୍ୟୁ ଘଟିଛି l ତାଙ୍କ ମୃ-ତ୍ୟୁ ଖବର ଶୁଣିବା ମାତ୍ରେ ସମସ୍ତେ ଦୁଃଖରେ ଭାଂଗିପଡିଛନ୍ତି l ଶାନ୍ତିରାଜ କ-ରୋନା ରୋଗରେ ଆକ୍ରାନ୍ତ ହୋଇ ହୋମ ଆଇସୁଲେସନ ରେ ଥିଲେ ହଠାତ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ରେ ଅସୁବିଧା ହେଉଥିବା ହେତୁ ତାଙ୍କୁ ମେଡିକାଲ ରେ ଭର୍ତ୍ତୀ କରାଯାଇଥିଲା l ଏବଂ ସେହିଠାରେ ତାଙ୍କର ଦେ-ହାନ୍ତ ହୋଇଥିଲା l

ସେ ଅନେକ ସଂଗୀତ ନିର୍ଦେଶ ତଥା ଗାୟକ ଭାବେ ଓଡ଼ିଶାରେ ପରିଚିତ ଥିଲେ l ବହୁତ ଆଲବମ ଏବଂ ଫିଲ୍ମ ରେ ତାଙ୍କ ସଂଗୀତ ର ଯାଦୁ ଦେଖେଇଥିଲେ ଶାନ୍ତିରାଜ l ଯେମିତି କି ଧନରେ ରଖିବୁ ଶପଥ ମୋର, ମତେ ଆଣିଦେଲ ଲକ୍ଷେ ଫଗୁଣ,ତୋର ମୋର ଯୋଡି ସୁନ୍ଦର,ବାଇଶି ପାହାଚେ ଖେଳିବ ମୀନ, ଏହି ସମସ୍ତ ଚଳଚ୍ଚିତ୍ର ଗୀତରେ ନିଜର ହିଟି ଦେଇଥିଲେ ଶାନ୍ତିରାଜ ଯାହାକି ଆଜି ମଧ୍ୟ ଲୋକପ୍ରିୟତା ପାଉଅଛି l

ତାଙ୍କ ମୃ-ତ୍ୟୁ ରେ ଓଡ଼ିଆ ଫିଲ୍ମ ଏବଂ ସଂଗୀତ ଦୁନିଆରେ ଅପୂରଣୀୟ କ୍ଷତି ଘଟିଛି l କ-ରୋନା ରେ ଆକ୍ରାନ୍ତ ହୋଇ ହୋମ ଆଇସିଲେସନ ରେ ଥିବାବେଳେ ହଠାତ ତାଙ୍କର ଛାତିରେ ଯନ୍ତ୍ରଣା ହେବାକୁ ଲାଗିଥିଲା ଏବଂ ତାଙ୍କୁ ପରିବାର ଲୋକେ ମେଡିକାଲ ଅଭିମୁଖେ ନେବାବେଳେ ତାଙ୍କର ମୃ-ତ୍ୟୁ ଘଟିଥିଲା l

ତାଙ୍କ ମୃ-ତ୍ୟୁ ରେ ସମସ୍ତ ଅଲିଉଡ଼ ଜଗତ ଉପରେ ଗଭୀର ପ୍ରଭାବ ପକାଇଛି ଯାହା ଫଳରେ ସମସ୍ତଙ୍କ ମନରେ ଶୋକର ଛାୟା ଖେଳି ଯାଇଛି l ତାଙ୍କ ଅବଦାନ କୁ ଭୁଲି ହେବନାହିଁ ବୋଲି କହିଲେ ତାଙ୍କ ସହ କାମ କରୁଥିବା କର୍ମଚାରୀ ଏବଂ ତାଙ୍କ ପରିଜନ ମାନେ l

ହଠାତ ତାଙ୍କର ମୃ-ତ୍ୟୁ ହୋଇଥିବାରୁ କେହିଁମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଯାହା ଫଳରେ ସମସ୍ତଙ୍କ ହୃଦୟ ଶୋକାକୁଳ ଅବସ୍ଥାରେ ଗତି କରୁଛି ଏବଂ ଅମର ଆତ୍ମା ର ସଦଗତି ନିମନ୍ତେ ପାର୍ଥନା କରିଛନ୍ତି ଆତ୍ମୀୟ ସଜ୍ଜନ ଏବଂ ଅଲିଉଡ ଇଣ୍ଡଷ୍ଟ୍ରି ର କଳାକାର ଗଣ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

Be First to Comment

Leave a Reply

Your email address will not be published.