ବନ୍ଧୁଗଣ ଗୃହିଣୀ ମାନନଙ୍କ ପାଇଁ ଖୁସି ଖବର ଆସି ପହଁଚିଛି l ତେଲ ଖାଇବା ପାଇଁ ସମସ୍ତେ ବ୍ୟବହାର କରିଥାନ୍ତି ଏହା ହେଉଛି ଦୈନାଦିନ ଜୀବନରେ ଅତ୍ୟାବସିକୀୟ ସାମଗ୍ରୀ l ବର୍ତ୍ତମାନ ତେଲଦର ଆକାଶ ଛୁଆଁ ହୋଇଥିବା ବେଳେ ବର୍ତ୍ତମାନ ପ୍ରଭାବ ପଡୁଛି ମହଙ୍ଗା ସମସ୍ୟା ଉପରେ l 6 ରୁ 7 ମାସ ଭିତରେ ତୈଳ ଦର 60 ରୁ 70 ପ୍ରତିଶତ ବୃଦ୍ଧି ଘଟିଛି l
ସୋରିଷ, ରିଫାଇନ, ତଥା ପାମୋଲିନ ତେଲ ଉପରେ ଗଭୀର ପ୍ରଭାବ ପଡିଛି ଏବଂ ସଭିଏଁ ତୈଳ ଦର କୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି l କ-ରୋ-ନା ସଂକ୍ରମଣ ରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ସାଧାରଣ ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି l ଲୋକଙ୍କ ରୋଷେଇ ଘରେ ବଜେଟ ବିଗିଡି ଯାଇଛି l ବର୍ତ୍ତମାନ ତୈଳ ଦର ଏତେ ମାତ୍ରା ରେ ବୃଦ୍ଧି କାରଣରୁ ସରକାର ମଧ୍ୟ ତୈଳ ଦର ହ୍ରାସ କୁ ନେଇ ଚିନ୍ତା କରୁଛନ୍ତି l
ତୈଳଦର ହ୍ରାସ ହେଲେ ବର୍ତ୍ତମାନ ଚିନ୍ତା କରିଛନ୍ତି ଦରକାର l ଏହି ନିଷ୍ପତି ଦ୍ୱାରା ଅନେକ ଲୋକେ ସାମାନ୍ୟ ଆଶ୍ବସ୍ତି ଲାଭ କରିବେ ଏବଂ ତୈଳ ଦର କମାଇବା ପାଇଁ ଆଗରୁ ମଧ୍ୟ ଅନେକ ଦାବି କରଯାଇଥିଲା ଏବଂ ଅତ୍ୟଧିକ ମହଙ୍ଗା କାରଣରୁ ସମସ୍ତଙ୍କୁ ଅଧିକ ପ୍ରଭାବ ପଡୁଥିଲା ଯାହାଫଳରେ ଦେଶବାସୀ ଙ୍କୁ ଆର୍ଥିକ ଅନାଟନ ର ସମୁଖୀନ କରିବାକୁ ପଡିଥିଲା l
ଗତ 5 ବର୍ଷ ଠୁ ବର୍ତ୍ତମାନ ତୈଳ ଦର ଆକାଶଛୁଆଁ ହୋଇଛି ଯାହା ଫଳରେ ଲୋକଙ୍କ ମନରେ ବିବ୍ରତକର ପରିସ୍ଥିତି ଦେଖା ଦେଇଥିଲା l 2020 ବଜେଟ ଅନୁସାରେ ରେ ପାମୋଲିନ ତେଲରେ 17 ପ୍ରତିଶତ ସୂର୍ଯ୍ୟମୁଖୀ ତେଲରେ 20 ପ୍ରତିଶତ ତେଲ ଅଧିକ ଆଦାୟ ହେଉଛି l
ଭାରତ 60 % ଖାଇବା ତେଲ ବିଦେଶ ରୁ ରପ୍ତାନି କରିଥାଏ l ପ୍ରତିବର୍ଷ ପ୍ରାୟ 75 ହଜାର କୋଟି ଲିଟର ଖାଇବା ତେଲ ରପ୍ତାନି କରିଥାଏ l ବର୍ତ୍ତମାନ ତୈଳ ଦର ଅନୁସାରେ 50 ପ୍ରତିଶତ ବୃଦ୍ଧି ଘଟିଛି l ସରକାର ଙ୍କ ରିପୋର୍ଟ ଅନୁସାରେ ବନସ୍ପତି ତେଲରେ 140 ଟଙ୍କା ଅତିକ୍ରମ କରିଛି l
ଗତମାସ ଏହା 90 ଟଙ୍କା ଥିବାବେଳେ ଏହା ମଧ୍ୟ ବୃଦ୍ଧି ଘଟିଛି l ପାମୋଲିନ ତେଲରେ 50 ପ୍ରତିଶତ ବୃଦ୍ଧି ପାଇଛି l ତେଣୁକରି ସବୁକିଛି କୁ ଆଧାର କରି ସରକାର ସ୍ଥିତି କୁ ଅନୁଧାନ କରି ତୈଳ ଦର ଖୁବ ଶୀଘ୍ର ହ୍ରାସ କରିବାକୁ ଯାଉଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment