ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏବେର କିଛି ବିଶେଷ ଖବର ବିଷୟରେ।ବିବାଦରେ କଳାହାଣ୍ଡିର କହିନୁର ବୋଲାଉଥିବା ଡୁଲେ ରାପର।ରାତାରାତି ଫେମସ ହୋଇଥିବା ଡୁଲେ ରାପରଙ୍କ ପ୍ରସିଦ୍ଧିକୁ ବେସିଦିନ ସମ୍ଭାଳିପାରି ରଖିଲେନି ନିଜେ ଡୁଲେ ରାପର।ଏହା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।
ତେବେ ଏହି ଖବରଟି ହେଉଛି ଯେ ଅ-ଶ୍ଳୀ-ଳ ଗୀତ ଗାଇ ବିବାଦରେ ଛନ୍ଦିହୋଇ ଯାଇଛନ୍ତି ନିଜେ ଡୁଲେଶ୍ୱର।ଗଲିବୟ ଭାବରେ ପରିଚିତ ନିଜେ ଡୁଲେସ୍ୱରଙ୍କ ମୁହଁରୁ ଶୁଣିବାକୁ ମିଳିଲା ଅଶ୍ଳୀଳ ଗୀତ।ଏବଂ ଏହି ଗୀତ ମହଙ୍ଗା ପଡିଛି ତାଙ୍କୁ।ଏବଂ ଏହି ଗୀତକୁ ନେଇ ଥାନାରେ ଡୁଲେଶ୍ୱରଙ୍କ ନାମରେ ହୋଇଛି ଏଫ ଆଇ ଆର।ଏବଂ ଡୁଲେଙ୍କ ଏହି ଅ-ଶ୍ଳୀ-ଳ ଗୀତ ସୋସିଆଲ ମିଡିଆରେ ସେନସେସନ ଭଳି ଭାଇରାଲ ହୋଇଚାଲିଛି।
ଗୀତର ପ୍ରତିଟି ଶବ୍ଦରେ ନାରୀଙ୍କୁ ଅସନ୍ମାନ କରିବା ସହ ଖୁବ ସାରା ଅସଭ୍ୟ ଭାଷାର ପ୍ରୟୋଗ କରିଛନ୍ତି ଡୁଲେଶ୍ୱର।ଏବଂ ଗୀତଟି ଏତେ ମାତ୍ରାରେ ବିବାଦୀୟ ହୋଇଛିଯେ ମାମଲା ଥାନାରେ ଆସି ପହଞ୍ଚିଛି।କଳାହାଣ୍ଡିର ବିଜେଡି ନେତା ଅଭିନାସ ଠାକୁର କଳାହାଣ୍ଡି ଟାଉନ ଥାନାରେ ଡୁଲେସ୍ୱରଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି।
ଏବଂ ଏହି ଖବର ଆସିବାପରେ ଡୁଲେଶ୍ୱର ଏକ ଭିଡିଓ ମଧ୍ୟ ତିଆରି କରିଛନ୍ତି।ସେହି ଭିଡିଓରେ କଣ କଣ କହିଛନ୍ତି ଆସନ୍ତୁ ଜାଣିବା।ଏହି ଭିଡିଓରେ ଡୁଲେ କହିଛନ୍ତି ଯେ ତାଙ୍କ ଦ୍ୱାରା ପୂର୍ବଦିନ ଏକ ଛୋଟିଆ ଭୁଲ ହୋଇଯାଇଛି।ଏବଂ ଏକ ଛୋଟ ଗୀତ ଫେସବୁକ ଏବଂ ୟୁଟ୍ୟୁବରେ ଭାଇରାଲ ହୋଇଯାଇଛି।ଏବଂ ସେଥିରେ କିଛି ଖରାପ ଲିରିକ୍ସ ରହିଥିଲା ବୋଲି କହିଛନ୍ତି ଡୁଲେ।
ଏବଂ ସେ କହୁଥିଲେ ସେ ଏହାକୁ ସାଙ୍ଗସାଥି ମଜା ମସ୍ତିରେ ବନେଇଥିଲେ।ଏବଂ ଏହା ଏକ ଭୁଲ ହୋଇଛି ତାଙ୍କ ଦ୍ୱାରା।ଏବଂ ଏଥିପାଇଁ ସେ ସମସ୍ତିଙ୍କୁ ଭୁଲ ମାଗିଛନ୍ତି ଏବଂ କ୍ଷମା ପ୍ରାଥନା ମଧ୍ୟ କରିଛନ୍ତି।ଏବଂ ସେ ହୃଦୟରୁ ଭୁଲ ମାଗିଛନ୍ତି ବୋଲି ସେହି ଭିଡିଓରେ କହିଛନ୍ତି।ଏହାସହିତ ସେ ଏହା ମଧ୍ୟ ମହିଛନ୍ତି ତାଙ୍କୁ ଏହା କରିବାର ନଥିଲା।ସେ କହିଥିଲେ ସେ ଆଗରୁ ଏପରି ଭିଡିଓ କେବେହେଲେ କରିନଥିଲେ ଏବଂ ଆଗକୁ ମଧ୍ୟ ଯାହା ସବୁ କରିବେ ସେଥିରେ ଏପରି କିଛି ଭିଡିଓ କରିବେନି।ଏବଂ ଏହାକହି ସେ ସମସ୍ତଙ୍କୁ ଏଠାରେ ଭୁଲ ମଧ୍ୟ ମାଗିଛନ୍ତି।
ଡୁଲେସ୍ବରଙ୍କ ଅଶ୍ଳୀଳ ଗୀତକୁ ନେଇ ବିବାଦ ବଢୁଥିବାବେଳେ ଶେଷରେ ନିଜେ ଭୁଲ ସ୍ୱୀକାର କରିଛନ୍ତି ଡୁଲେ।ଦୁଲେଶ୍ୱରଭୁଲ ମାଗିଲେ ସତ।କିନ୍ତୁ ଏହି ଭୁଲ ପାଇଁ ବୋଧହୁଏ ତାଙ୍କୁ କେହି କ୍ଷମା ଦେବେନି।ଚାଲ ଛପର ଘର ଏବଂ ଭଙ୍ଗା ଘରର ଷ୍ଟାର।ଓଡ଼ିଆ ସମ୍ବଲପୁରୀଭାଷା ସାଙ୍ଗକୁ ହିନ୍ଦୀମିଶା ଭାଷାରେ ରାପ।କଳାହାଣ୍ଡିର କୋହିନୁର ଡୁଲେଶ୍ୱର ରାତିଅଧିଆ ପାଲଟି ଯାଇଥିଲେ ଡୁଲେ ରାପର।
କେତେବେଳେ ଚାଷୀ ପ୍ରସଙ୍ଗରେ ତ ପୁଣି କେତେବେଳେ ବେକାରୀ ସମସ୍ୟା ନେଇ ଗାଉଥିଲେ ରାପ।ଏପରିକି ଵଲିଉଡ଼ର ମ୍ୟୁଜିକ ଡ଼ିରେକ୍ଟର ବିଶାଳ ଦଦଲାଣି ମଧ୍ୟ ପ୍ରଶଂସା କରିଥିଲେ ଡୁଲେଙ୍କୁ।ତେବେ ରାତି ଅଧିଆ ଫେମସ ହୋଇଯାଇଥିବା ରାପର ଏବେ ନୂଆ ବିବାଦରେ ଛନ୍ଦିହୋଇପଡିଛନ୍ତି।ସେ ଏନେଇ ପଶ୍ଚାତାପ କରି ଭିଡିଓ ମଧ୍ୟ କରିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment