ଆମେ ଆପଣଙ୍କ ପାଇଁ କିଛି ମଜାଳିଆ ହସକଥା ଆଣିଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି l ଆମେ ନିଶ୍ଚିତ ଯେ ଏହି ହସକଥା ଗୁଡ଼ିକ ପଢ଼ିବା ପରେ ତୁମେ ହସିବା ବନ୍ଦ କରିବ ନାହିଁ l ତେବେ ଆସନ୍ତୁ ହସିବାର ଏହି ପ୍ରକ୍ରିୟା ଆରମ୍ଭ କରିବା
1)
ସାଙ୍ଗ – ମୁଁ ଲୁଟିଗଲି ମୋ ଜୀବନବର୍ବାଦ ହୋଇଗଲା l
ପିଙ୍କି – ସ୍ୱାମୀ ମାରିଲେ କି ତତେ?
ସାଙ୍ଗ – ଅଫିସରେ ଜଣେ ଝିଅ ସହିତ ମୋର ସ୍ୱାମୀଙ୍କର ସମ୍ପର୍କ ଅଛି l
ପିଙ୍କି – ତୁ କେମିତି ଜାଣିଲୁ
ବନ୍ଧୁ – ମୋର ପ୍ରେମିକ ତାଙ୍କୁ ଗତକାଲି ଏକ ଝିଅ ସହିତ ଦେଖିଥିଲେ…
2)
ଶିକ୍ଷକ- ପୁଅ ପପୁ ‘କବୁତର’ ଉପରେ ବାକ୍ୟ ଗୋଟେ କହିଲୁ
ପପୁ- ମୁଁ ଅପରାହ୍ନରେ ମଦ୍ୟପାନ କରିଥିଲି, ସନ୍ଧ୍ୟା ସୁଦ୍ଧା ନିଶା ‘କବ ଉତର’ ଗୟୀ ପତା ନେହି ଚଲା….
ଶିକ୍ଷକ ଏବେଯାଏଁ କୋମାରେ ଅଛନ୍ତି…
3)
ଝିଅ – ଧନ ମୁଁ ମୋ ପର୍ସ ଆଣିନି ମୋର 1000 ଟଙ୍କା ଦରକାର ଥିଲା
ପ୍ରେମିକ – ବାସ ଏହିକଥା ଏଇ ନେ 10 ଟଙ୍କା ଅଟୋ କରିକି ଘରକୁ ପଳା ଆଉ ପର୍ସ ନେଇକି ଆସେ l
ଝିଅ ବେହୋସ
4)
ଝିଅଟି ବାବା ଙ୍କ ପାଖକୁ ଯାଇ କହିଲା – ବାବା ମୋର ବାହାଘର କେବେ ହବ କୁହନ୍ତୁ ନା
ବାବା – ତୋ ନାଁ ମିନା ଅଟେ
ଆଉ ତୁ ଦିଲ୍ଲୀ ପବ୍ଲିକ ସ୍କୁଲ ରେ ପଢ଼ୁଛୁ!!
ଝିଅ – ହଁ ଆପଣ ତ ଅନ୍ତର୍ଯ୍ୟାମୀ
ବାବା – ତୁ ଏବେ ଦ୍ୱାଦଶ ଶ୍ରେଣୀର ଛାତ୍ରି!!
ଝିଅ – ହଁ ଆଗକୁ କୁହନ୍ତୁ ନା
ବାବା – ଆଗକୁ ଆଉ କେମିତି କହିବି ପରେ କୁଣ୍ଡଳୀ ନେଇ ଆସିବୁ ସ୍କୁଲର ରେଜଲ୍ଟ କାର୍ଡ ନୁହେଁ!!

5)
ଭେନେଇ ନିଜ ଶାଳୀ ସହ ଚାଟିଙ୍ଗ କରୁଥିବା ବେଳେ କହିଲେ
ବାଃ ତୁ ତ ତୋ ଭଉଣୀ ଠୁ ବି ବେଶୀ ସୁନ୍ଦର
ଶାଳୀ – ଭାଇ ତମେ ବଡ ସିଏ
ଭେଣେଇ – ଆଛା କହ ତୁ ଏତେ ସୁନ୍ଦର କେମିତି ହେଲୁ
ଶାଳୀ – କ୍ୟାମେରା ଫିଲ୍ଟର ଆଉ ଫଟସପ ରୁ
ଭେନେଇ ସେଦିନଠୁ କୋମାରେ ଅଛନ୍ତି…
ଆମେ ଆଶା କରୁଛୁ ଆପଣଙ୍କୁ ଏହି ହସକଥା ଗୁଡିକ ନିଶ୍ଚୟ ପସନ୍ଦ ଆସିଥିବ,ଏହାକୁ ଗୋଟିଏ ସେୟାର୍ ନିଶ୍ଚୟ କରନ୍ତୁ।ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଫଲୋ କରନ୍ତୁ,ଧନ୍ୟବାଦ l
Be First to Comment