Press "Enter" to skip to content

ପରକିଆ ପ୍ରୀତି ପଡ଼ିଲା ମହଙ୍ଗା ରେଡ ହାଣ୍ଡ ରେ ଧରିଲେ ଶଶୁର ତା ପରେ ଯାହା ହେଲା….

ବନ୍ଧୁଗଣ ଯେତେବେଳେ ପ୍ରେମ ହୁଏ ସେତେବେଳେ ଭଲ ଖରାପ କିଛି ଜାଣି ହୁଏନି ସବୁବେଳେ ଖାଲି ପ୍ରେମର ପରସ ପାଇବା ପାଇଁ ମଣିଷ ଖୋଜେ l କିନ୍ତୁ ପ୍ରେମ ନିଶା ଏତେ ମହାଙ୍ଗା ହୋଇପାରେ ଆପଣ ସ୍ବପ୍ନ ରେ ମଧ୍ୟ ଭାବିପାରିବେନି l ଆଜି ଆମେ ଆପଣଙ୍କ ସାମ୍ନାରେ ଆଲୋଚନା କରୁଛୁ ଏମିତି ଏକ ଘଟଣା ଯେଉଁଥିରେ ଜଣେ ବିବାହିତା ମହିଳା ଅନ୍ୟ ଏକ ପୁରୁଷ ଙ୍କ ସହ ଗୋଟିଏ ରୁମ ରୁ ଧରା ପଡିଛନ୍ତି l

ଶଶୁର ବୋହୁଙ୍କର ଏମିତି କାମ ପାଇଁ କାହା ଆଗରେ ମୁଣ୍ଡ ଟେକି ବାଟ ଚାଲି ପାରୁନାହାନ୍ତି l ଘଟଣା ଟି ଘଟି ଯାଇଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ତାପାଢୋଲ ଗ୍ରାମରେ l ଯେଉଁଠାରେ ସ୍ତ୍ରୀ ସ୍ୱାମୀ ଘରେ ନଥିବା ସମୟରେ ନିଜ ପ୍ରେମିକ କୁ ଡାକିଥିଲା l ସ୍ୱାମୀ ଘର ପରିବାର ଚଳାଇବା ପାଇଁ ବାହାରେ ରହି କାମ କରୁଥିବା ବେଳେ ସ୍ତ୍ରୀ ଘଟାଇଛି ଏମିତି ଘଟଣା l

ପରିବାର ଚଳାଇବା ପାଇଁ ଦୂରରେ ଅଛନ୍ତି ସ୍ୱାମୀ l ମହିଳା ଙ୍କୁ ଥରେ ମିସକଲ ଆସିଥିଲା ଅଜଣା ନମ୍ବର ରୁ ଏବଂ ପରେ ସେହି ଅଜଣା ସମ୍ପର୍କ ଗଢି ଉଠିଥିଲା ପ୍ରେମର ରୂପରେ l ସ୍ତ୍ରୀ ଙ୍କର 4 ବର୍ଷ ର ଏକ ସନ୍ତାନ ମଧ୍ୟ ଅଛି l କିନ୍ତୁ ସୀମା ଭୁଲିଗଲେ ପତ୍ନୀ ଏବଂ ପ୍ରେମିକ ସହ ପ୍ରେମରେ ବୁଡିଗଲେ l

ସ୍ୱାମୀ ଘରେନଥିବାରୁ ପ୍ରେମିକ ଙ୍କୁ ଡାକିଥିଲେ ବୋହୁ ଏବଂ ଯେତେବେଳେ ଶଶୁର ଦୁହିଁଙ୍କୁ ଅସଂଯତ ଅବସ୍ଥାରେ ଦେଖିଦେଲେ ସେତେବେଳେ ତାଙ୍କୁ ବାହାର ପଟୁ ତାଲା ପକାଇଦେଇଥିଲେ ଏବଂ ସକାଳ ହେବାମାତ୍ରେ ଗାଁ ଲୋକଙ୍କୁ ଡାକି ରାସ୍ତା ଉପରେ ଦୁହିଁଙ୍କୁ ଅପମାନ ଦେଇଥିଲେ l ବୋହୁ ଙ୍କୁ ମାଡ଼ ମାରିଥିଲେ ଏବଂ ସେ ଯୁବକ ଙ୍କୁ ମଧ୍ୟ l

ଗାଁ ରେ ମୁରବି ମାନେ ବସି ଦୁହିଁଙ୍କୁ ଅପମାନ ଦେଇଥିଲେ ଏବଂ ଦୁହିଁଙ୍କୁ ରାସ୍ତାରେ ଚଳାଇ ଚଳାଇ ଅପମାନିତ କରିଥିଲେ l ଅନେକ ବାଟ ଚଳାଇ ଚଳାଇ ଅପମାନିତ କରିବା ସହ ଦୁହିଁଙ୍କୁ ମାଡ଼ ମାରିଥିଲେ l ଏହି ବିଷୟରେ ଥାନାରେ କୌଣସି ମତେ ଅଭିଯୋଗ ଦାଖଲ ହୋଇନାହିଁ l କିନ୍ତୁ ପ୍ରରକିୟା ପ୍ରୀତି ମହାଙ୍ଗା ପଡିଛି l ରୋମିଓ ଯୁବକ ଙ୍କୁ ଏବଂ ବୋହୁ କୁ l ଏହିଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.