Press "Enter" to skip to content

ସ୍ତ୍ରୀ ର ଏହି 3 ଟି ଭୋକ ଭଗବାନ ମଧ୍ୟ ଚାହିଁଲେ ଶାନ୍ତି କରି ପାରନ୍ତି ନାହିଁ – Chanakya Niti

ବନ୍ଧୁଗଣ ଚାଣକ୍ୟ ହେଉଛନ୍ତି ଜଣେ ମହାନ ରାଜନୀତିଜ୍ଞ ଏବଂ କୂଟନୀତିଜ୍ଞ l ମହାନ ଜ୍ଞାନୀ ଙ୍କ କଥା ପଡିଲେ ଚାଣକ୍ୟ ଙ୍କ ନାମ ସର୍ବପ୍ରଥମେ ଆସେ l ଚାଣକ୍ୟ ଜନ ସମାଜପାଇଁ ଅନେକ ଭବିଷ୍ୟବାଣୀ କରିଥିଲେ ଯାହାକି ଆଜି ସତ ହେଉଛି l

ଚାଣକ୍ୟ ସବୁବେଳେ ସତ ମାର୍ଗ ରେ ବିଶ୍ଵାସ କରୁଥିଲେ ଏବଂ ସର୍ବଦା ଉତ୍ତମ ମାର୍ଗ ଦର୍ଶନ କରାଉଥିଲେ l ଚାଣକ୍ୟ ଙ୍କ ଦ୍ୱାରା ରଚିତ ହୋଇଥିବା ଚାନକ୍ୟ ନୀତି ଗ୍ରନ୍ଥ ରେ ଚାଣକ୍ୟ ଙ୍କ ମୁଖ ନିଃସୃତ ବାଣୀ ରହିଅଛି l ଯାହାକି ବର୍ତ୍ତମାନ ମାନବ ସମାଜର କଲ୍ୟାଣ ସାଧନ ପାଇଁ ଅନେକ ହିତ ସାଧିତ ହେଉଛି l

ଚାଣକ୍ୟ ନୀତି ରେ ଚାଣକ୍ୟ ଲେଖିଛନ୍ତି ମହିଳା ମାନଙ୍କର 4 ଟି ଭୋକ ବିଷୟରେ ଯେଉଁଥିରେ ମହିଳା କେଭେ ଶାନ୍ତି ହୋଇପାରନ୍ତି ନାହିଁ l ଏବଂ ସବୁବେଳେ ଅଧିକ ଆଶା ରଖିଥାନ୍ତି l ଆଜି ଆମେ ମହିଳା ମାନଙ୍କର ସେହି 4 ଟି ଭୋକ ବିଷୟରେ ଜାଣିବା l

ଶ୍ରୀଙ୍ଗାର – ମହିଳା ମାନେ ସବୁବେଳେ ଭିର୍ନ ଭିର୍ନ ଧରଣରେ ସଜେଇ ହୁଅନ୍ତି l ଯେତେ ହେଲେ ମଧ୍ୟ ତାଙ୍କୁ ସେସବୁ ଫିକା ଲାଗିଥାଏ ଏବଂ ସବୁବେଳେ ଅଧିକ ଶ୍ରୀଙ୍ଗାର କରିବାପାଇଁ ଇଚ୍ଛା ରଖିଥାନ୍ତି l ଏହା ମହିଳାମାନଙ୍କର ସର୍ବଶ୍ରେଷ୍ଟ ଭୋକ ଅଟେ l ଯାହାକି ଯେତେ ଚେଷ୍ଟାକଲେ ମଧ୍ୟ ଶ୍ରୀଙ୍ଗାର ପ୍ରତି ଦୁର୍ବଳତା ରହିଥାଏ l

ସ-ମ୍ଭୋଗ – ପୁରୁଷ ମାନଙ୍କ ଅପେକ୍ଷା ନାରୀମାନଙ୍କର ସମ୍ଭୋଗ ପ୍ରତି ବେଶୀ ଇଚ୍ଛା ରହିଥାଏ l ବିବାହ ପରେ ହେଉ କିମ୍ବା ବିବାହ ପୂର୍ବରୁ ନାରୀ ମାନେ ପୁରୁଷଙ୍କଠୁ ଅଧିକ ବାସନା ରେ ଲିପ୍ତ ଥାନ୍ତି l ଏହି ଭୋକ ତାଙ୍କର ଭଗବାନ ବି ଚାହିଁଲେ ମେଣ୍ଟେଇ ପାରନ୍ତି ନାହିଁ l

ଖାଦ୍ୟ – ପୁରୁଷ ମାନଙ୍କ ଖାଦ୍ୟ ଖାଇବା ଠୁ ମହିଳା ମାନେ ଖାଦ୍ୟ ଖାଇବାକୁ ଅଧିକ ରୁଚି ରଖିଥାନ୍ତି l ମହିଳା ମାନେ ସବୁବେଳେ ପୁରୁଷ ଙ୍କ ଅପେକ୍ଷା ଅଧିକ ଖାଦ୍ୟ ଗ୍ରହଣ କରିବାକୁ ଭଲ ପାଆନ୍ତି l ଯାହାଦ୍ୱାରା ମହିଳା ମାନେ ଖାଦ୍ୟ ପ୍ରିୟା ହୋଇଥାନନ୍ତି l ମହିଳା ମାନଙ୍କ ଏହି ଭୋକ କେଭେ ମେଣ୍ଟେନାହିଁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଆଧ୍ୟାତ୍ମିକMore posts in ଆଧ୍ୟାତ୍ମିକ »

Be First to Comment

Leave a Reply

Your email address will not be published.