Press "Enter" to skip to content

ଭକ୍ତଙ୍କ ହାତରୁ ଜଗନ୍ନାଥ ପିଇଲେ କ୍ଷୀର ଭିଡ଼ିଓ ହେଉଛି ଭାଇରାଲ ଦେଖନ୍ତୁ – viral video

ବନ୍ଧୁଗଣ ସବୁବେଳେ ଭକ୍ତ ଭଗବାନ ଙ୍କ ସମ୍ପର୍କ ନିବିଡ଼ ଥାଏ l ମନୋବଳ ସୁଦୃଢ ଥିଲେ ଭଗବାନ ନିଶ୍ଚିତ ଦିନେ ନା ଦିନେ ଦର୍ଶନ ଦେଇଥାନ୍ତି l ସେ ବାସ୍ତବ ହେଉ ବା ସ୍ବପ୍ନ l ମାନବ ଦେବତାଙ୍କ ମଧ୍ୟରେ ସବୁବେଳେ ସୁ ସମ୍ପର୍କ ରହିଥାଏ l

ବେଳେ ବେଳେ ଭକ୍ତ ତାର କଠିନ ଭକ୍ତି ରେ ଭଗବାନ ଙ୍କୁ ପ୍ରସନ୍ନ କରାଇ ତାଙ୍କ ଦର୍ଶନ ପାଇବାରେ ସଫଳ ହୁଏ l ଆଉ ଯେତେବେଳେ ଭକ୍ତ ଭଗବାନ ଙ୍କର ମିଳନ ହୁଏ ସେତେବେଳେ ଅପୂର୍ବ ସଂଯୋଗ ସୃଷ୍ଟି ହୁଏ l

ଆଗରୁ ମଧ୍ୟ ଭକ୍ତ ଭଗବାନ ଙ୍କର ଅନେକ ସାଂଯୋଗ ଦେଖିବାକୁ ମିଳେ l ଦାସିଆ ବାଉରୀ ହାତରୁ ଯେମିତି ପ୍ରଭୁ ଜଗନ୍ନାଥ ନଡ଼ିଆ ନେଇଥିଲେ ଏବଂ ଭକ୍ତ ସାଲବେଗ ମଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ସବୁଠୁ ବଡ଼ ମୁସଲମାନ ଭକ୍ତ ଥିଲେ l ଯୁଗ 4 ପ୍ରକାର ର ହୋଇଥିବା ବେଳେ ବର୍ତ୍ତମାନ କଳିଯୁଗରେ ଈଶ୍ୱର ଙ୍କ ଅଲୌକିକ ଲୀଳା ଦେଖିବା କୌଣସି ଚମତ୍କାର ଠାରୁ କମ ନୁହେଁ l

ବର୍ତମାନ ସୋସିଆଲ ମିଡିଆରେ ପ୍ରଭୁ ଶ୍ରୀ ଜଗନ୍ନାଥ କ୍ଷୀର ପିଇବା ର ଦୃଶ୍ୟ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଭଗବାନ ଭକ୍ତଙ୍କ ହାତରୁ କ୍ଷୀର ପିଉଛନ୍ତି l ଏହି ଭିଡ଼ିଓ ଟି ବର୍ତ୍ତମାନ ସାରା ଓଡ଼ିଶାରେ ଭାଇରଲ ହେବାରେ ଲାଗିଛି ଏବଂ ଓଡ଼ିଶା ବାହାରେ ମଧ୍ୟ ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ଭିଡ଼ିଓ ଟିକୁ ଦେଖି ବହୁତ ଖୁସି ହେବା ସହ ଜଗନ୍ନାଥ ଙ୍କ ଏହି ଅପୂର୍ବ ଚମତ୍କାର କୁ ଆଖିରେ ଦେଖିବାକୁ ସୁଯୋଗ ପାଇଛନ୍ତି l

ଭିଡ଼ିଓ ରେ ଦେଖିବାକୁ ମିଳିଥିଲା ମହାପ୍ରଭୁ ଜଗନ୍ନାଥ ଙ୍କ ସମେତ ବଡ଼ ଭାଇ ବଳଭଦ୍ର ମଧ୍ୟ କ୍ଷୀର ପାନ କରୁଛନ୍ତି ଏବଂ ସୁଭଦ୍ରା ମା ମଧ୍ୟ କ୍ଷୀର ପାନ କରୁଛନ୍ତି l ଏହି ଭିଡ଼ିଓ ଟି ବର୍ତମାନ ଭାଇରଲ ହେବାରେ ଲାଗିଛି l

ଭିଡ଼ିଓରେ ଭକ୍ତ ଙ୍କ ହାତରୁ ଚାମଚ ଦ୍ୱାରା ମହାପ୍ରଭୁ କ୍ଷୀର ପାନ କରୁଛନ୍ତି ଏବଂ ଏହି ଦୃଶ୍ୟ କଏଦ ହୋଇଛି କ୍ୟାମେରା ରେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.