Press "Enter" to skip to content

ବିବାହ ପରେ କଣ କରୁଛନ୍ତି ଜ୍ୟାକଲିନ ଅରବିନ୍ଦ ଦେଖନ୍ତୁ video – Ollywood

ବନ୍ଧୁମାନେ ଆପଣ ମାନେ ସାର୍ଥକରେ ପ୍ରତିଦିନ ଦେଉଥିବା ସେରିଆଲ୍ ମୋ ଜେଜେ ମାରେ, ରିୟା ରୋଲ୍ କରୁଥିବା ଜ୍ୟାକଲିନ୍ ପରିଡାଙ୍କୁତ ନିଶ୍ଚିତ ଚିଁହିଥିବେ।ତେବେ ଲକ୍ ଡାଉନ୍ ରେ ସେ ତାଙ୍କର ବହୁ ଦିନର ବନ୍ଧୁ/ପ୍ରେମିକ ଟିକଟକ ତାରକା ଓ ମଡେଲ ଅରବିନ୍ଦ ମହାରଣାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଇ ଯାଇଛନ୍ତି।

ପୂର୍ବରୁ ଏହି ଯୋଡ଼ିଙ୍କୁ ବହୁତ୍ ସମୟରେ ଏକାଠି ଥିବାର ଦେଖା ଯାଇଥିଲା।ବହୁତ୍ ଦିନ ଯାଏଁ ଏହି ତାରକା ଦ୍ବୟ ପ୍ରେମ ବନ୍ଧନରେ ବାନ୍ଧି ହୋଇ ଥିଲେ ମଧ୍ୟ ବିବାହ ବିଷୟରେ କିଛି ଆଲୋଚନା କରିନଥିଲେ।କିଛି ଦିନ ତଳେ ଦୁହେଁ ନିର୍ବନ୍ଧ କରିଥିଲେ ଓ ଏବେ ସେ ପ୍ରେମ ସମ୍ପର୍କକୁ ବିବାହ ବନ୍ଧନରେ ବାନ୍ଧି ଦେଇ ଖୁବ୍ ଚର୍ଚ୍ଚାରେ ଆସିଛନ୍ତି ଏହି ତାରକା ଦ୍ବୟ।

ତେବେ ତାଙ୍କ ବାହାଘରରେ ସମ୍ପୁର୍ଣ୍ଣ ସିନେମା ଜଗତ ଖୁସି ପ୍ରକାଶ କରି ଦୁଇ ନବ ବିବାହିତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ବିବାହର ବନ୍ଧନରେ ବାନ୍ଧି ହେବା ପରେ ଦୁଇଜଣ ବହୁତ୍ ମଜାଳିଆ ଭିଡିଓ ଗୁଡିକ ନିଜ ନିଜ ଇନ୍ଷ୍ଟାଗ୍ରାମରେ ଛାଡିଛନ୍ତି।କେତେକ ଯୋଡ଼ି ଭିଡ଼ିଓରେ ସେମାନେ ଏକାଠି ବସି ଦୁଇଜଣ ନିଜ ଭିତରେ ଥିବା ପ୍ରେମକୁ ଦେଖାଇଛନ୍ତି।

ତେବେ ବନ୍ଧୁମାନେ କିଛି ସମର୍ଥକମାନେ ଏହି ବିବାହକୁ ନେଇ ନିଜର କ୍ଷୁବ୍ଧତା ପ୍ରକାଶ କରିଛନ୍ତି।ଏମିତି ବହୁତ୍ ଲୋକ ଅଛନ୍ତି ଯୋଉ ମାନେ ପ୍ରଶ୍ନ ଉଠାଇଛନ୍ତିକି ଓଡ଼ିଶାରେ ଏବେ ଚାଲିଥିବା କୋଭିଡ୍ ସମୟରେ ଏହିଭଳି ବିବାହ କରିବା କେତେ ଦୂର ଯାଏଁ ଠିକ୍।କିନ୍ତୁ ସେମାନେ ତାଙ୍କ ବିବାହ କୋଭିଡ ନିୟମ ମାନି କରିଛନ୍ତି ଏବଂ ତାଙ୍କ ବିବାହରେ ୨୫ ଜଣ ସଦସ୍ୟ ଉପସ୍ଥିତ ଥିଲେ।

ଏବଂ ଏହି ନିୟମ ମାନି ବିବାହ କରିବା ଗଣ ସମାଜକୁ ଏକ ଠିକ ବାର୍ତା ଦେଇଛି।ତେବେ ଯାହା ହେଲେବି ବହୁତ୍ ସମର୍ଥକ ଏ ଦୁଇଜଣଙ୍କ ଯୋଡିକୁ ନେଇ ବହୁତ୍ ଖୁସି ଅଛନ୍ତି।ଏହା ସହ ବହୁତ୍ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ବନ୍ଧୁମାନେ ଆପଣଙ୍କୁ କଣ ଲାଗୁଛି କଣ ଆଉ କିଛି ଦିନ ଅପେକ୍ଷା କରାଯାଇ ଲକ୍ ଡାଉନ୍ ଖୋଲିଥିଲେ ବିବାହ କରିବାର ଥିଲାନା କଟକଣା ମଧ୍ୟରେ ଲକ୍ ଡାଉନରେ ବିବାହ କରିଦେବା ଠିକ୍।ତେବେ ଆମେ ମଧ୍ୟ ନବବିବାହିତ ଯୋଡିଙ୍କ ମଙ୍ଗଳ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଅଛୁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.