ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଲିଉଡ ବିଷୟରେ କିଛି ବିଶେଷ ଖବର।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଆସନ୍ତୁ ଜାଣିବା ଏହି ଖବର ବିଷୟରେ।
ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ଧାରାବାହିକର ଚର୍ଚ୍ଚିତ ଯୋଡି ଜ୍ୟାକଲୀନ ଏବଂ ଅରବିନ୍ଦ।କୋଭିଡ ନିୟମ ଅନୁସାରେ ବିଭାଘରରେ ୨୫ ଜଣ ସଦସ୍ୟ ରହିଥିଲେ।କଟକର ଏକ ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଛି।
ଉଭୟଙ୍କ ମଧ୍ୟରେ ଦୀର୍ଘ ପାଞ୍ଚ ବର୍ଷର ପ୍ରେମ ସମ୍ପର୍କ ରହିଥିଲା।ତେବେ ବିଭା ହୋଇ ସାତ ଜନ୍ମର ସାଥି ହୋଇଛନ୍ତି ଜ୍ୟାକଲୀନ ଏବଂ ଅରବିନ୍ଦ।ତେବେ ଏହି ଦୁଇ ଯୋଡିଙ୍କ ବିବାହକୁ ନେଇ ଓଡିଶାର ଦର୍ଶକ ଏବଂ ଅନ୍ୟକଳାକାରମାନେ ମଧ୍ୟ ସମ୍ବୋଧନ କରିଛନ୍ତି।
ଜ୍ୟାକଲିନ ଏବଂ ଅରବିନ୍ଦ ଓଡ଼ିଆ ଧାରାବାହିକର ଏକ ଚର୍ଚ୍ଚିତ ଯୋଡି ଅଟନ୍ତି।ଏବଂ ନିଜର ପ୍ରତ୍ୟେକ ଧାରାବାହିକରେ ସେମାନେ ନିଜର ଆକର୍ଷଣିୟ ଅଭିନୟ ମାଧ୍ୟମରେ ଅନେକ ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ।ଏବଂ ତାଙ୍କର ପ୍ରତ୍ୟେକ ଧାରାବାହିକ ଅବିଶ୍ୱାସନୀୟ ଥିଲା।ଏହି କାରଣ ପାଇଁ ସେମାନେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଥିଲେ।
ଏବଂ ଦୀର୍ଘ ପାଞ୍ଚ ବର୍ଷ ଧରି ଜ୍ୟାକଲିନ ଏବଂ ଅରବିନ୍ଦଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାର ଶୁଣାଯାଉଥିଲା।ଏବଂ ଏବେ ତାଙ୍କର ବିବାହର ଖବର ଅସିବା କାରଣରୁ ତାଙ୍କର ଅନେକ ଫ୍ୟାନ ମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଖୁସି ମଧ୍ୟ ହୋଇଛନ୍ତି।କିନ୍ତୁ ଏହି କ-ରୋ-ନା କାରଣରୁ ତାଙ୍କ ବିବାହରେ ୨୫ ଜଣ ସଦସ୍ୟ ରହିଥିଲେ।କୋଭିଡ ନିୟମ ଅନୁସାରେ ତାଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି।
ତାଙ୍କର ଏହି ବିବାହର ଏକ ଭିଡିଓ ମଧ୍ୟ ପ୍ରକାଶିତ ହୋଇଛି।ଏବଂ ସେହି ଭିଡିଓରେ ସେମାନେ ଖୁବ ଖୁସି ଥିବାର ଦେଖାଯାଉଛନ୍ତି।ଏବଂ ଅଭିନେତ୍ରୀ ଜ୍ୟାକଲିନ ହୋମ ଉପରେ ଚାଉଳ ପକାଇବାର ନଜର ଆସିଛନ୍ତି।
ଏବଂ ସେହି ଭିଡିଓରେ ଅରବିନ୍ଦ ଜ୍ୟାକଲିନଙ୍କୁ ସିନ୍ଦୁର ମଧ୍ୟ ଲଗାଇବାର ନଜର ଆସିଛନ୍ତି।ଏବଂ ଚୁଡି ମଧ୍ୟ ପିନ୍ଧାଉଛନ୍ତି।ଏବଂ ପରସ୍ପରଙ୍କୁ ଫୁଲ ମାଳ ପକାଇବା ସମୟରେ ସେମାନେ ପରସ୍ପର ସହିତ ମଜା କରିବାର ମଧ୍ୟ ନଜର ଆସିଛନ୍ତି ଭିଡିଓରେ।ତେବେ ଏହା ଥିଲା ଅଭିନେତ୍ରୀ ଜ୍ୟାକଲିନ ଏବଂ ଅଭିନେତା ଅରବିନ୍ଦ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment