Press "Enter" to skip to content

ଶା-ରୀ-ରି-କ ସମ୍ପର୍କ ରଖିବାକୁ ପାଗେଳୀ ହୁଅନ୍ତି ଏହି ଝିଅମାନେ ନିଜକୁ ଅଟକେଇ ପାରନ୍ତି ନାହିଁ କୌଣସି କ୍ଷେତ୍ରରେ – special report

ନମସ୍କାର ସାଙ୍ଗମାନେ।ଆଜି ଆମେ ଏହି ଆର୍ଟିକିଲରେ ଜାଣିବା ଶାରୀରିକ ସ-ମ୍ପ-ର୍କ ପାଇଁ ପାଗଳ ହୋଇଥାନ୍ତି ଏହି ରାଶିର ଲୋକ ମାନେ।ଏମାନେ ନିଜକୁ କରିପାରନ୍ତି ନାହିଁ ଆୟତ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।

ତେବେ ଆସନ୍ତୁ ଆରମ୍ଭ କରିବା।ଜୋତିଶ ଶାସ୍ତ୍ର ଅନୁସାରେ ଆମର ରାଶି ଗୁଡିକ ଆମର ସବୁ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇଥାନ୍ତି।କାରଣ ରାଶି ମାନଙ୍କ ଗ୍ରହ ଚକ୍ର ଆମର ରେଖା ଠିକ କରିଥାନ୍ତି।

ତାହା ଭଲପାଇବା ହେଉ କିମ୍ବା ସ-ମ୍ବ-ନ୍ଧ ହେଉ ଏହି ସବୁ କ୍ରିୟା ରାଶିମାନଙ୍କ ଗ୍ରହ ଚକ୍ର ଉପରେ ନିର୍ଭର କରିଥାଏ।ଆଜି ଆମେ ଆପଣଙ୍କୁ ସେହି ରାଶି ମାନଙ୍କ ବିଷୟରେ କହିବୁ ଯେଉଁମାନେ ଅଧିକ ଉତେଜିତ ରହିଥାନ୍ତି ସ-ମ୍ୱ-ନ୍ଧ ରଖିବା ପାଇଁ।

ଏବଂ ସେମାନଙ୍କର ସେମାନଙ୍କ ଜୀବନ ସାଥିଙ୍କ ସହିତ ସ-ମ୍ବ-ନ୍ଧ ରଖିବାକୁ ବହୁତ ଇଚ୍ଛା ଥାଏ।ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶି ମାନଙ୍କ ବିଷୟରେ।

ପ୍ରଥମ ରାଶି:-ମିଥୁନ ରାଶି।ଜୋତିଶ ଶାସ୍ତ୍ର ଅନୁସାରେ ମିଥୁନ ରାଶିର ଲୋକେ ସ-ମ୍ପ-ର୍କ ରଖିବାରେ ଅଧିକ ଉତେଜିତ ହୋଇଥାନ୍ତି।ସେମାନଙ୍କ ରାଶିର ଗ୍ରହ ମାନେ ଏତେ ମଜବୁତ ହୋଇଥାନ୍ତି ଯେ ସେମାନଙ୍କୁ ସ-ମ୍ବ-ନ୍ଧ ରଖିବାରେ ମଜବୁର କରିଦିଏ।

ଏମାନେ ସ-ମ୍ପ-ର୍କ ରଖିବାପାଇଁ ଅଧିକ ଉତେଜିତ ହୋଇଥାନ୍ତି।ଏବଂ ଏହି ରାଶିର ପୁଅ ମାନେ ଭରସା ଯୁକ୍ତ ହେବା ସହ ସାମାଜିକ କାର୍ଯ୍ୟରେ ନିବୃତ୍ତ ହୋଇଥାନ୍ତି।

ଦ୍ୱିତୀୟ ରାଶି:-ସିଙ୍ଘ ରାଶି।ଜୋତିଶ ଶାସ୍ତ୍ର ଅନୁସାରେ ସିଙ୍ଘ ରାଶିର ଲୋକ ଦ୍ୱିତୀୟରେ ଆସିଥାନ୍ତି।ସେମାନେ ମଧ୍ୟ ସ-ମ୍ପ-ର୍କ ରଖିବାପାଇଁ ଅଧିକ ଉତେଜିତ ଥାନ୍ତି ଏବଂ ସେମାନଙ୍କ ଶାରୀରିକ ଗଠନ ମହିଳା ମାନଙ୍କୁ ଅଧିକ ପସନ୍ଦ ଆସିଥାଏ।

ଏମାନଙ୍କ କହିବା ଶୈଳୀ ଅନ୍ୟ ବ୍ୟକ୍ତିଙ୍କ ଠାରୁ ଅଲଗା।ଏବଂ ଏମାନେ ନିଜ କଥା ବାର୍ତା ଦ୍ୱାରା କାହାକୁ ମଧ୍ୟ ଆକର୍ଷିତ କରିଦେଇଥାନ୍ତି।ଏମାନେ ନିଜ ଜୀବନସାଥୀଙ୍କୁ ମଧ୍ୟ ବହୁତ ଖୁସି ଦେଇଥାନ୍ତି ଏବଂ ତାଙ୍କ ଜୀବନରେ ଭଲପାଇବାର ମଧ୍ୟ ଅଭାବ ରୁହେ ନାହିଁ।

ତୃତୀୟ ରାଶି:- ତୁଳା ରାଶି।ଏହି ରାଶିର ବ୍ୟକ୍ତି ମାନଙ୍କ ଗ୍ରହ ମଙ୍ଗଳ ଏବଂ ଏହା ମଜବୁତ ହୋଇଥାଏ।ଏବଂ ଏମନଙ୍କ ଗ୍ରହ ଏମାନଙ୍କୁ ବହୁତ ରୋ-ମା-ଣ୍ଟି-କ କରିଦେଇଥାଏ।ତୁଳା ରାଶିର ଲୋକ ନିଜର ଭଲ ସାଥୀର ଲୋକଙ୍କ ସହିତ ସ-ମ୍ୱ-ନ୍ଧ ରଖିବାପାଇଁ ଉତେଜିତ ଥାନ୍ତି।ଏବଂ ଏହି ରାଶିର ପୁଅ ମାନେ ଭାବନାକୁ ସ୍ନମାନ କରିଥାନ୍ତି।

ଏବଂ ଏମାନେ କେବେହେଲେ କାହାର ବିଶ୍ୱାସ ଭାଙ୍ଗିନଥାନ୍ତି ଏବଂ ନିଜ ଜୀବନ ସାଥି ସହ କିଛି ଅଭାବ ହେବାକୁ ଦିଅନ୍ତି ନାହିଁ।

ଚତୁର୍ଥ ରାଶି:- କୁମ୍ଭ ରାଶି।ଜୋତିଶ ଶାସ୍ତ୍ର ଅନୁସାରେ ଏହି ରାଶିର ଲୋକେ ଭଲ ପାଇବାକୁ ବୁଝନ୍ତି ଏବଂ ତାକୁ ହୃଦୟର ସହ ପାଳନ କରିଥାନ୍ତି।କିନ୍ତୁ ତାଙ୍କ ଜୀବନର ଗ୍ରହ ଚକ୍ର ତାଙ୍କୁ ସ-ମ୍ବ-ନ୍ଧ ରଖିବାକୁ ମଜବୁତ କରିଦିଏ।ଏହି ରାଶିର ଲୋକେ ସ-ମ୍ୱ-ନ୍ଧ ରଖିବାପାଇଁ ଉତେଜିତ ଥାନ୍ତି।

ତେବେ ଏହା ଥିଲା ଶାରୀରିକ ସମ୍ପର୍କ ରଖିବାପାଇଁ ପାଗଳ ହୋଇଥିବା ଏହି ରାଶିର ଲୋକେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.