Press "Enter" to skip to content

ରାଣୀ ପଣ୍ଡା ଙ୍କ କଡା ଜବାବ ରେ ମୁଁହଁ ଚୁପ ଡାଇରେକ୍ଟର ଙ୍କ ଜାଣନ୍ତୁ କଣ କହିଲେ ରାଣୀ – Ollywood

ନମସ୍କାର ସାଙ୍ଗମାନେ।ଆଜିର ଏହି ଆର୍ଟିକିଲରେ ଆମେ ରାନି ପଣ୍ଡା କରିଥିବା ଏକ ଅଭିଯୋଗ ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ଏଠାରେ ରାନୀ ପଣ୍ଡା ଏକ ଭିଡିଓ ମାଧ୍ୟମରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।

ଏହି ଭିଡ଼ିଓରେ ରାନି ପଣ୍ଡାଙ୍କ କହିବା ଅନୁସାରେ ସେ ପ୍ରଥମେ ଏକ ଚ୍ୟାନେଲ ବିଷୟରେ କହିଛନ୍ତି।ଏଠାରେ ସେ କହିଛନ୍ତି ଏକ ବହୁତ ବଡ଼ ଚ୍ୟାନେଲ ରହିଛି ଏବଂ ସେ ଯଦି ଏହି ଚ୍ୟାନେଲ ବିରୁଦ୍ଧରେ କିଛି ଇସୁ କରିଥାନ୍ତେ ତେବେ ତାହା ବହୁତ ବଡ଼ ଇସୁରେ ପରିଣତ ହୋଇଥାନ୍ତା।

ଏବଂ ସେ କହିଲେ ପ୍ରଥମେ ରାନି ପଣ୍ଡା ସେହି ଚ୍ୟାନେଲକୁ କହିଲେ ତାଙ୍କୁ ଏକ ସିରିଏଲରେ ଅଭିନୟ କରିବାର ଏକ ସୁଯୋଗ ଦେବାପାଇଁ।କାରଣ ସେ ଏବେ ଲକ ଡାଉନରେ କିଛି କରୁନାହାନ୍ତି ସେଥିପାଇଁ ସେହି ଚ୍ୟାନେଲକୁ ତାଙ୍କୁ ଏକ ସିରିଏଲରେ ସୁଯୋଗ ଦେବାପାଇଁ କହିଲେ।

କିନ୍ତୁ ସେଠାରେ ଥିବା ସମସ୍ତ କର୍ମଚାରୀ ଏବଂ ସେହି ଚ୍ୟାନେଲରେ ପ୍ରଡକସନ ଦାଇତ୍ୱରେ ଥିବା ବ୍ୟକ୍ତି ମାନେ ତାଙ୍କୁ କହିଥିଲେ ରାନି ପଣ୍ଡାଙ୍କ ରେକର୍ଡ ଓଡିଶାରେ ବହୁତ ଖରାପ ଏବଂ ତାଙ୍କ କ୍ୟାରେକ୍ଟର ମଧ୍ୟ ବହୁତ ଖରାପ ଏବଂ ଏହିପରି ତାଙ୍କ ବିଷୟରେ ବହୁତ ଖରାପ କଥା କହିଥିଲେ ବୋଲି ରାନିପଣ୍ଡା କହିଛନ୍ତି।ଏବଂ ସେ ଏଠାରେ ଏହା ମଧ୍ୟ କହିଥିଲେ ଯେ ଯଦି ସେହି ଚ୍ୟାନେଲରେ ତାଙ୍କୁ ନିଆ ଯାଏ ତେବେ ତାଙ୍କର ପ୍ରଡକ୍ସନର ଇଜତ ମହତ କିଛି ରହିବ ନାହିଁ।

ଏହି କଥା ପାଇଁ ରାନି ପଣ୍ଡା ଏଠାରେ କହିଛନ୍ତି ସେ ଯେଉଁ କଳାକାର ମାନେ ସେହି ଚ୍ୟାନେଲରେ କାମ କରୁଛନ୍ତି ସେମାନେ ମଧ୍ୟ ଏତେ ଭଲ ନୁହନ୍ତି।ସେମାନଙ୍କର ମଧ୍ୟ ଅନେକ ଖରପ ଗୁଣ ରହିଛି।ଏବଂ ସେ ଏଠାରେ କହିଛନ୍ତି ଫିଲ୍ମରେ ମଧ୍ୟ ଆଉ କିଛି ଭଲ କାମ ହେଉନାହିଁ।ସବୁଠାରେ ମନଇଛା ଫିଲ୍ମ ତିଆରି କରାହେଉଛି।ଏବଂ ଯାତ୍ରାରେ ମଧ୍ୟ ବଡ଼ ବଡ଼ କଳାକାରଙ୍କ ପାଇଁ ଛୋଟ କଳାକାର ମାନେ ହଇରାଣ ହେଉଛନ୍ତି।

ଏବଂ ରାନି ପଣ୍ଡା ଏଠାରେ କହିଛନ୍ତି ସେ ଏହା ପୂର୍ବରୁ ପପୁ ଭାଇଙ୍କ ସହିତ ବଜରଙ୍ଗୀ କଲୋନୀ କରୁଥିଲେ ଏବଂ ସେଥିରେ ମିଳୁଥିବା ଟଙ୍କାରେ ସେ ଚଳୁଥିଲେ ଏବଂ ବର୍ତ୍ତମାନ କ-ରୋ-ନାକୁ ନେଇ ଅନେକ ରାଜନୀତି କରାଯାଉଛି।ଏବଂ ବର୍ତ୍ତମାନ ଏହି ସବୁ ପାଇଁ ଜଣେ ମୂଲମଜୁରିଆ ମଧ୍ୟ ଅନେକ ଖରପ ପରିସ୍ଥିତିର ସାମ୍ନା କରୁଛି।

ଏବଂ ରାନି ପଣ୍ଡା ଏଠାରେ ଏହା ମଧ୍ୟ କହିଛନ୍ତି ଯିଏ ତାଙ୍କ ସହିତ ଭଲ ବ୍ୟବହାର କରନ୍ତି ସେ ମଧ୍ୟ ତାଙ୍କ ସାହିତ ସେହିପରି ବ୍ୟବହାର କରନ୍ତି ଏବଂ ଯିଏ ତାଙ୍କ ସହ ଖରାପ ବ୍ୟବହାର କରେ ଏବଂ ଖରପ କଥା କହିଥାଏ ସେ ସେହି ସବୁ କଥାର ଖାତିର କରିନଥାନ୍ତି।

ଏବଂ ଏହା ମଧ୍ୟ ଉପସ୍ଥାପନ କରିଛନ୍ତି ସେ ଏଠାରେ କାହାକୁ ମଧ୍ୟ ଇର୍ଷା କରୁନାହାନ୍ତି।କିନ୍ତୁ ତାଙ୍କୁ ଏଥିପାଇଁ କଷ୍ଟ ଲାଗୁଛିଯେ ସେ ଏତେ କଷ୍ଟ କରି ମଧ୍ୟ ତାଙ୍କୁ ସିରିଏଲ ମିଳୁନାହିଁ।ଏବଂ ତାଙ୍କ କହିବା ଅନୁସାରେ ଅନେକ କଳାକାର ଅଛନ୍ତି ଯିଏ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରୁଛନ୍ତି।

ଅନ୍ୟ ଏକ କଥା ସେ କହିଛନ୍ତି ସେ ଏକ ସିରିଏଲ କରୁଥିବା ସମୟରେ ଜଣେ ଅଭିନେତ୍ରୀ କହିଥିଲେ ଏଥିରେ ଯଦି ରାନୀ ପଣ୍ଡା ରହିବେ ତେବେ ସେ ଏହି ସିରିଏଲ କରିବେ ନାହିଁ।କିନ୍ତୁ ସେହି ଅଭିନେତ୍ରୀଙ୍କର ମଧ୍ୟ ଅନେକ ଖରପ ଗୁଣ ରହିଛି ଏବଂ ସେ ଏହା ମଧ୍ୟ କହିଛନ୍ତି ସେ ଏଥିରେ ୨୦ ବର୍ଷ ରହିଛନ୍ତି ଏବଂ ୨୦ ବର୍ଷରେ ଲୋକ ତାଙ୍କର ଏକ କୋଟି ଟଙ୍କା ଖାଇଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.