ନମସ୍କାର ସଙ୍ଗାମାନେ।ଆଜି ଆମେ ଏହି ଆର୍ଟିକିଲରେ ଜାଣିବା କଣ ହୋଇଥିଲା ଯେତେବେଳେ ମା ଦୁର୍ଗାଙ୍କର ଜଣେ ସଚା ଭକ୍ତ ଉପରେ ଦୁଃଖର ପାହାଡ଼ ପଡିଯାଇଥିଲା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଆରମ୍ଭ କରିବା।ବନ୍ଧୁଗଣ ଏହି ସତ ଘଟଣାଟି ହେଉଛି ପାକିସ୍ତାନରେ ରହୁଥିବା ଜଣେ ଭାରତୀୟ କର୍ମଚାରୀ ସୁରେଶଙ୍କ କଥା।
ତାଙ୍କ କହିବା ଅନୁସାରେ ମାଆ ଦୁର୍ଗା ପୃଥିବୀର ପ୍ରତ୍ୟେକ ସ୍ଥାନରେ ତାଙ୍କର ଭକ୍ତଙ୍କୁ ରକ୍ଷା କରିଥାନ୍ତି।କେବଳ ଭାରତ ଦେଶରେ ନୁହେଁ ପୃଥିବୀର ସବୁ ଦେଶରେ ସେ ପହଁଚି ଭକ୍ତର ମନ କଥା ବୁଝିଥାନ୍ତି।ତାଙ୍କୁ ମଧ୍ୟ ମାଆ ଦୁର୍ଗା ପାକିସ୍ତାନରେ ମହା ବିପଦରୁ ରକ୍ଷା କରିଥିଲେ।ସୁରେଶ ମାଆ ଦୁର୍ଗାଙ୍କର ଜଣେ ଭକ୍ତ ଥିଲେ।
ଯେତେବେଳେ ତାଙ୍କର ପୋଷ୍ଟ ପାକିସ୍ଥାନରେ ଲାଗିଥିଲା ସେ ବିଚଳିତ ହୋଇପଡିଥିଲେ।କାରଣ ଭାରତରେ ଥିଲା ବେଳେ ଘର ପାଖରେ ଥିବା ମାଆ ଦୁର୍ଗାଙ୍କର ମନ୍ଦିରକୁ ସେ ସବୁଦିନ ଯାଇ ପୂଜା କରୁଥିଲେ।ଏଣୁ ପାକିସ୍ତାନରୁ ପହଞ୍ଚି ସେ ବିଚଳିତ ହୋଇପଡିଥିଲେ।
ଏହା ଭାବୁଥିଲେ ଯେ ସତରେ କଣ ଏଠି ମାଆ ଦୁର୍ଗାଙ୍କର ମନ୍ଦିର ମିଳିବ ନାହିଁ?ବହୁତ ସନ୍ଧାନ ପରେ ତାଙ୍କୁ ଏକ ମାଆ ଦୁର୍ଗାଙ୍କର ମନ୍ଦିର ମିଳିଯାଇଥିଲା।ଏବଂ ଏଥିପାଇଁ ସେ ବହୁତ ଖୁସି ଥିଲେ।କିନ୍ତୁ ଦୁଃଖର କଥା ଏହା ଯେ ତାଙ୍କ କ୍ୱାଟର ଠାରୁ ସାତ ଆଠ କିଲୋମିଟର ଦୂରରେ ଏକ ଭୟଙ୍କର ଜଙ୍ଗଲ ପାରିହେବାପରେ ମନ୍ଦିରଟି ପଡିଥାଏ।ଏଥିପାଇଁ ସେ ପ୍ରତିଦିନ ଯାଇପାରୁ ନଥିଲେ ଏବଂ କେବଳ ଛୁଟିଦିନ ମାନଙ୍କରେ ଯାଉଥିଲେ।
ଏବଂ ଏଥିପାଇଁ ସେ ଏକ ବାଇକ ଜରିଆରେ ମନ୍ଦିରକୁ ଯାଉଥିଲେ।ଏବଂ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ସାଥିରେ ନେଉଥିଲେ।ଏବଂ ମାଆ ଦୁର୍ଗାଙ୍କ କୃପାରୁ ତାଙ୍କ ପରିବାର ସର୍ବଦା ହସ ଖୁସିରେ ରହିଆସୁଥିଲା।ଏହି ଘଟଣାଟି ୨୦୧୮ର କଥା।ନବରାତ୍ରିର ସମୟ।ସେହିଦିନ ସେହି ବ୍ୟକ୍ତି ଜଣକ ବାଇକ ଯୋଗେ ମନ୍ଦିରକୁ ଯାଉଥିଲେ।
ଏବଂ ବାଟରେ ଭୟଙ୍କର ଜଙ୍ଗଲଟି ପଡିଥିଲା।ଜଙ୍ଗଲଟି ଘଞ୍ଚ ଥିବା ସହିତ ଅନ୍ଧକାର ଅଟେ।ଏବଂ ସେ ସେହି ଜଙ୍ଗଲ ଦେଇ ଯାଉଥିବା ସମୟରେ ଏକ ହିଂସ୍ର ଜନ୍ତୁର ଗର୍ଜନ ଶୁଣିବାକୁ ପାଇଥିଲେ।ଏବଂ ଏହା ଜଣାପଡିଲା ଯେ ତାଙ୍କ ପାଖରେ ଏକ ବାଘ କିମ୍ବା ସିଂହ ରହି ଗର୍ଜନ କରୁଛି।ଏବଂ ସେହି ଗର୍ଜ୍ଜନ ଶୁଣି ସ୍ୱମୀ ସ୍ତ୍ରୀ ଦୁହେଁ ବହୁତ ଭୟଭିତ ହୋଇଯାଇଥିଲେ।ଏବଂ ସେହି ସ୍ୱମୀ ସ୍ତ୍ରୀ ଦୁହେଁ ମାଆ ଦୁର୍ଗାଙ୍କୁ ପ୍ରାଥନା କରିଥିଲେ।
ଏବଂ ଏହା ମଧ୍ୟରେ ସେହି ବାଘଟି ରାସ୍ତା ଉପରକୁ ଆସିଯାଇଥିଲା ଏବଂ ତାଙ୍କ ଆଡ଼କୁ ଗର୍ଜନ କରି ମାଡି ଆସୁଥିଲା।ଏବଂ ସେ ଡରିଯାଇ ମାଆ ଦୁର୍ଗାଙ୍କୁ ପ୍ରାଥନା କରିଥିଲେ।ଏବଂ ଏହାପରେ ଏକ ଚମତ୍କାର ଘଟିଥିଲା।ସେହି ବାଘଟି ଯେତିକି ଜୋରରେ ମାଡି ଆସୁଥିଲା ସେତିକି ଜୋରରେ ପଛଘୁଞ୍ଚା ଦେଇଥିଲା।ଏବଂ ଜଙ୍ଗଲ ଭିତରକୁ ପଶିଯାଇଥିଲା।
ଏବଂ ସେମାନେ ପଛକୁ ଦେଖି ଚାହିଁଲା ବେଳେ ତାଙ୍କ ପଛରେ ଅସ୍ତ୍ର ଶସ୍ତ୍ର ଧରି ଠିଆ ହୋଇଥିଲେ ଜଙ୍ଗଲର ଅଧିକାରୀ ମାନେ।ଏବଂ ସେମାନେ ସେହି ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ।ଏବଂ ସେମାନେ କହିଲେ ଆମେ ଜଙ୍ଗଲରେ ବୁଲୁଥିବା ସମୟରେ ଆପଣଙ୍କୁ ଦେଖିଲୁ ଏବଂ ବାଘକୁ ଦେଖିବାପରେ ଆସି ତାକୁ ଘଉଡ଼ାଇଦେଲୁ।ଏବଂ ଏହାପରେ ସୁରେଶ ଜାଣିପାରିଥିଲେ ଜେ ଏହି ଚାମତ୍କାରଟି ମାଆ ଦୁର୍ଗାଙ୍କ କୃପାରୁ ହୋଇଅଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment