Press "Enter" to skip to content

ମେ 23 ତାରିଖ ରେ ଖାଲି ହେଇଯିବ ବ୍ୟାଙ୍କ ର ସମସ୍ତ ଟଙ୍କା ସାବଧାନ – breaking news

ବନ୍ଧୁଗଣ ଯୁଗ ଡିଜିଟାଲ ହେବାରେ ଲାଗିଛି ଆଜିକାଲି ସମସ୍ତ ଦୋକାନ ଏବଂ ସମସ୍ତ ସ୍ଥାନରେ ନେଟ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ହେଲାଣି l ଏମିତି କି ଛୋଟ ଛୋଟ ଦୋକାନ ରେ ମଧ୍ୟ ନେଟ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ହେଉଛି l

ଯଦି ଆପଣଙ୍କର କୌଣସି ବ୍ୟାଙ୍କ ରେ ବି ଖାତା ଅଛି ତେବେ ମେ 23 ଦିନ ପାଇଁ ସତର୍କ ହେଇଯାଆନ୍ତୁ ନହେଲେ ବହୁତ ଅସୁବିଧାରେ ପଡିପାରନ୍ତି l ଆପଣଙ୍କ ଆକାଉଣ୍ଟ ରୁ କଟିଯାଇପାରେ ପଇସା l

କାରଣ ଅନଲାଇନ ଟ୍ରାଞ୍ଜାକ୍ସନ କରୁଥିବା ବ୍ୟକ୍ତି ଙ୍କ ପାଇଁ ଆସିଛି ବଡ଼ ଖବର ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ l ଏହା ସହ କୋଟି କୋଟି ଗ୍ରାହକ ଙ୍କ ପାଇଁ ଅଲର୍ଟ ଜାରି କରାଯାଇଛି l ମେ ମାସ 23 ତାରିଖ ରେ NFT ସର୍ଭିସ କୌଣସି ମାତ୍ରା ରେ କାମ କରିବ ନାହିଁ l ଯଦି ଏହି ସମୟରେ କିଛି ନେଣ ଡେଣ କରିବାର ଅଛି ତେବେ ଆଗୁଆ କାମ ସାରିଦିଅନ୍ତୁ କହି ଆରବିଆଇ ଟୁଇଟ କରି ଜଣାଇଛି l

NFF ହେଉଛି ଏକ ଇଲୋକଟ୍ରୋନିକ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ ଏହା ଦ୍ୱାରା ଗୋଟିଏ ବ୍ୟାଙ୍କ ରୁ ଅନ୍ୟ ବ୍ୟାଙ୍କ କୁ ପଇସା ପଠାଇହୁଏ l ଏହା ବିନା କୌଣସି ଟଙ୍କା ପଠାଇ ହୁଏନାହିଁ କିମ୍ବା ରିସିଭ କରି ହୁଏ ନାହିଁ l

ଟ୍ୱିଟ ରେ ଲେଖା ଯାଇଛି ଯେ ମେ 22 ତାରିଖ ରେ ବ୍ୟାଙ୍କ କାର୍ଯ୍ୟ ଶେଷ ହେବାପରେ ଟେକ୍ନିକାଲ ଅପଡେଟ ପାଇଁ ମେ 23 ତାରିଖ ଦିନ 12.01 ଠାରୁ ଦିନ 2 ଘଟିକା ପର୍ଯ୍ୟନ୍ତ NFT କାମ କରିବ ନାହିଁ l

ଯଦି ଆପଣ ଏହି ସମୟରେ କୌଣସି ବି ଟଙ୍କା ଟ୍ରାନ୍ସଫର କରିବାକୁ ଚେଷ୍ଟା କରନ୍ତି ତେବେ ଆପଣଙ୍କୁ ଅସୁବିଧା ର ସମୁଖୀନ ହେବାକୁ ପଡିପାରେ l

ଏହି ସମୟରେ ସାମାନ୍ୟ ତ୍ରୁଟି ରହିଲେ ମଧ୍ୟ ବ୍ୟାଙ୍କ ରୁ ଟଙ୍କା କଟିଯାଇ ପାରେ ଅଧିକ ଟଙ୍କା ହେଉ କି କମ ଟଙ୍କା ଏହି ସମୟରେ ପଠାନ୍ତୁ ନାହିଁ ନହେଲେ ଆକାଉଣ୍ଟ ଖାଲି ହେବାପାଇଁ ବେଶୀ ସମୟ ଲାଗିବନି l

ଏହି ବାର୍ତ୍ତା କୁ ଅଧିକ ରୁ ଅଧିକ ସେଆର କରି ନିଜ ସାଙ୍ଗ ମାନଙ୍କୁ ଜଣାଣନ୍ତୁ l ନିଜେ ସତର୍କ ରୁହନ୍ତୁ ଅନ୍ୟମାନଙ୍କୁ ସତର୍କ କରାନ୍ତୁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.