Press "Enter" to skip to content

ତପୁମିଶ୍ର କ-ରୋନା ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ICU ରେ ଭର୍ତ୍ତି ଡାକ୍ତର କହିଲେ ଏମିତି! ଆରୋଗ୍ୟ କାମନା ପାଇଁ ସମସ୍ତେ କରୁଛନ୍ତି ପାର୍ଥନା – Breaking news

ବନ୍ଧୁଗଣ ତପୁ ମିଶ୍ର ଙ୍କୁ ତ ସମସ୍ତେ ଜାଣିଥିବେ ଆପଣ l ତପୁ ମିଶ୍ର ଓଡ଼ିଶାରେ ଜଣେ ସୁନାମ ଧନ୍ୟ ଗୀତିକାର ଭାବେ ପରିଚିତ ଏବଂ ତାଙ୍କ ଗୀତରେ ଅନେକ ପ୍ରତିଭା ବିକଶିତ ହୋଇଥାଏ l ତପୁ ମିଶ୍ର ଦେଖିବାକୁ ଯେମିତି ସୁନ୍ଦର ଠିକ ସେମିତି ସୁନ୍ଦର କଣ୍ଠ ରେ ସାରା ଓଡ଼ିଶାବାସୀଙ୍କ ହୃଦୟଜିତିଥାନ୍ତି ତପୁ ମିଶ୍ର l

ତାଙ୍କ ଦ୍ୱାରା ବୋଲା ଯାଇଥିବା ପ୍ରତେକ ଟି ଗୀତ ସୁପରହିଟ ହୋଇଥାଏ ଏବଂ ସମସ୍ତେ ତାଙ୍କ ଗୀତକୁ ଖୁବ ପସନ୍ଦ କରିଥାନ୍ତି l ତପୁ ମିଶ୍ର, ନମିତା ଅଗ୍ରୱାଲ,ଇରା ମହାନ୍ତି, ସମସ୍ତେ ଓଡ଼ିଶାରେ ସଂଗୀତ ଦୁନିଆରେ ନିଜସ୍ୱ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ଏବଂ ଆଜି ମଧ୍ୟ ସମସ୍ତଙ୍କ ଗୀତ ର ବେଶ ପ୍ରଶଂସା ହୁଏ l କିନ୍ତୁ ବର୍ତମାନ ଏକ ଦୁଖଃଦ ଖବର ଆସି ପହଁଚିଛି ଆମ ପାଖରେ ଯାହା କି ଆପଣ ଜାଣିଲେ ମଧ୍ୟ ଖୁବ ଦୁଃଖ କରିବେ l

ଓଡ଼ିଶାର ସୁନାମ ଧନ୍ୟ କଳାକାର କ-ରୋନା ରେ ଆକ୍ରାନ୍ତ ହୋଇଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ହେବାକୁ ଲାଗିଛି ଯାହା ଫଳରେ ତାଙ୍କୁ କୋ-ଭିଡ ୱାର୍ଡ ରେ ଚିକିତ୍ସା କରାଯାଉଥିଲା ଏବଂ ଅବସ୍ଥା ସାଙ୍ଘାତିକ ହେବାରୁ ତାଙ୍କୁ ICU ରେ ଭର୍ତ୍ତି କରାଯାଇଛି l

ତପୁ ମିଶ୍ର ସାମାନ୍ୟ ଅସୁସ୍ଥ ଥିବା ହେତୁ ତାଙ୍କର କୋ-ଭିଡ ଟେଷ୍ଟ କରାଯାଇଥିଲା ଏବଂ କୋ-ଭିଡ ରିପୋର୍ଟ ପଜେଟିଭି ଆସିଥିଲା ଯାହା ଦ୍ୱାରା ତାଙ୍କୁ ମେଡିକାଲ ରେ ଆଡମିଟ କରାଯାଇଥିଲା l ଅବସ୍ଥାରେ ଅଧିକ ମାତ୍ର ରେ ସାଙ୍ଘାତିକ ହେବାରୁ ତାଙ୍କୁ ICU କୁ ସ୍ଥାନାନ୍ତର କରାଯାଇଛି ଏବଂ ତାଙ୍କ ଟ୍ରିଟମେଣ୍ଟ ଜାରି ରହିଛି l

ତପୁ ମିଶ୍ର ଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା କରାଯାଉଛି l ଫେସବୁକ ରେ ତପୁମିଶ୍ର ଙ୍କୁ ଟ୍ୟାଗ କରି ଶୁଭେନ୍ଦୁ ତାଙ୍କ ଆସୁ ଆରୋଗ୍ୟ ର କାମନା କରିଛନ୍ତି ଏବଂ ତାଙ୍କ ପ୍ରଶଂସକ ମାନେ ମଧ୍ୟ ତାଙ୍କର ଆରୋଗ୍ୟ କାମନା ପାଇଁ ଭଗବାନ ଙ୍କ ନିକରେ ପାର୍ଥନା କରୁଛନ୍ତି l ଆପଣ ମଧ୍ୟ ତପୁ ମିଶ୍ରଙ୍କ ଆରୋଗ୍ୟ ପାଇଁ ଭଗବାନ ଙ୍କ ନିକଟରେ ପାର୍ଥନା କରନ୍ତୁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *