ଲକ ଦଉନ ବେଳେ ହୋମ ଡେଲିଭେରୀ ଦିଆଯିବ ମଦ l ଅବକାରୀ ସଚିବ ଦେଲେ ଅନୁମତି ଏବଂ ପ୍ରତେକ ଜିଲ୍ଲାପାଳ ନିଜ ନିଜ ଜିଲ୍ଲାରେ ଏପରି ସୁବିଧା କରିବାକୁ ନିର୍ଦେଶ ଦେଲେ ଅବକାରୀ ସଚିବ l
ମଦ ର ଚାହିଦା ଦିନକୁ ଦିନ ବଢ଼ିଥିବା ବେଳେ ସବୁଠାରୁ ଅଧିକ ବିକ୍ରି ମଦ ହେଉଛି କିନ୍ତୁ ବର୍ତ୍ତମାନ ପରିସ୍ଥିତି ରେ ଲକଦଉନ ଅବସର ରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ l
କିନ୍ତୁ ଅନେକ ଲୋକ ମଦ ଦୋକାନ ପାଖରେ ଭିଡ଼ ଜମାଉ ଥିବାର ଅଭିଯୋଗ ହେଇଥିବ ବେଳେ ଏହାକୁ ଅବକାରୀ ସଚିବ ଆଖି ଆଗରେ ରଖି ଏହି ବ୍ୟବସ୍ତା କରିଛନ୍ତି l ଲୋକେ ଏହାକୁ ସବୁବେଳେ କିଣୁଥିବା ହେତୁ ଏହାର ଚାହିଦା ରହିଛି ଏବଂ ସାରା ଭାରତରେ ଏହା ଅଧିକ ବିକ୍ରି ହୁଏ l
ଲୋକମାନେ ତାଲାବନ୍ଦ ସମୟରେ ମଧ୍ୟ ଏହାକୁ ଆବଶ୍ୟକତା ରଖୁଛନ୍ତି ଏବଂ ମଦ ଦୋକାନ ଆଗରେ ଲାଇନ ଲାଗୁଛି l ମଦ ର ଚାହିଦା ଏବଂ ଅଧିକ ବିକ୍ରି ପାଇଁ ଘରେ ଡେଲିଭେରୀ ସିଷ୍ଟମ ଆରମ୍ଭ କରିବାପାଇଁ ପ୍ରସ୍ତୁତି ଜାରି କରାଯାଇଛି l
ସମସ୍ତେ ଆସି ଦୋକାନ ରେ ଭିଡ଼ ନ ଜମାଇ ଗୋଟିଏ ଫୋନ କଲ ରେ ପାଇପାରିବେ ମଦ l କ-ରୋନା ସଂକ୍ରମଣ ଦ୍ରୁତ ଗତି ରେ ବଢୁଥିବା ହେତୁ ନିଆଯାଇଛି ଏହି ନିଷ୍ପତି l ରାଜ୍ୟ ର ସମସ୍ତ ସ୍ଥାନ ରେ ଏହା ଆରମ୍ଭ କରିବା ସହ କିପରି ଡେ଼ଲିଭରି କରାଯିବ ତାହା ବିଷୟରେ ଚିନ୍ତା କରାଯାଉଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment