Press "Enter" to skip to content

ରାଜଧାନୀ ରେ ଖୁଲମ ଖୁଲା ଚାଲିଛି ଦେହ ବେପାର ଘଣ୍ଟାଏ ପାଇଁ 500 ଟଙ୍କା – breaking news

ସଟଡାଉନ ରେ ବେଧଡକ ଚାଲିଛି ଦେହ ବ୍ୟବସାୟ l ଏହି ଘଟଣା ଆସିଛି ରାଜଧାନୀରୁ l ରାତି ପାଇଁ 25 ଶହ ଓ ଘଣ୍ଟାଏ ପାଇଁ ୫୦୦ ଟଙ୍କା ଚାର୍ଜ କରୁଛନ୍ତି ଦେ-ହଜିବୀ ପୋଲିସର ପାଟ୍ରୋଲିଂକୁ ନେଇ ଉଠିଲା ପ୍ରଶ୍ନ l ଲୋକମାନେ ଆଣିଲେ ସାଙ୍ଘାତିକ ଅଭିଯୋଗ l

25ଶହ କହି 5 ଶହରେ ଭଣ୍ଡେଇ ଦେଲେ l ଏମତି ହିଁ କିଛି ଚିଲ୍ଲାଇ ଚିଲ୍ଲାଇ କହୁଛନ୍ତି ଦେହଜୀବି ଜଣଙ୍କ l ଏବେ ରାଜଧାନୀରେ ଲକଡାଉନ ସଟଡାଉନ ଚାଲିଥିବାବେଳେ ଏଭଳି କିଛି ଦେହଜୀବିଙ୍କ ସେକ୍ସ ଡିଲ୍ ଡ୍ରାମା ସାମ୍ନାକୁ ଆସିଛି l ଏଠି ସଟଡାଉନ ରାତିରେ ଚାଲିଛି ଦେହ ବେପାର ତାହାପୁଣି ଖୁଲମ ଖୁଲା l

ସମୟ ରାତି 12 ଟା ସ୍ଥାନ ମାଷ୍ଟର କ୍ୟାଣ୍ଟିନ ଠାରେ ରାଜଧାନୀ ପୁଟ ଶୂନଶାନ ରାସ୍ତା ଘାଟ ମଧ୍ୟ ପୁରା ଖାଁ ଖାଁ l ଆଉ ଏହି ସମୟରେ ଖୁଲମ ଖୁଲା ଚାଲିଛି ଦେହ କାରବାର l ଗରାଖ ଆସୁଛନ୍ତି ଡିଲ କରି ଟଙ୍କା ଦେଇ ଯୁବତୀ ଙ୍କୁ ନେଇ ଯାଉଛନ୍ତି l ଗୋଟିଏ ଘଂଟା ପାଇଁ 500 ଟଙ୍କା ଆଉ ରାତି ପାଇଁ ନେଇ ଗଲେ 2500 ଟଙ୍କା ଦର ଫିକ୍ସ କରୁଛନ୍ତି l

ଏପରିକି ଟଙ୍କା ଭାଗ ବଣ୍ଟା କୁ ନେଇ ରାସ୍ତା ଉପରେ ହେଉଛି ପାଟି ତୁଣ୍ଡ l ଯାହାକୁ ଲୋକ ଦେଖୁଥିଲେ ବି କେହି ମୁଁହ ଖୋଲୁ ନାହାନ୍ତି l ରାସ୍ତା ଉପରେ ଏଭଳି କାଣ୍ଡ ଚାଲିଥିବା ବେଳେ ପୋଲିସ କଣ କରୁଛି ଏହା ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି l

ଯୁବତୀଙ୍କ ସହ କିଛି କଥା ହୋଇ ସେଠାରୁ ଚାଲି ଯାଉଛି l ମାଷ୍ଟର କ୍ୟାଣ୍ଟିନ ଠାରୁ 500 ମିଟର ଦୂରରେ ଖାରବେଳ ନଗର ଥାନା ଓ କ୍ୟାପିଟାଲ ଥାନା l ସଟ ଡାଉନ ଥିବାରୁ ସବୁ ଛକ ରେ କଡା ଚେକିଂ ଚାଲିବା ସହ ପୋଲିସ ମୁତୟନ କରୁଛି ହେଲେ ଏହା ସତ୍ତ୍ୱେ ଏଭଳି ଖୁଲମ ଖୁଲା ଦେହ ବ୍ୟବସାୟ ବେଳେ ପିସିଆର ସବୁ ଦେଖି ଓ ଜାଣି ନିରବ ରହିବା ପୋଲିସ ର କାର୍ଯ୍ୟ ଦକ୍ଷତା କୁ ନେଇ ସନ୍ଧେହ ସୃଷ୍ଟି କରୁଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.