ବନ୍ଧୁଗଣ କ-ରୋନା ମହାମାରୀ କୁ ଦୂରେଇବା ପାଇଁ ଭାରତ ସରକାର ତଥା ରାଜ୍ୟ ସରକାର ଅନେକ ଉପାୟ ଚିନ୍ତା କରୁଛନ୍ତି l ଭାରତରେ କ-ରୋନା ମହାମାରୀ ବର୍ତ୍ତମାନ ଦ୍ୱିତୀୟ ଲହରୀ ଦେଖା ଦେଇଥିବା ବେଳେ ଅଧିକ ରୁ ଅଧିକ ସଂକ୍ରମଣ ହେବାକୁ ଲାଗିଛି ଯାହା ଫଳରେ ଅମ୍ଳଜାନ ନ ପାଇ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି l
ପ୍ରଥମ ଲହରୀ ପରେ ଦ୍ୱିତୀୟ ଲହରୀ ରେ କ-ରୋନା ଏତେ ମାତ୍ରା ରେ ତାଣ୍ଡବ ରଚିବ ବୋଲି କେହି କେଭେ ଆଶା କରିନଥିଲେ l ପ୍ରଥମ ଲହରୀ ଠାରୁ ଦ୍ୱିତୀୟ ଲହରୀ ବର୍ତ୍ତମାନ ସାଙ୍ଘାତିକ ହେବାକୁ ଲାଗିଛି l କ-ରୋନା ମହାମାରି ବଢ଼ିଯାଇଥିବା ବେଳେ ରାଜ୍ୟ ସରକାର ଲୋକଙ୍କ ସୁରକ୍ଷା ପାଇଁ ଚିନ୍ତିତ ଅଛନ୍ତି l ଏବଂ ପୁଣିଥରେ ତାଲାବନ୍ଦ ଘୋଷଣା କରିଛନ୍ତି l ଏବଂ ଏହା ଜୁନ 1 ଯାଏଁ ବୃଦ୍ଧି କରିଛନ୍ତି l
ଜୁନ 1 ପର୍ଯ୍ୟନ୍ତ ବଢିଲା ଲକ ଡାଉନ କଣ ଖୋଲା କଣ ବନ୍ଦ ଯାଣନ୍ତୁ-
1)
ଲକଡାଉନ ସମୟରେ ଟିକକରଣ କେନ୍ଦ୍ର ଖୋଲା ରହିବ l
2)
ବିବାହ କାର୍ଯ୍ୟ ସର୍ବାଧିକ 25 ଜଣଙ୍କୁ ନେଇ କରିବାକୁ ଦେଲେ ରାଜ୍ୟ ସରକାର l
3)
ବ୍ରତୋପନୟନ, ଶ୍ରାଦ୍ଧ, ଶେଷକୃତ୍ୟ ପାଇଁ ସର୍ବାଧିକ 20 ଜଣଙ୍କୁ ଅନୁମତି l
4)
ବାହାର ଅତିଥି ଙ୍କୁ ନିମନ୍ତ୍ରଣ ମନା କେବଳ ଘର ଲୋକେ ହେବେ ସାମିଲ l
5)
ଅତିଥି ଙ୍କୁ ନିମନ୍ତ୍ରଣ କର୍ତ୍ତା ଦେବେ କେବଳ ପାର୍ସଲ ଖାଦ୍ୟ l
6) ଇଣ୍ଡୋର ସିନେମା କିମ୍ବା ଫିଲ୍ମ ସୁଟିଂ ବନ୍ଦ ରହିବ l
7) ଯାତ୍ରା ମୁକ୍ତ ଆକାଶ ମଞ୍ଚ କୁ ମନା l
8) ଅତ୍ୟାବଶିକିୟ କିଣାକିଣି 7 ଟାରୁ 11 ଟା l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment