ବନ୍ଧୁଗଣ ଚୋରି କରିଥିବା ଅବସ୍ଥାରେ ସମସ୍ତଙ୍କୁ ଦେଖିଥିବେ ଅନେକ ଘଟଣା ରେ ଅନେକ ସ୍ଥାନରେ ମଧ୍ୟ l ଆଜିକାଲି ଇଣ୍ଟେର୍ନେଟ ଯୁଗ ଯାହା ଫଳରେ ଯାହା କିଛି ଘଟଣ ଅଘଟଣ ହୁଏ ତାହାର ଭିଡ଼ିଓ ସୋସିଆଲ ମିଡିଆରେ ନିଶ୍ଚିତ ଭାବରେ ଭାଇରଲ ହୁଏ l
ଆଜିକାଲି ଇଣ୍ଟରନେଟ ଦୁନିଆରେ ଏସବୁ ହେବା ସ୍ୱାଭାବିକ କଥା l କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଚୋରି କଥା କହିବାକୁ ଯାଉଛୁ ଯାହା ଆପଣ ଦେଖିବା ମାତ୍ରେ ଛି ଛି କରିବେ l
ବନ୍ଧୁଗଣ ଆଜିର ଘଟଣା ଟି ହେଉଛି ଏକ ପୋଲିସ ବାବୁଙ୍କର ଯିଏ କି ଖାକି ବର୍ଦି ରେ ଥାଇ ମଧ୍ୟ ଚୋରି କରିବାକୁ ପଛଉ ନାହାନ୍ତି l ସେ ପୁଣି ସୁନା ଗହଣା ନୁହେଁ କି କୌଣସି ଯାନ ବାହାନ ନୁହେଁ ଏବଂ ଟଙ୍କା ମଧ୍ୟ ନୁହେଁ l ବରଂ ଚୋରି କରିଥିବା ଜିନିଷ ଟି ହେଉଛି ଅଣ୍ଡା l
ଯାହାକି ବଜାର ରେ 5-7 ଟଙ୍କା ମଧ୍ୟରେ ଅରାମରେ କିଣାଯାଇପାରେ l କିନ୍ତୁ ପୋଲିସ ବାବୁଙ୍କର ଏହିପରି କାର୍ଯ୍ୟକୁ ସମସ୍ତ ଗଣମାଧ୍ୟମରେ ଛି ଛି କରାଯାଉଛି ଏବଂ ତାଙ୍କୁ ଚାକିରୀ ରୁ ସସ୍ପେଣ୍ଡ କରିଦିଆ ଯାଇଛି ବୋଲି ସୋସିଆଲ ମିଡିଆରେ ଭାଇରଲ ହେଉଛି l
ବନ୍ଧୁଗଣ ସାମାନ୍ୟ ଅଣ୍ଡା ପାଇଁ ବି ମନୁଷ୍ୟ ଚୋରି କରିପାରେ ଆଶ୍ଚର୍ଯ୍ୟ ଲାଗୁଛି l କେହି ଭୋକ ଉପାସରେ ରହିଲେ କିମ୍ବା ଦରିଦ୍ରତା ସୀମାରେ ରହି ଅଣ୍ଡା ଚୋରି କଲେ ତାହା ହୁଏତ ଘଟଣା ବୁଝା ପଡିଥାନ୍ତା କିନ୍ତୁ ବର୍ତ୍ତମାନ ଖାକି ବର୍ଦି ପାଇଥିବା ସରକାରୀ ଚାକେରିଆଙ୍କର କଣ ଚୋରି କରିବା ଦରକାର ତାହା ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି l
ଏବଂ ଯଦି ପୋଲିସ ଚୋରି କରିବ ତେବେ ଗଣମାଧ୍ୟମ କୁ ସୁରକ୍ଷା ଦେବ କିଏ ଏହା ପ୍ରଶ୍ନ ଉଠାଇଛି ପ୍ରଶାସନ l ଏବଂ ଭିଡ଼ିଓ ଭାଇରଲ ହେବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଜଣେ ପୋଲିସ କର୍ମୀ ଙ୍କର ଅଣ୍ଡା ଭଳି ସାମାନ୍ୟ ଜିନିଷ ଏତେ ତୁଛ ଭାବରେ ଚୋରି କରିବାର କଣ ଦରକାର ଥିଲା ନା ତାଙ୍କର ସ୍ୱାଭାବ ସେହିପରି ସେ ବିଷୟରେ ବର୍ତମାନ ଜୋରସୋର ଚର୍ଚ୍ଚା ଚାଲିଛି l
ଭିଡ଼ିଓ ଦେଖନ୍ତୁ – https://youtu.be/r2HcwF6lrok
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment