ବନ୍ଧୁଗଣ କ-ରୋନା ମହାମାରୀ ଭାରତରେ ତୀବ୍ର ବେଗରେ ବ୍ୟପୁଥିବା ବେଳେ ସମସ୍ତେ ଏହି ପରିସ୍ଥିତି ର ସାମ୍ନା କରିବାପାଇଁ ବେଶ ଚିନ୍ତିତ ଅଛନ୍ତି l ଏହି ଭିତରେ କ-ରୋନା ର ଦ୍ୱିତୀୟ ଲହରୀ ସୃଷ୍ଟି ହେଇଥିବା ବେଳେ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି ଯାହା ଫଳରେ ଅନେକ ଲୋକ ଘର୍ଯ୍ୟହରା ହେଇପଡୁଛନ୍ତି l ଆତ୍ମୀୟ ସଜନ୍ନ ଙ୍କୁ ହରାଇ ଲୋକେ ବହୁତ ହଇରାଣ ହେଉଛନ୍ତି l
ଯାହା ଫଳରେ ଅନେକ ଲୋକ ମୃ-ତ୍ୟୁ ବରଣ କରୁଥିବା ହେତୁ ରାଜ୍ୟ ସରକାର ପୁଣିଥରେ ତାଲାବନ୍ଦ କୁ ନିଷ୍ପତି ନେଇଛନ୍ତି ଏବଂ ଅନେକ ପ୍ରକାର ନୂତନ ଗାଇଡ଼ ଲାଇନ ସୃଷ୍ଟି କରିଛନ୍ତି l ଯାହାର ମାଡ଼ ପଡିଛି ଅଲିଉଡ ଇଣ୍ଡଷ୍ଟ୍ରି ଉପରେ l ରାଜ୍ୟସରକାର ଙ୍କ ନିୟମ ଅନୁସାରେ ଅଲିଉଡ ର ସୁଟିଙ୍ଗ କୁ ବନ୍ଦ ରଖା ଯାଇଛି ଇଣ୍ଡୋର ସିନେମା କିମ୍ବା ସମସ୍ତ ପ୍ରକାର ସୁଟିଙ୍ଗ ସ୍ଥାନକୁ ବନ୍ଦ କରାଯାଇଛି l ଯାହାର ପ୍ରତିକ୍ରିୟା ରଖିଛନ୍ତି ଅଲିଉଡ ଅଭିନେତା ଶ୍ରୀତମ ଦାସ l
ଶ୍ରୀତମ ଦାସ ଓଡ଼ିଶା ଅଲିଉଡ ଇଣ୍ଡଷ୍ଟ୍ରି ସିନେ ଆର୍ଟିଷ୍ଟ ର ଜେନେରାଲ ସେକ୍ରେଟାରୀ ଭାବରେ ପରିଚିତ l ଟା ପୂର୍ବରୁ ଜଣେ ଭଲ ଅଭିନେତା ମଧ୍ୟ l ରାଜ୍ୟ ସରକାର ଙ୍କର ଏହି ନିଷ୍ପତି ଉପରେ ପ୍ରଶ୍ନ ଉଠରିଛନ୍ତି ଶ୍ରୀତମ ଦାସ l ଶ୍ରୀତମ ଏକ ଭିଡ଼ିଓ ମାଧ୍ୟମରେ ସମସ୍ତଙ୍କୁ ତାଙ୍କ ଦୁଃଖ ଜଣାଇଥିଲେ l ସରକାର ଇଣ୍ଡୋର ସୁଟିଂଙ୍ଗ ଏବଂ ଅନ୍ୟାନ୍ୟ ସୁଟିଙ୍ଗ ବନ୍ଦ କରିଥିବା ହେତୁ କଳାକାର ଙ୍କ ଉପରେ ଗଭୀର ପ୍ରଭାବ ପକାଇଛି ବୋଲି କହିଥିଲେ l
ଏବଂ ଯେତେବେଳେ ବି କ-ରୋନା ମହାମାରୀ କିଛି ସମୟ ଉନ୍ନତି ମଧ୍ୟରେ ସୁଟିଙ୍ଗ ପାଇଁ ଅନୁମତି ଦେଇଥିଲେ ରାଜ୍ୟ ସରକାର ତେବେ ସମ୍ପୂର୍ଣ୍ଣ ଗାଇଡ଼ଲାଇନ ମାନି ସୁଟିଙ୍ଗ କରାଯାଉଥିଲା ଏବଂ କଡାକଡି ଭାବେ ସମସ୍ତ କାର୍ଯ୍ୟ କ-ରୋନା ଗାଇଡ଼ ଲାଇନ ଅନୁସାରେ ହିଁ ହେଉଥିଲା ଏବଂ କମ ଲୋକଙ୍କ ମଧ୍ୟରେ ହେଉଥିଲା l
ବର୍ତ୍ତମାନ ସୁଟିଙ୍ଗ ସେଟ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟସରକାର ଯାହା ଫଳରେ ଶ୍ରୀତମ ତାଙ୍କର ଏକ ଭିଡ଼ିଓ ଜାରି କରି ତାଙ୍କର ସମସ୍ତ ଅସୁବିଧା ବାଖ୍ୟା କରିଛନ୍ତି l
ଏଇଠି ଦେଖନ୍ତୁ ଭିଡିଓ –
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment