ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ଘଟଣା ବିଷୟରେ ଆଲୋଚନା କରିବା।ଏକ ଏପରି ଭିଡିଓ ସାମ୍ନାକୁ ଅସିଛି ଯେଉଁଥିରେ ଏକ ମଡେଲ କିପରି ପୋଲିସଙ୍କ ସହିତ ମୁହାଁମୁହିଁ ହୋଇଛନ୍ତି ତାହା ସଫା ସଫା ଦେଖାଯାଉଛି।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା।
ଏହି ଭାଇରାଲ ହୋଇଥିବା ଭିଡିଓରେ ଲିଫ୍ଟରେ ଥିବା ଏକ ଝିଅ ସେଠାରେ ହଙ୍ଗାମା କରୁଥିବା ସମୟରେ ସେ ନିଜ ଉପର ଫ୍ଲୋରକୁ ଯିବାକୁ ଚାହୁଁଥିଲେ।କିନ୍ତୁ ସେଠାରେ ଥିବା ପୋଲିସ ଏବଂ ଗାର୍ଡ ସେହି ଲିଫ୍ଟକୁ ରୋକି ଠିଆ ହୋଇଥିଲେ।
ଏହି ଦୃଶ୍ୟ ମୁମ୍ବାଇର ଲୋଖଣ୍ଡୱାଲା କମ୍ପ୍ଲେକ୍ସର ଅଟେ।ଯେଉଠରେ ଏହି ମହିଳା ଜଣକ ରାତ୍ରିର ୩ ବାଜିଥିବା ସମୟରେ ପୋଲିସଙ୍କ ସହିତ ମୁହାଁମୁହିଁ ହୋଇଛନ୍ତି।ମିଳିଥିବା ତଥ୍ୟ ଅନୁସାରେ ଏହି ମହିଳା ଜଣେ ମଡେଲ ଅଟନ୍ତି।
ଏବଂ ଏହି ଅପର୍ଟମେଣ୍ଟରେ ସେହି ମଡେଲ ଜଣକ ପଇସାଦିଆ ଗେଷ୍ଟ ଭାବରେ ରହୁଥିଲେ।ଏବଂ ଏହା ଶୁଣିବାକୁ ମିଳିଛି ସେ ଯେତେବେଳେ ଡେରି ରାତ୍ରିରେ ଏଠାରେ ପହଞ୍ଚିଲେ ସେ ଗାର୍ଡଙ୍କୁ ସିଗ୍ରେଟ ଆଣିବାକୁ କହିଥିଲେ।
ଏବଂ ମିଳିଥିବା ତଥ୍ୟ ଅନୁସାରେ ଏହା ଅଭିଯୋଗ ଅସିଛି ଯେ ଯେତେବେଳେ ସେହି ଗାର୍ଡ ତାଙ୍କ କଥା ଶୁଣିନଥିଲେ ସେହି ମଡେଲ ଜଣକ ତାଙ୍କୁ ଚାପୁଡ଼ା ମରିଦେଇଥିଲେ।ଏହାପରେ ମଡେଲ ୧୦୦ ନମ୍ବର ଡାଏଲ କରି ପୋଲିସଙ୍କୁ କଲ କରିଥିଲେ ଏବଂ କହିଥିଲେ ଏହି ଗାର୍ଡ ଜଣକ ତାଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି।
ଏବଂ ଯେତେବେଳେ ପୋଲିସ ସମୟରେ ଆସିଥିଲା ଗାର୍ଡ ମଧ୍ୟ ସେହି ସମୟରେ ନିଜ କଥା ଉପସ୍ଥାପନ କରିଥିଲେ।ଏବଂ ଏହାପରେ ପୋଲିସ ସେହି ଝିଅକୁ ନିଜ ସହିତ ଜିବାପାଇଁ କହିଲେ ଏବଂ ସେହିସମୟରେ ମଡେଲଙ୍କ କହିବା ଥିଲା ଯେ ସେ ରାତ୍ରି ୩ଟାରେ କୌଣସିଭି ପରିସ୍ଥିତିରେ ପୋଲିସ ଷ୍ଟେସନ ଜିବେନାହିଁ।
ଏବଂ ସେ ଏହା ବାରମ୍ବାର କହିଲେ ଯେ ପୋଲିସ ତାଙ୍କ ଓକିଲ ସହିତ କଥା ହୁଅନ୍ତୁ।ଏହାପରେ ହଙ୍ଗାମା ବଢ଼ିବାରେ ଲାଗିଲା।ଏବଂ ଏହାପରେ ଅଚାନକ ମଡେଲ ନିଜ କପଡା ଉତାରି ଦେଲେ।ଏବଂ ଏହାପରେ ମଧ୍ୟ ବହୁତ ହଙ୍ଗାମା କରିଲେ।
ଏବଂ ଏହାପରେ ପୋଲିସକୁ ବାଧ୍ୟ ହୋଇ ପଛକୁ ହଟିବାକୁ ପଡିଲା।ଆପଣଙ୍କୁ ଏଠାରେ ଜଣାଇଦେବୁ ଯେ ନିୟମ ଅନୁସାରେ କୌଣସି ମହିଳାଙ୍କୁ ରାତ୍ରିରେ ଥାନା ଡାକିପାରିବେ ନାହିଁ।ଏବଂ ପୋଲିସ ସହିତ କୌଣସି ମହିଳା କନଷ୍ଟେବଳ ମଧ୍ୟ ନଥିଲେ।ଏବଂ ସେହି ଭିଡିଓର ଏକ ଭାଗରେ ମହିଳା ଏକ ଗାର୍ଡ ସହିତ ଖରାପ ବ୍ୟବହାର କରିବାର ମଧ୍ୟ ଦେଖାଯାଇଥିଲେ
ଏବଂ ଏହି ଘଟଣା ପରେ ମହିଳା କହିଥିଲେ ସବୁ ଲୋକ ସେଠାରେ ଭିଡିଓ ବନାଉଥିବାବେଳେ କେହି ଜଣେ ମଧ୍ୟ ତାଙ୍କ ସାଥି ଦେଉନଥିଲେ ଏଥିପାଇଁ ସେ କପଡା ଉତାରି ଘଟଣାର ବିରୋଧ କରିଥିଲେ।
Be First to Comment