ବନ୍ଧୁଗଣ ଯେତେବେଳେ ଗୋଟିଏ କଳାକାର ର ମୃ-ତ୍ୟୁ ହୁଏ ସେତେବେଳେ ସମଗ୍ର କଳା ଜାତି ସ୍ତବ୍ଧ ହୋଇଯାଏ l ନିଜ ପ୍ରିୟ କଳାକାର କୁ ହରାଇ ଲୋକମାନେ ମଧ୍ୟ ଭାବୁକ ହୋଇପଡନ୍ତି ଏବଂ ସବୁବେଳେ ସେଇ କଳାକାର ଙ୍କୁ ହୃଦୟରେ ରଖନ୍ତି l ଆଜି ଆମେ କହୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପ୍ରଖ୍ୟାତ ସଂଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତି l
ଯିଏ କି ଅଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏକ ବରଦାନ ସଦୃଶ l 90 ସତକ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ସଂଗୀତ ଓଡ଼ିଆଦୁନିଆକୁ ଦାନ କରିଛନ୍ତି ଏବଂ ତାଙ୍କର ପ୍ରତେକ ଟି ନିର୍ଦେଶୀତ ହୋଇଥିବା ସଂଗୀତ ସମୂହ ସବୁବେଳେ ଲୋକ ଲୋଚନକୁ ଆସିଛି ଏବଂ ସଭିଏଁ ପସନ୍ଦ ମଧ୍ୟ କରିଛନ୍ତି l ତାଙ୍କର ଆଜି ମୃ-ତ୍ୟୁ ଘଟିଛି l

ସୁନା ପଞ୍ଜୁରୀ ଗୀତ ର ପୁଚୁକି ଗାଲୀ ଗୀତ ର ନିଦେଶ ସେ କରିଥିଲେ ଏବଂ ସେ ଗୀତ ଟି ବର୍ତ୍ତମାନ ପର୍ଯ୍ୟନ୍ତ ହିଟ ହୋଇଛି l ଆଜି 63 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି l ସେ ଫ୍ରେବୁଆରି 6, 1958 ମସିହା ରେ ଜନ୍ମ ଗ୍ରହଣ କରିଥିଲେ l
ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ କ-ରୋନା ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ଘଟିଛି l ସେ କଣ୍ଢେଇ ଆଖିରେ ଲୁହ, ସରପଞ୍ଚ ବାବୁ ପରି ଅନେକ ହିଟି ଫିଲ୍ମ ରେ ସଂଗୀତ ନିର୍ଦେଶନ କରି ଖ୍ୟାତି ଅର୍ଜନ କରିଥିଲେ ଏବଂ ତାଙ୍କର ନିର୍ଦେଶ ଦେଇଥିବା ଗୀତ ଗୁଡିକ ବେଶ ପପୁଲାର ଆଜିର ସମୟରେ ମଧ୍ୟ l
ଅମରେନ୍ଦ୍ର ସବୁବେଳେ ରୁଚି ସମ୍ପର୍ଣ ଗୀତ ର ନିର୍ଦେଶ ଦେବାକୁ ପସନ୍ଦ କରନ୍ତି ଏବଂ ହୃଦୟରୁ ନିର୍ଦେଶ ଦେଇଥାନ୍ତି l ସେହିନିମନ୍ତେ ତାଙ୍କର ପ୍ରତେକ ଟି ନିର୍ଦେଶ ହୋଇଥିବା ସଂଗୀତ ଆଜି ଲୋକ ଲୋକଲୋଚନ ରେ l
ଆଜି ତାଙ୍କୁ ହରାଇ ସମସ୍ତ ଅଲିଉଡ ଜଗତ ଏବଂ ସାରା ସଂଗୀତ ଜଗତ ଦୁଃଖ ରେ ଭାଙ୍ଗି ପଡିଛି l ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ହେତୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲ ରେ ଆଡମିଟ କରାଯାଇଥିଲା ଏବଂ ସେହିଠାରେ ହିଁ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ ହୋଇଛି l
ଆଜି ତାଙ୍କୁ ହରାଇ ସଂଗୀତ ଦୁନିଆରେ ବଡ଼ କ୍ଷତି ହୋଇଛି ବୋଲି କହିଛନ୍ତି ଅନ୍ୟାନ୍ୟ ସଂଗୀତ ଜଗତର କର୍ତ୍ତା l ସେ କ-ରୋନା ରୋଗରେ ପୀଡିତ ଥିଲେ ଏବଂ ଆଜି ସେ ସବୁଦିନ ପାଇଁ ଏ ଇହ ଧାମ କୁ ପର କରି ଚାଲିଯାଇଛନ୍ତି l
ଶୋକରେ ଅଲିଉଡ ଜଗତ ବାହୁନି ବାହୁନି ଖୋଜୁଛି ଅମରେନ୍ଦ୍ର ମହାନ୍ତି ଙ୍କୁ l ତାଙ୍କର ଆମର ଆତ୍ମା ର ସଦଗତି ନିମନ୍ତେ ସମସ୍ତ ସଂଗୀତ ଦୁନିଆ ଏବଂ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର କଳାକାର ମାନେ ପାର୍ଥନା କରିଛନ୍ତି l
ଯଦି ଆପଣଙ୍କୁ ମଧ୍ୟ ଅମରେନ୍ଦ୍ର ମହାନ୍ତି ଙ୍କ ଗୀତ ଭଲ ଲାଗିଥାଏ ତେବେ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment