ବିଶ୍ୱରୁ ମହାମାରୀ କରୋନା କେବେଜିବ ଏହା ଉପରେ ମହାପୁରୁଷମାନେ କଣ ଲେଖିଛନ୍ତି।କାରଣ ମହାପୁରୁଷ ମାନେ ଅନେକ ଗ୍ରନ୍ଥ ଲେଖିଛନ୍ତି ଯାହାକି ଏହି ମହାମାରୀ ବିଷୟରେ ସୂଚନା ଅଛି କିନ୍ତୁ ଏହା କେବେଜିବ ଏହାପାଇଁ ଅନେକ ପ୍ରୟାସ କରାଯାଇଛି।ଡାକ୍ତର ମାନେ,ବୈଜ୍ଞାନିକ ମାନେ ଏହାର ପତିଶୋଧକ ବାହାର କରିବା ପାଇଁ ଅନେକ ପ୍ରୟାସ ଚଲେଇଛନ୍ତି।
ଆଜିଆମେ କହିବାକୁ ଯାଉଛୁ ଏହି ମହାମାରୀ କରୋନାର ପ୍ରତିକାର ବିଷୟରେ ଲେଖାଥିବା ଗ୍ରନ୍ଥ ଯାହାର ନାମ ହେଉଛି ନିର୍ଘଣ୍ଟ।ଏହିଥିରେ ମହାମାରୀ କରୋନା କେବେ ଯିବ ତାହା ବିଷୟରେ ଲେଖାହୋଇଛି।ମହାପୁରୁଷ ଲକ୍ଷେ ଗ୍ରନ୍ଥ ରଚନା କରିଛନ୍ତି।
ଏହି ଗ୍ରନ୍ଥରେ ଲେଖା ଅଛି ସଂସାର ଏହି ବ୍ୟଧି ଆଉ ଅଳ୍ପ ଦିନ ରହିବ।ଓ ତାସହିତ ଲେଖା ଅଛି ଏହି ପ୍ରକୋପ ବିଭିନ୍ନ ରାଜ୍ୟରେ ରହିବ ଓ ବିଭିନ୍ନ ଦେଶରେ ରହିବ।ମହାପୁରୁଷ ମଧ୍ୟ୍ୟ ଲେଖିଛନ୍ତି ଜଗନ୍ନାଥଙ୍କ ଦେଶରେ ଅନେକ ଲୋକମାନେ ଏହି ରୋଗରେ ଆକ୍ରାନ୍ତ ହେବେ କିନ୍ତୁ ମୃତ୍ୟୁର ହାର କମ ରହିବ।
ତାସହିତ ମହାପୁରୁଷ ପୁଣି ଲେଖିଛନ୍ତି ବଡ ସୁନ୍ଦର ଭାବରେ ଭଗବାନଙ୍କ ଆଦେଶରେ ବାଟ ଚାଲିଲେ ଜୀବନରେ ଛଟପଟ ହେବେନି ଓ କଷ୍ଟ ଭୋଗିବେନି।ଭଗବାନଙ୍କ ମତରେ ଆଜିର ସରକାର ବା ପ୍ରଶାସନ ଯେଉଁ ବାଟ ବତାଉଛନ୍ତି,ଯେଉଁ ସାମାଜିକ ଦୂରତା ରଖିବା ପାଇଁ କହୁଛନ୍ତି ଓ ସେଯେଉଁ ନିୟମ ଆଦି ଦେଉଛନ୍ତି ତାହାକୁ ଆମକୁ ମାନିବା ଦରକାର।

ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଆବଶ୍ୟକ।ତେଣୁ ମହାପୁରୁଷ ଅଚ୍ୟୁତଙ୍କ କହିବା ଅନୁଯାୟୀ ଏହି ବ୍ୟଧି ଅଳ୍ପ ଦିନ ରହିବ।ଦୀପ ଲିଭିଲା ବେଳକୁ ଜୋର ଜଳେ ଓ ଏହା ଜୋରରେ ଜଳିବା ଆରମ୍ଭ ହୋଇଯାଇଛି।
ସେଥିପାଇଁ ଏହି ରୋଗ ଅଳ୍ପ ଦିନରେ ଚାଲିଯିବ।ମହାପୁରୁଷଙ୍କ କଥାରେ କେବଳ ବିଶ୍ୱାସ ଥିବା ଦରକାର।କିନ୍ତୁ ଯଦି କେହି କଥା ଟିକୁ ନିଶ୍ଚିତ ହେବାପାଇଁ ପ୍ରମାଣ ମାଗିଥାନ୍ତି ତେବେ ଏହା ଭୁଲ ଅଟେ।କାହିଁକିନା କହଇ ଜଗନ୍ନାଥ ଦାସ ମୂଳଟି ଅଟଇ ବିଶ୍ଵାସ।ବିଶ୍ୱାସହି ଭଗବାନ।
ଆଉ ଶେଷରେ ଆପଣଙ୍କୁ ଏୟା କହିବୁଯେ ଯଦି ଗୋଟିଏ ଅଚିହ୍ନା ଭୁତାଣୁ ଆମକୁ ଡରେଇ ପାରୁଛି ତେବେ ଅଦୃଶ୍ୟ ଭଗବାନ ଆମମାନଙ୍କୁ ଏହି ମହାମାରୀ କରୋନାରୁ ନିଶ୍ଚିତ ରକ୍ଷା କରିବେ ଏହି କଥାରେ ତିଳେ ହେଲେବି ସନ୍ଦେହ ନାହିଁ।ସେଥିପାଇଁ ମହାପୁରୁଷଙ୍କ ଦିବ୍ୟ ବାଣୀକୁ ବିଶ୍ୱାସ କରିବା ଦରକାର।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment