Press "Enter" to skip to content

ବିବାହିତା ମହିଳା ଅନ୍ୟ ପୁରୁଷଙ୍କୁ କିପରି ପଟାନ୍ତି – special report

ଯେତେବେଳେ କୌଣସି ବିବାହିତା ମହିଳା ଅନ୍ୟ ଏକ ପୁରୁଷକୁ ପଟାଇଥାଏ ସେତେବେଳେ ସେ କେଉଁ ଉପାୟ ଆପଣେଇଥାଏ? ଆସନ୍ତୁ ଜାଣିବା ଏହି ସବୁ ବିଷୟରେ।ଏହା ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ପଢନ୍ତୁ।

ଆପଣ ଜାଣିଛନ୍ତିଯେ ପୁଅମାନେ ଝିଅମାନଙ୍କୁ ପଟେଇବାପାଇଁ ଚେଷ୍ଟା କରିଥାନ୍ତି।ପୁଅମାନେ ଯେପରି ବିବାହିତା ଝିଅଙ୍କୁ ଲାଇନ ମାରିବାକୁ ଚେଷ୍ଟା କରିଥାନ୍ତି ଠିକ ସେହିପରି ଯଦି କୌଣସି ବିବାହିତା ମହିଳାଙ୍କୁ ଅନ୍ୟ କୌଣସି ପୁରୁଷ ପସନ୍ଦ ଆସିଯାଇଥାଏ ତେବେ ସେହି ମହିଳା ସେହି ପୁରୁଷଙ୍କୁ ପାଇବାପାଇଁ ଚେଷ୍ଟା କରିଥାନ୍ତି।

କିନ୍ତୁ ସେହି ମହିଳାମାନଙ୍କ ଇସାରା ଅଧିକାଂଶ ପୁରୁଷ ବୁଝିପାରନ୍ତି ନାହିଁ।ଏବଂ ସେଥିପାଇଁ ଆଜିର ଏହି ଆର୍ଟିକିଲ ଆପଣଙ୍କ ପାଇଁ ବହୁତ ମହତ୍ୱପୂର୍ଣ ହେବାକୁ ଯାଉଛି।ଯଦି କୌଣସି ବିବାହିତା ମହିଳା ଅନ୍ୟ କେଉଁ ପୁରୁଷଙ୍କୁ ପସନ୍ଦ କରୁଛନ୍ତି ତେବେ ସେ ତାଙ୍କୁ ଚାହାଣି ମାରିବାକୁ ଚେଷ୍ଟା କରିଥାନ୍ତି।

କିନ୍ତୁ କିପରି ଚାହାଣି ମାରନ୍ତି ସେକଥା କେହି ଜାଣିନଥାନ୍ତି।ପୁଅ ମାନେ ସବୁବେଳେ ସାମ୍ନାପଟରୁ ଚାହାଣି ମାରିଥାନ୍ତି।ଏବଂ ଝିଅର ପାଦ ଠାରୁ ମୁଣ୍ଡ ଯାଏଁ ନୋଟିସ କରନ୍ତି।କିନ୍ତୁ ମହିଳାମାନେ ଏପରି କରନ୍ତି ନାହିଁ।ସେମାନେ ଅଜାଣତରେ ସେହି ପୁରୁଷକୁ ଦେଖନ୍ତି।ସେମାନେ କେବେହେଲେ ଏହା ଦେଖାଇବାକୁ ଚେଷ୍ଟା କରିନଥାନ୍ତି ଯେ ସେ ସେହି ପୁରୁଷକୁ ପସନ୍ଦ କରୁଛନ୍ତି।

ସେମାନେ ଚାହିଁଥାନ୍ତି ଯେ ଯେପରି ସେହି ପୁରୁଷ ତାଙ୍କୁ ନୋଟିସ କରୁବୋଲି।ଏଥିପାଇଁ ସେମାନେ ଲୁଚିଲୁଚି ସେହି ପୁରୁଷକୁ ଚାହାଣି ମାରନ୍ତି।ଏବଂ ଯଦି ସେହି ପୁରୁଷ କୌଣସି ଇସାରା ଦେଇନଥାଏ ତେବେ ସେମାନେ ଅନ୍ୟଏକ ଉପାୟ କରନ୍ତି।

ସେମାନେ ସେହି ପୁରୁଷ ସହିତ ଅଧିକ ସମୟ ବିତାଇବା ପାଇଁ ଚେଷ୍ଟା କରିଥାନ୍ତି।ଏଥିପାଇଁ ସେମାନେ ଛୋଟ ଛୋଟ ସାହାଯ୍ୟ ମାଗି ତାଙ୍କ ସହିତ ଅଧିକ ମିଶିବାପାଇଁ ଚେଷ୍ଟା କରିଥାନ୍ତି।ସେମାନେ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରିଥାନ୍ତି।ଏବଂ ବେଳେବେଳେ ଆର୍ଥିକ ସାହାଯ୍ୟ କରିବାକୁ ଚେଷ୍ଟା କରିଥାନ୍ତି।

ଯେତେବେଳେ ସେହି ମହିଳା ଏହା ଜାଣିଥିବେ ଯେ ଆପଣ ବ୍ୟସ୍ତ ନଥିବେ ବୋଲି।ସେତେବେଳେ ସେ ଆପଣଙ୍କୁ ପାଖକୁ ଡାକିଥାନ୍ତି ଏବଂ କେଉଁ ସ୍ଥାନକୁ ବୁଲିବାକୁ ଯିବାପାଇଁ ବହାରିଥାନ୍ତି କିମ୍ବା ସପିଙ୍ଗ କରିବା ବାହାନାରେ ଯିବାପାଇଁ ଚେଷ୍ଟା କରିଥାନ୍ତି।

ଏବଂ ସେଠାରେ ସେ ଆପଣଙ୍କ ହାତଧରି ଯିବା ଅପଣଙ୍କ ପାଖରେ ବସିବା ଏହିସବୁ କାର୍ଯ୍ୟ କରିବାକୁ ଚେଷ୍ଟା କରିଥାନ୍ତି।ଏଥିପାଇଁ ଏହି ସବୁ ଇସାରା ସବୁ ବୁଝିବାକୁ ଚେଷ୍ଟା କରନ୍ତୁ।ନଚେତ ସେ ଅପଣଙ୍କ ହାତଛଡା ହୋଇଯାଇପାରନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *