ଝିଅ ପଟେଇବାପାଇଁ ତାହାର କେଉଁ ଅଙ୍ଗକୁ ଦେଖିବା ଦରକାର?।କେଉଁ ଅଙ୍ଗକୁ ଦେଖିବା ଦ୍ୱାରା ଝିଅ ଉପରେ ଏକ ଭଲ ପ୍ରଭାବ ପଡିଥାଏ ଏବଂ ସେ ଆପଣଙ୍କ ପ୍ରତି ଶୀଘ୍ର ଖୁସି ହୋଇଥାଏ।ଏବଂ ଆପଣଙ୍କ ଗାର୍ଲଫ୍ରେଣ୍ଡ ହେବାକୁ ଚାହିଁବ।ଅଧିକାଂଶ ପୁଅ ଝିଅମାନଙ୍କ ସହିତ କଥା ହେବାବେଳେ ଆଖି ସହିତ ଆଖି ମିଳାଇ କଥା ହୋଇପାରନ୍ତି ନାହିଁ।ସେମାନେ ନର୍ଭସ ହୋଇଯାଇଥାନ୍ତି।
ଏବଂ ଝିଅ ମାନେ ଭାବିଥାନ୍ତି ଏହି ବ୍ୟକ୍ତି ସହିତ କଥା ହେବା ବେକାର।ଏବଂ ଯେଉଁ ପୁଅର ସାହସ ଥାଏ ସେ ଝିଅଙ୍କ ସହିତ କଥା ହେବା ସମୟରେ ତଳ ଠାରୁ ଉପର ଯାଏଁ ସବୁ ଆଡକୁ ଦେଖି କଥା ହୋଇଥାନ୍ତି ଏହାଦ୍ୱାରା ମଧ୍ୟ ଖରାପ ପ୍ରଭାବ ପଡିଥାଏ।
ଝିଅଙ୍କ ସହିତ କଥା ହେବାବେଳେ ଖାଲି କଥା ହେଲେ ଚାଲିବ ନାହିଁ।ତାହା ସହିତ ସାମାନ୍ୟ ଫ୍ଲଟ କରିବାକୁ ପଡିବ।ଏବଂ ଯେତେବେଳେ ତାହା ସହିତ କଥା ହେଉଛନ୍ତି ତାହାର ଚୁଟିକୁ ଦେଖନ୍ତୁ।ଏହାର ଅର୍ଥ ସାମ୍ନା ପଟରୁହିଁ ତାହାର ଚୁଟିକୁ ଦେଖନ୍ତୁ।କଥା ହେବା ବେଳେ ମଝିରେ ମଝିରେ ତାହାର ଚୁଟି ଉପରେ ନଜର ପକାନ୍ତୁ।ଏହାଦ୍ୱାରା ସେ ନୋଟିସ କରିବ ଆପଣଙ୍କ ଧ୍ୟାନ କୁଆଡେ ଯାଉଛି।

ଏବଂ ଆପଣ ସହଜ ଭାଷାରେ କହିପାରନ୍ତି ତୁମ ଚୁଟି ବହୁତ ସୁନ୍ଦର।ଏବଂ ତୁମ ପରି ଚୁଟି ମୁଁ ଅନ୍ୟ କେଉଁଠାରେ ଦେଖିନାହିଁ।ଏହା ଦ୍ୱାରା ଝିଅ ଶୀଘ୍ର ଇମପ୍ରେସ ହେବ।ଏବଂ ଅନ୍ୟଏକ କଥା ହେଉଛି ଆପଣ ତାହାର ଚୁଟିକୁ ପ୍ରଶଂସା କରିବା ଦ୍ୱାରା ତାହାର ମସ୍ତିସ୍କ ଉପରେ ଆପଣଙ୍କ ପାଇଁ ଏକ ଭଲ ପ୍ରଭାବ ପଡିବ।ଏବଂ ସେ ଆପଣଙ୍କ ଉପରେ ଅଧିକ ଖୁସି ହେବ।
ଝିଅ ମାନେ ନିଜର ଓଠକୁ ସୁନ୍ଦର କରିବାପାଇଁ ବହୁତ ପରିଶ୍ରମ କରିଥାନ୍ତି।ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି।ଅନ୍ୟ ଝିଅ ଅପେକ୍ଷା ଆପଣ ତାହାର ଓଠକୁ ପ୍ରଶଂସା କରିବା ଦ୍ୱାରା ତାକୁ ବହୁତ ଭଲ ଲାଗିଥାଏ।ଏଥିପାଇଁ କଥା ହେବାବେଳେ ତାହାର ଓଠକୁ ପ୍ରଶଂସା କରନ୍ତୁ।
ଏବଂ ଅନ୍ୟଏକ କଥା ହେଉଛି ଝିଅ ସହିତ କଥା ହେବା ବେଳେ ବେସି ଚାହାଣି ମାରନ୍ତୁ ନାହିଁ।ଆପଣ ତାହାର ଓଠକୁ ଦେଖନ୍ତୁ।ଏହାଦ୍ୱାରା ସେ ଭାବିବ ଆପଣ ତାହାର ଖରାପ ସ୍ଥାନକୁ ଦେଖୁନାହଁନ୍ତି ତାହାର ସବୁଠାରୁ ଦାମିକା ସ୍ଥାନକୁ ଦେଖୁଛନ୍ତି।ଏହାଦ୍ୱାରା ତାହାର ଏକ ଭଲ ଇମପ୍ରେସନ ଆପଣଙ୍କ ଆସିଯିବ।
ଏବଂ ଅଧିକାଂଶ ପୁଅ ଝିଅ ସହିତ କଥା ହେବାବେଳେ ଆଖି ସହିତ ଆଖି ମିଳାଇ କଥା ହୋଇପାରନ୍ତି ନାହିଁ।ଏବଂ ଏହା କରିବାକୁ ପୁଅକୁ ଲାଜ ଲାଗିଥାଏ।କିନ୍ତୁ ଆପଣଙ୍କୁ ଏପରି ଭାବିବା ଦରକାର ନାହିଁ।ଜଦି ଆପଣ ତାହର ଆଖିକୁ ଚାହିଁ ପାରୁ ନାହାନ୍ତି ତେବେ ତା ଆଇବ୍ରୋ ମଝିକୁ ଦେଖିପାରନ୍ତି।
ଏହାଦ୍ୱାରା ଝିଅକୁ ଲାଗିବ ଯେ ଆପଣ ତାହା ସହିତ ଆଖିରେ ଆଖି ମିଶାଇ କଥା ହେଉଛନ୍ତି।ଏବଂ ଏହାଦ୍ୱାରା ମଧ୍ୟ ଭଲ ଇମପ୍ରେସନ ପଡିଥାଏ।ଏବଂ ଝିଅଟି ଭାବିଥାଏ ଏହି ପୁଅଟି ଯଦି ମୋତେ ପ୍ରପୋଜ କରିବ ତେବେ ମୁଁ ଆକ୍ସେପ୍ଟ କରିଦେବି କାରଣ ଏହି ପୁଅର ଆତ୍ମବିଶ୍ୱାସ ଅଛି।ଏବଂ ଯଦି ଆପଣ ତାହାର ଆଇବ୍ରୋକୁ ପ୍ରଶଂସା କରନ୍ତି ତେବେ ମଧ୍ୟ ଭଲ ପ୍ରଭାବ ପଡିଥାଏ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment