ବନ୍ଧୁଗଣ ଈଶ୍ୱରୀୟ ଶକ୍ତି ଉପରେ ସମସ୍ତେ ବିଶ୍ୱାସ ରଖିଥାନ୍ତି ଏବଂ ଭଲ ଏବଂ ଖରାପ ସମୟରେ ଭଗବାନ ଙ୍କୁ ମନେ ପକେଇଥାନ୍ତି l ମନୁଷ୍ୟ ଯେତେବେଳେ ଖୁସିରେ ଥାଏ ସେତେବେଳେ ସେ ଭଗବାନ ଙ୍କୁ ଧନ୍ୟବାଦ ଏବଂ ଯେତେବେଳେ ଦୁଃଖରେ ଥାଏ ଭଗବାନ ଙ୍କ ସାମ୍ନାରେ ଅଭିଯୋଗ ଆଣିଥାଏ l ଆଜିର ବିଷୟରେ ଆମେ ଭଗବାନ ଙ୍କ ଏକ ଚମତ୍କାରୀ ଘଟଣା ଆପଣଙ୍କୁ ଜଣାଇବୁ ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ l
ଏବଂ ଯେଉଁ ଲୋକମାନେ ଈଶ୍ୱରୀୟ ଶକ୍ତି ରେ ବିଶ୍ୱାସ ରଖୁନାହାନ୍ତି ଆଜିର ଘଟଣା ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯିବେ l ଆଜିର ଘଟଣା ଟି କାନପୁର ଅଞ୍ଚଳ ର ଆଦର୍ଶ ଙ୍କର l ଆଦର୍ଶ ଏବଂ ତାଙ୍କ ପତ୍ନୀ ଙ୍କର ବିବାହ 3 ବର୍ଷ ହେବା ପରେ ମଧ୍ୟ ତାଙ୍କର କୌଣସି ସନ୍ତାନ ହେଉନଥିଲେ ତେଣୁକରି ସେ ସବୁବେଳେ ଦୁଃଖ ରେ ରହୁଥିଲେ l
ଜଣେ ମହିଳା ଦୁହିଁଙ୍କୁ ଏକ ଆଶ୍ରମ କୁ ଯିବାକୁ କହିଥିଲେ ଯେଉଁଠାରେ ଜଣେ ଦିଗ୍ୟଦର୍ଶୀ ସାଧୁ ବାବା ଥିଲେ ଯିଏ କି ସବୁବେଳେ ମୁଁହଁ ଦେଖି ଭବିଷ୍ୟତ ବାଣୀ କରିଦେଉଥିଲେ l ଯେତେବେଳେ ସେ ଆଦର୍ଶ ଏବଂ ତାଙ୍କ ପତ୍ନୀ ଙ୍କୁ ଦେଖିଲେ ଦେଖିବା ମାତ୍ରେ ସେ କହିଲେ ତୁମେ ସନ୍ତାନ ପ୍ରାପ୍ତି ପାଇଁ ଆସିଛ ବୋଲି l କିନ୍ତୁ ମୁଁ କିଛି କରିପାରିବିନି ଏଥିପାଇଁ ତମକୁ ମହାଦେବ ଙ୍କ ଆରାଧନା କରିବାକୁ ପଡିବ l
ଏବଂ ଦୁଇ ଜଣଙ୍କୁ ଶିବ ଆରାଧନା କରିବାକୁ ପରାମର୍ଶ ଦେଲେ ଏବଂ ସନ୍ତାନ ହୋଇଗଲେ ସନ୍ତାନ କୁ ହରିଦ୍ୱାର ର କୁମ୍ଭ ମେଳା ର ଦର୍ଶନ କରାଇ ଆଣିବ l ସ୍ୱାମୀ ସ୍ତ୍ରୀ ସେହିପରି କଲେ ଏବଂ ମନ ପ୍ରାଣ ଦେଇ ମହାଦେବ ଙ୍କ ପୂଜା କଲେ l ଏହାପରେ ମହାଦେବ ପ୍ରଶନ୍ନ ହୋଇ ତାଙ୍କୁ ଏକ ଝିଅ ସନ୍ତାନ ର ଆଶ୍ରିବାଦ ଦେଲେ l
ଏହାପରେ ଝିଅଟିଏ ତାଙ୍କର ହେଲା ଝିଅ ହେବା ପରେ ତାଙ୍କର ଝିଅ ଖୁବ ଜଲଦି 3-4 ବର୍ଷ ଚାଁହୁ ଚାଁହୁ ହୋଇଗଲା l ଏହାପରେ ଆଦର୍ଶ ଏବଂ ପତ୍ନୀ ତାଙ୍କ ଝିଅକୁ ନେଇ ଗଙ୍ଗା ନଦୀର କୁମ୍ଭ ମେଳା କୁ ନେଇଗଲେ l ଏବଂ ସେଠାରେ ଝିଅକୁ ମହାଦେବ ଙ୍କ ଦର୍ଶନ ମଧ୍ୟ କରାଇଲେ l
ମାତ୍ର ହଠାତ ଭିଡ଼ ଏତେ ବଢିଗଲା ଯେ ଲୋକମାନେ ଏଣେ ତେଣେ ପଳେଇଗଲେ ଏବଂ ସେତିକିବେଳେ ତାଙ୍କ ଝିଅଟି ମଧ୍ୟ ହଜିଗଲା l ଯାହା ଫଳରେ ଆଦର୍ଶ ଏବଂ ତାଙ୍କ ପତ୍ନୀ ବ୍ୟସ୍ତ ହୋଇଗଲେ ଏବଂ କାନ୍ଦିବାକୁ ଲାଗିଲେ ସେ ମହାଦେବ ଙ୍କ ସମୁଖରେ ତାଙ୍କ ଝିଅଟି ପାଇଁ ପାର୍ଥନା କଲେ l
କିଛି ସମୟପରେ ତାଙ୍କ ଝିଅଟି ନଦୀ ଉପରେ ଉଡି ଉଡି ତାଙ୍କ ସାମ୍ନାକୁ ଆସି ପହଁଚିଲା ଏବଂ ସେଠାରେ ଥିବା ପ୍ରତାକ୍ଷ ଦର୍ଶୀ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଏହା ଦେଖିବା ପରେ ଭଗବାନ ଙ୍କୁ ବିଶ୍ୱାସ କରୁନଥିବା ଲୋକମଧ୍ୟ ବିଶ୍ୱାସ କରିବାକୁ ଲାଗିଲେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment