Press "Enter" to skip to content

କ-ରୋନା ରୋଗୀ ସ୍ୱାମୀ ଙ୍କ ଚିକିତ୍ସା ପାଇଁ ସ୍ତ୍ରୀ ସହ ସ-ମ୍ଭୋ-ଗ ରଖିବାକୁ ଧମକ ଦେଲେ ଡାକ୍ତର – Viral video

ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏହି ବର୍ତ୍ତମାନ ପରିସ୍ଥିତିରେ ଘଟିଥିବା କିଛି ବିଶେଷ ଘଟଣା ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଖବର ସମ୍ପର୍କରେ।

ବର୍ତ୍ତମାନ ପରିସ୍ଥିତିରେ କ-ରୋ-ନା ମାରାତ୍ମକ ରୂପ ଧାରଣ କରିଛି।ଏବଂ କ-ରୋ-ନା ସଂକ୍ରମଣ ବଢ଼ିବାରେ ଲାଗିଛି।ଏବଂ ଅନେକ ଲୋକ ନିଜ ପ୍ରାଣ ହରାଇଲେଣି।ଏବଂ ସଂକ୍ରମିତ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଛନ୍ତି।ଏବଂ ଏହି ସମୟରେ ବାହାରିଅସିଛି ଏକ ବିଶେଷ ଖବର।

ଏହି ଖବର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଗୋଟେପଟେ ଡାକ୍ତରଙ୍କୁ ଭଗବାନ ବୋଲି କୁହାଯାଏ।ଏବଂ ଏହି କ-ରୋ-ନା ପରିସ୍ଥିତିରେ ଡାକ୍ତରଙ୍କୁ ଭଗବାନ ବୋଲି କୁହାଯାଏ।କାରଣ ଦିନ ରାତି ଠିକ କରି ଡାକ୍ତର ମାନେ କେତେ ଯେ କ-ରୋ-ନା ରୋଗୀଙ୍କୁ ଠିକ କରିଛନ୍ତି।କିନ୍ତୁ କିଛି ଏପରି ଡାକ୍ତର ଅଛନ୍ତି ଏଭଳି ପରିସ୍ଥିତିରେ ଟଙ୍କା କିଛିଟା ପାଇଁ ଜୀବନ ନେଇଯାଉଛନ୍ତି।

ଏବଂ କିଛି ନର୍ସ ମଧ୍ୟ ଅଛନ୍ତି ଯେଉଁମାନେ ରୋଗୀଙ୍କୁ ଖରାପ ବ୍ୟବହାର କରୁଛନ୍ତି।ମରିଯାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଦେଖୁନାହଁନ୍ତି।ଏତେ ଖରାପ ବ୍ୟବହାର କରାଯାଉଛି କ-ରୋ-ନା ରୋଗୀଙ୍କୁ ଯେ ତାଙ୍କ ପରିବାର ଲୋକ କହୁଛନ୍ତି ଏମାନେ ଡାକ୍ତର ନୁହନ୍ତି ରାକ୍ଷସ ଅଟନ୍ତି।

ଆପଣ ସ୍ଥିତି ଜାଣିପାରୁଥିବେ ଏବଂ ଦେଖିପାରୁଥିବେ କେତେ କଷ୍ଟରେ ରୋଗୀଙ୍କୁ ହସ୍ପିଟାଲରେ ବେଡ଼ ଟିଏ ମିଳୁଛି ଏବଂ ବେଡ଼ ମିଳିବାପରେ ଡାକ୍ତର ରେମ ରିସିଭର ଆରଞ୍ଜ କରିବାକୁ କହୁଛନ୍ତି।ଏହି ରେମ ରିସିଭର ଯାହାର ଦାମ ଏବେ ଆକାଶ ଛୁଆଁ।ନିଜର ଅତ୍ମୀୟ ସ୍ୱଜନଙ୍କୁ ବଞ୍ଚାଇବାପାଇଁ ଅତ୍ମୀୟ ସ୍ବଜନ ରେମ ରିସିଭର ତ ଅରଞ୍ଜ କରିଦେଉଛନ୍ତି ।

କିନ୍ତୁ ଥରେ ଭାବନ୍ତୁ ସେହି ରେମ ରିସିଭରକୁ ତଳେ ପକାଇଦେବେ ଡକ୍ଟର।ଏବଂ କହିବେ ତୁମେ ଆମର କିଛିଭି ବିଗାଡି ପାରିବନାହିଁ।ପାଣି ବୁନ୍ଦାଏ ପାଇଁ ମଧ୍ୟ ରୋଗୀଙ୍କୁ ତଡ଼ପାଇବେ।ସେହିଭଳି ଡାକ୍ତରଙ୍କ ଠାରୁ ଆମେ କଣ ଅବା ଆଶା କରିପାରିବା।

ଏଠାରେ ଜଣେ ସ୍ତ୍ରୀ ଏହିଭାଳି ଜଣେ ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି।ଏବଂ କହିଛନ୍ତି।ତାଙ୍କ ସ୍ୱାମୀ କ-ରୋ-ନା ପଜେଟିଭ ଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ଏବଂ ସେହି ଡାକ୍ତର ତାଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି ବୋଲି ମଧ୍ୟ କହିଛନ୍ତି।ଏବଂ ତାଙ୍କ ସ୍ୱାମୀ ସେହି ହସ୍ପିଟାଲରେ ଅଛନ୍ତି ବୋଲି ସେ ସେହି ସବୁ କଥାକୁ ଏଡେଇଦେଉଥିଲେ।

ଏବଂ ସେ ଏଠାରେ ଏହା ମଧ୍ୟ କହିଛନ୍ତି ସେଠାରେ ପେସେଣ୍ଟଙ୍କୁ ଦେଖିବାପାଇଁ କେହି ନର୍ସ ମଧ୍ୟ ନଥିଲେ।ଏବଂ ସେମାନେ ରୁମ ବନ୍ଦ କରି ରହୁଥିଲେ ଏବଂ ତାଙ୍କ କବାଟ ବଡେଇବା ଦ୍ୱାରା ସେମାନେ ଚିଲେଇ କରି କହୁଥିଲେ ଏଠାରୁ ଦୂରକୁ ଚାଲିଯାଅ ତମେ।ଆମେ ଏହି ରାତ୍ରି ସମୟରେ ଆସିପାରିବୁ ନାହିଁ।କଣ ଆମେ ପେସେଣ୍ଟ ପାଇଁ ମରିଯିବୁ?

ଏତେ ସବୁ କରିବାପରେ ମଧ୍ୟ ଯଦି ରୋଗୀ ନବଞ୍ଚେ ତେବେ ତା ପରେ କଣ?ଏହିପରି ବହୁତ ଘଟଣା ଏବେ ସାମ୍ନାକୁ ଅସିଛି ରୋଗୀସହ ଭୟଙ୍କର ଦୁର୍ବ୍ୟବହାର ଏବଂ ବେଖାତିର ବ୍ୟବହାର କରାଯାଉଛି।ଏବଂ ଏଭଳି ବ୍ୟବହାର ଜଣେ ଡାକ୍ତରହିଁ କରୁଛନ୍ତି।ପୁରା ଦିନ ଡାକ୍ତର ଆସନ୍ତି ନାହିଁ।

ରୋଗୀ କିପରି ଅଛି ଏବଂ କେଉଁ ଅବସ୍ଥାରେ ଅଛି କିଏ ବା ଜାଣେ।ଆପଣ ଜନିକରି ଆଶ୍ଚର୍ଯ୍ୟ ହେବେ ଲୋକ କ-ରୋ-ନାରେ କମ ହସପିଟାଲରେ ଡାକ୍ତର ଏବଂ ନର୍ସଙ୍କ ବ୍ୟବହାର ପାଇଁ ପ୍ରାଣ ହରାଉଛନ୍ତି।ଏବଂ ଜଣେ ମହିଳା ଯାହାଙ୍କ ସହିତ ଏହି ସବୁ ଘଟଣା ଘଟିଛି। ସେ କହିଛନ୍ତି କେଉଭଳି ଭାବରେ ନୋଇଡାର ଡାକ୍ତର ଏବଂ ଭାଗଲପୁର ହସ୍ପିଟାଲ ଏବଂ ହସ୍ପିଟାଲର ସ୍ଥିତି ସେ ଯେଉଁଭଳି ଭାବରେ ବର୍ଣନା କଲେ ଏବଂ ସେ ଏହା କହିକହି ଥକିଗଲେ ଯେ ସେମାନେ ଡାକ୍ତର ନୁହନ୍ତି ରାକ୍ଷସ ଅଟନ୍ତି।

ଏବଂ ସେଠାରେ ଥିବା ଜଣେ କମ୍ପାଉଣ୍ଡର ତାଙ୍କ ସ୍ୱାମୀଙ୍କ ଧ୍ୟାନ ରଖିବେ ବୋଲି କହି କିପରି ତାଙ୍କ ସହ ଖରାପ ବ୍ୟବହାର କଲେ ତାହା ମଧ୍ୟ ବର୍ଣନା କରିଛନ୍ତି ମହିଳାଜଣକ।ଏବଂ ସେଠାରେ ତାଙ୍କ ସ୍ୱାମୀଙ୍କ ଚିକିତ୍ସା ମଧ୍ୟ ଠିକ ଭାବରେ କରାଯାଉନଥିଲା।

ସେହି ବେଡ଼ରେ ତାଙ୍କ ସ୍ୱାମୀ ପରିସ୍ରା ଏବଂ ମଳତ୍ୟାଗ କରିଥିଲେ ଏବଂ ସେହି ବେଡ଼କୁ ମଧ୍ୟ ସଫା କରାଯାଉନଥିଲା ବୋଲି ସେ କହିଛନ୍ତି।ଏବଂ ସେ ଏହା ମଧ୍ୟ କହିଛନ୍ତି ତାଙ୍କ ପାଖରେ ଜଣେ ପେସେଣ୍ଟ ଥିଲେ ତାଙ୍କ ମାସ୍କରୁ ଅକ୍ସୀଜେନ ଖସିଯାଇଥିଲା ବୋଲି ସେ ଚିଲେଇକରି ନର୍ସଙ୍କୁ ଡାକୁଥିଲେ ଏବଂ ସେଠାକୁ କେହି ନଆସିବାରୁ ସେ ପ୍ରାଣ ହରାଇଥିଲେ।ଏବଂ ଏହିପରି ଭାବରେ ତାଙ୍କ ସ୍ୱାମୀ ମଧ୍ୟ ପ୍ରାଣ ହରାଇଥିଲେ।

ଏ ସ୍ଥିତିରେ ସରକାରଙ୍କୁ ଏହି ପ୍ରଶ୍ନର ଉତ୍ତର ରଖିବାକୁ ପଡିବ।କାହିଁକି ସ୍ୱାସ୍ଥ୍ୟ ଅବସ୍ଥା ଏତେ ବେହାଲ?ଏଥିପାଇଁ ଆପଣ ସାବଧାନ ରୁହନ୍ତୁ ଏବଂ କ-ରୋ-ନା ପ୍ରତି ସଚେତନ ରୁହନ୍ତୁ।ଏବଂ ଆପଣ ଏତେ ସତର୍କ ରୁହନ୍ତୁ ଯେ ଆପଣଙ୍କୁ ହସ୍ପିଟାଲ ଯାଇ ଏଭଳି ପରିସ୍ଥିତିର ସାମ୍ନାକରିବାକୁ ନପଡୁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published. Required fields are marked *