ବନ୍ଧୁଗଣ କ-ରୋନା ମହାମାରୀ ବର୍ତ୍ତମାନ ସାରା ବିଶ୍ୱରେ କାୟା ମେଲେଇ ସାରିଛି l ବିଶ୍ୱ ରେ ସବୁଠୁ ବଡ଼ କ୍ଷତି ସହିଥିଲା ଆମେରିକା ପୂର୍ବ ବର୍ଷ ୫ ଲକ୍ଷ୍ୟ ୮୫ ହଜାର ମୃ-ତ୍ୟୁ ର ସାମ୍ନା କରିଥିଲା l ଏବଂ ଏହା ଆମେରିକା ଏବଂ ବିଶ୍ୱର ସମସ୍ତ ଦେଶ ମାନଙ୍କରେ ତାଣ୍ଡବ ରଚି ଅନେକ ଲୋକଙ୍କୁ ଆକ୍ରାନ୍ତ ହୋଇଥିଲେ l
କ-ରୋନା ରେ ସମସ୍ତ ଯିବ ଜଗତ ଛଟପଟ ହେଉଥିଲା ଏବଂ ସମସ୍ତେ ଏହି ମହାମାରୀ ରୁ ଉଦ୍ଧାର ପାଇବା ପାଇଁ ପ୍ରୟାସ ଜାରି ରଖିଥିଲେ l ଆମେ ଆଜିର ଘଟଣା କହୁଛୁ ଆମେରିକା ର ନିଉୟର୍କ ସିଟି ର ଘଟଣା ସମ୍ପର୍କ ରେ ଯେଉଁଥିରେ ଗୋଟିଏ ଟ୍ରକ ରୁ 750 ମୃ-ତ୍ୟୁ ଦେହ ଜବତ କରାଯାଇଛି l ଘଟଣା ଟି ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସମ୍ପୂର୍ଣ୍ଣ ସତ ଏବଂ ଏହି ଖବର ସମସ୍ତ ବିଶ୍ୱ ରେ ପ୍ରଭାବ ପକାଇଛି l
ଏହି ଶବ ଆଉ କାହାର ନୁହେଁ ବରଂ କ-ରୋନା ଆକ୍ରାନ୍ତ ରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କର ପାର୍ଥିବ ଶବ l ଯେଉଁ ଶବ ସତ୍କାର ବା କବର ପାଇଁ ଏବେ ବି ଅପେକ୍ଷାରେ ଅଛନ୍ତି l ପୂର୍ବ ବର୍ଷ ଆମେରିକାର ୫ ଲକ୍ଷ୍ୟ ୮୫ ହଜାର ଲୋକ ମୃ-ତ୍ୟୁ ବରଣ କରିଥିବା ହେତୁ ଏତେ ମାତ୍ରାରେ ଦାହ ସତ୍କାର କରିବା ସରକାର ଙ୍କ ପକ୍ଷରୁ ସମ୍ଭବ ହୋଇନଥିଲା l ତେଣୁକରି ପ୍ରଶାସନ ନିଷ୍ପତି ନେଇଥିଲା ଏହି ମୃ-ତ୍ୟୁ ଦେହ ଗୁଡିକୁ ଟ୍ରକ ମାଧ୍ୟମରେ ଫ୍ରୀଜ଼ର କରି ସାଇତି ରଖାଯାଇଥିଲା ଏବଂ ଅପେକ୍ଷା କରାଯାଇଥିଲା ସତ୍କାର ର ସଠିକ ସମୟ କୁ l
ତେବେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ସମ୍ପୂର୍ଣ ୭୫O ଶବ ଯାହା କି ଗୋଟିଏ ଟ୍ରକ ରୁ ବାହାରିବାରୁ ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ଖୁବ ଦୁଃଖ ମଧ୍ୟ କରିଥିଲେ l ଏହି ଖବର ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଃଖଜନକ ପରିସ୍ଥିତି ସୃଷ୍ଟି କରିଛି ଏବଂ ସମସ୍ତେ ଏହି ଭୟଙ୍କର ମହାମାରୀ ରୁ କିପରି ରକ୍ଷା ପାଇବେ ନିଜ ଇଷ୍ଟ ଈଶ୍ୱର ଙ୍କୁ ପାର୍ଥନା କରିଲାଗିଛନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment