ଆଜି ଓଡ଼ିଶାର ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ କହିବାକୁ ଯାଉଛନ୍ତି।ଯେଉଁ ପ୍ରକାର ସ୍ଥିତି ରାଜ୍ୟରେ ରହିଛି ଏବଂ ଯେଉଁପ୍ରକାର ଆମେ କୋ-ର-ନାର ସ୍ଥିତିକୁ ଆଜି ଦେଖୁଛୁ ତାକୁ ଯଦି ଅନୁଶାସନ ଭିତରକୁ ଅଣାଯାଏ ତାହେଲେ ଏହା ଏକ କଡା ପଦକ୍ଷେପ ଆଣିପାରେ ଏବଂ ଏହା ଉପରେ ରାଜ୍ୟ ସରକାର ଗୁରୁତ୍ୱର ସହିତ ଚିନ୍ତା କରିପାରନ୍ତି।
ଲକଡାଉନ ଅବଧି ଯାହା ମେ ୫ ରୁ ୧୯ ପର୍ଯ୍ୟନ୍ତ ଘୋଷଣା କରାଯାଇଥିଲା ଯାହା ଏବେ ମଧ୍ୟ ଚାଲିଛି ତାହା ପରବର୍ତ୍ତୀ ସମୟରେ ଚାଲିବ କି? କାରଣ ବିଭିନ୍ନ ରାଜ୍ୟରେ ଆମେ ଦେଖିବା ଅବସ୍ଥାକୁ ଆଖି ଆଗରେ ରଖି ଲକଡାଉନ ବଢାଯାଇଛି।ରାଜ୍ୟରେ ଗତ ୧୦ ଦିନ ହେବ ପଜିଟିଭ ରେଟ ୨୦ ପ୍ରତିଶତରୁ ତଳକୁ ଖସିନାହିଁ।

ଖୋର୍ଦ୍ଧା ଜିଲ୍ଲାରେ ଆକ୍ଟିଭ କେସ ରହିଛି ୧୫୦୦୦ରୁ ଅଧିକ,ସୁନ୍ଦରଗଡ଼ରେ ରହିଛି ୧୦୦୦୦ରୁ ଅଧିକ ଏବଂ ଏହାସହିତ କଟକ,ଅନୁଗୁଳ,ସମ୍ବଲପୁରରେ ୫୦୦୦ ରୁ ୧୦୦୦୦ ଭିତରେ ରହିଛି ସଂ-କ୍ର-ମି-ତଙ୍କ ସଂଖ୍ୟା।ଭୁବନେଶ୍ୱରରେ ମଧ୍ୟ କି ପଦକ୍ଷେପ ନିଆଯିବ ସେ ବିଷୟରେ BMC କମିଶନର ସଞ୍ଜୟ ସିଂ ସୂଚନା ଦେଇ ପାରନ୍ତି କାରଣ ଖୋର୍ଦ୍ଧାରେ ସଂ-କ୍ର-ମି-ତ ସଂଖ୍ୟା ଅଧିକ ରହୁଛି।
ରାଜ୍ୟରେ ୬ ଲକ୍ଷ କରୋନା ସଂ-କ୍ର-ମ-ଣ ପାର ହୋଇଛି ଏବଂ ୨୪ ଘଣ୍ଟାରେ ଆଉ ୧୧,୫୦୦ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ୫୭,୦୦୦ରୁ ଅଧିକ ଟେଷ୍ଟ ହୋଇଛି।ପୂର୍ବ ଦିନ ୫୬,୨୧୪ ଟେଷ୍ଟ ହୋଇଥିବା ବେଳେ ଆଜି ୫୭,୦୦୦ ରୁ ଅଧିକ ଟେଷ୍ଟ ହୋଇଛି।ଆଜି ପଜିଟିଭ ହାର ରହିଛି ୨୦.୭୦ ପ୍ରତିଶତ ଯାହା ଗତକାଲି ଥିଲା ୨୨.୦୪ ଏବଂ ଗତ ୨୪ ଘଣ୍ଟାରେ ୧.୩୪ ପ୍ରତିଶତ ସଂକ୍ରମଣ ଖସିଛି।
ଗତକାଲି ୭୮୭ ଅଧିକ ଟେଷ୍ଟ ହୋଇଥିବା ବେଳେ ୮୮୫ କମ ସଂ-କ୍ର-ମି-ତ ଚିହ୍ନଟ ହୋଇଛନ୍ତି।ସେହିଭଳି ଖୋର୍ଦ୍ଧାରେ କଲି ୨୨୦୦ ସଂକ୍ରମିତ ଥିଲା ବେଳେ ଆଜି ଏହା ୧୪୧୪କୁ ଖସିଛି।ଗତକାଲି ଅପେକ୍ଷା ସଂକ୍ରମଣ କମ ଥିଲେ ମଧ୍ୟ ଖୋର୍ଦ୍ଧା ସବୁଠୁ ଉପରେ ରହୁଛି।ଏହା ତଳକୁ ସୁନ୍ଦରଗଡ, କଟକ,ଅନୁଗୁଳ ଏବଂ ସମ୍ବଲପୁର ରହୁଛି
ଗତକାଲି ବରଗଛ ଟପ ୫ରେ ଥିଲା ବେଳେ ଆଜି ସମ୍ବଲପୁର ଏହି ସ୍ଥାନକୁ ଆସିଯାଇଛି।ଖୋର୍ଦ୍ଧାରେ ସଂ-କ୍ର-ମ-ଣ ଖୁସିଥିବା ବେଳେ ସୁନ୍ଦରଗଡ଼,କଟକ ଏବଂ ଅନୁଗୁଳରେ ବଢ଼ିବାରେ ଲାଗିଛି।ରାଜ୍ୟରେ ୨୧ ଜଣ ଭାଇରସ ଯୋଗୁ ମରିଛନ୍ତି।ଏହା ଅତ୍ୟନ୍ତ ଦୁଃଖଦାୟକ ଅଟେ ଆମ ପାଇଁ କିନ୍ତୁ ଆମେ ଏହାକୁ ମିଶିକରି ନିଶ୍ଚୟ ଲଢ଼ିବା ଏବଂ ଜିତିକି ଦେଖେଇବା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment