Press "Enter" to skip to content

ବବି କୋଏଲ ଙ୍କ ଛାଡ଼ପତ୍ର ମାମଲା କାହିଁକି ଏବଂ କିଏ ଦେଲା ପ୍ରଥମେ ଛାଡ଼ପତ୍ର ଜାଣନ୍ତୁ – ollywood

ନମସ୍କାର ସାଙ୍ଗମାନେ।ଆଜିର ଏହି ଆର୍ଟିକିଲରେ ଆମେ ସୋସିଆଲ ମିଡିଆର ଏକ ବଡ଼ ଖବର ବିଷୟରେ ଜାଣିବା।ବର୍ତ୍ତମାନ ସମୟରେ ଯଦି ଆପଣ ଦେଖିବେ ସୋସିଆଲ ମିଡିଆରେ ଏକ ବଡ଼ ଖବର ଚର୍ଚ୍ଚାର ବିଷୟ ପାଲଟିଛି।

ଶୁଣିବାକୁ ମିଳିଛିଯେ ଵଲିଉଡ଼ର ଏକ ଲୋକପ୍ରିୟ ଯୋଡି ବବି ମିଶ୍ର ଏବଂ କୋଏଲ ବାନାର୍ଜୀ ବାସ୍ତବିକ ଜୀବନରେ ଅଲଗା ହୋଇଯାଇଛନ୍ତି।ଆପଣ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।

ତେବେ କଣ ରହିଛି ଏହି ବବି ମିଶ୍ର ଏବଂ କଏଲ ବାନାର୍ଜୀଙ୍କର ଅଲଗା ହୋଇଥିବା ଖବର?ଏବଂ କଣ ରହିଛି ଏହି ଖବର ସହିତ ଯୋଡି ହୋଇଥିବା ଟିକିନିକ ତଥ୍ୟ।ଆସନ୍ତୁ ସବୁକିଛି ଜାଣିବା ସଂକ୍ଷିପ୍ତ ବହବରେ।ଦର୍ଶକ ମାନଙ୍କ ମଧ୍ୟରେ ଏହି ବବି ମିଶ୍ର ଏବଂ କୋଏଲ ବାନାର୍ଜୀଙ୍କ ଯୋଡିକୁ ସମସ୍ତେ ବହୁତ ପସନ୍ଦ କରନ୍ତି।

ଏବଂ ସେ ଏକ ଲୋକପ୍ରିୟ ଯୋଡି ମଧ୍ୟ ପଲଟିଯାଇଥିଲେ।ଏବଂ ଆପଣମାନେ ତ ଏହା ଭଲଭାବରେ ଜାଣିଥିବେ ଯେ ବବି ମିଶ୍ର ହେଉଛନ୍ତି ଜଣେ ଓଡ଼ିଆ ଏବଂ କୋଏଲ ବାନାର୍ଜୀ ହେଉଛନ୍ତି ଜଣେ ବେଙ୍ଗୋଲି।ଏବଂ ଏହା ମଧ୍ୟ ଦେଖିବାକୁ ମିଳିଥିଲା ବବି ମିଶ୍ର ଏବଂ କଏଲ ପରସ୍ପରଙ୍କୁ ଭଲ ପାଇ ବିବାହ କରିଥିଲେ।

ଏବଂ ତାଙ୍କର ବିବାହ ପରେ ଆପଣମାନେ ଉଭୟଙ୍କୁ ପ୍ରତ୍ୟେକ ସମୟରେ ସୋସିଆଲ ମିଡିଆରେ ଏକାଠି ଦେଖିବାକୁ ପାଉଥିଲେ।ଏବଂ ସେମାନେ ନିଜ ବାସ୍ତବିକ ଜୀବନରେ ବହୁତ ଖୁସିରେ ଥିଲେ।ତେବେ ହଠାତ ତାଙ୍କର ରିୟଲ ଲାଇଫରେ ଏପରି କଣ ଘଟିଲା?କୋଏଲ ବାନାର୍ଜୀ ନିକଟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ।

ଏବଂ ସେଥିରେ ଉଲେଖ କରିଛନ୍ତି “ନମସ୍କାର ସାଙ୍ଗମାନେ ଆଶାକରୁଛି ଆପଣ ମାନେ ସମସ୍ତେ ଭଲରେ ଥିବେ।ମୁଁ ଜାଣେ ଆମେ ସମସ୍ତେ ଖୁବ କଷ୍ଟ ସମୟ ଦେଇ ଗତି କରୁଛେ, ଭାଗବାନଙ୍କ ଦୟାରୁ ଏହି ଦିନ ଗୁଡିକ ମଧ୍ୟ ଖୁବ ଶୀଘ୍ର ବିତିଯିବ।ମୁଁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଆପଣମାନଙ୍କୁ କିଛି ଜଣାଇବାକୁ ଚାହେଁ।ଆମର ବିବାହ ତିଷ୍ଠି ପାରିଲା ନାହିଁ।ଏବଂ ଆମେ ଅଇନ ଗତ ଅଲଗା ରାହୁଛୁ।ଆମେ ୨୦୧୮ ନଭେମ୍ବର ଠାରୁ ଅଲଗା ରହୁଥିଲୁ।

ଯେହେତୁ ମୁଁ କୋଲକାତାରେ ଏକ ବଙ୍ଗାଳି ସିରିଏଲ କରୁଥିଲି। ହଁ ମୁ “ବୋହୁ ଆମର NRI କରିବା ପାଇଁ ମଝିରେ ତିନି ମାସ ଓଡିଶାରେ ଥିଲି।କିନ୍ତୁ ସେହି ସମୟରେ ମଧ୍ୟ ଆମେ ଅଲଗା ରହୁଥିଲୁ।ଏବଂ ମୁଁ ସ୍ଥାୟୀ ଭାବରେ ଓଡ଼ିଶାକୁ ଫେରି ଆସିଥିଲି ଗତ ବର୍ଷ ଲକଡାଉନ ପୂର୍ବରୁ।କିଛି ବ୍ୟକ୍ତି ଗତ କାରଣରୁ ମତେ “ବୋହୁ ଆମର NRI” ଛାଡିବାକୁ ପଡିଲା।

ଓଡ଼ିଆ ଲୋକମାନେ ମତେ ବହୁତ ଭଲ ପାଇବା ଦେଇଛନ୍ତି।ଏବଂ ମୁଁ ସେଠାରେ ଜୀବନରେ ବହୁତ କିଛି ପାଇଛି।ତେଣୁ ମୁଁ ଆପଣ ମାନଙ୍କୁ ବହୁତ ଧନ୍ୟବାଦ ଜଣାଉଛି।ଏବଂ ଏ ସବୁ ବିଷୟରେ ଜଣାଇବା ମୋର କର୍ତ୍ତବ୍ୟ ମନେକଲି।ବର୍ତ୍ତମାନ ମୋର ରାସ୍ତା ଅଲଗା ଏବଂ ମୁଁ ଆଶା କରୁଛି ଆଗକୁ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବି।”

ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ କୋଏଲ ବାନାର୍ଜୀ ଏପରି ଏକ ପୋଷ୍ଟ ମାଧ୍ୟମରେ ଏପରି ଏକ ସୂଚନା ଦେଇଛନ୍ତି।କୌଣସି ବ୍ୟକ୍ତିଗତ କାରଣ ପାଇଁ କୋଏଲ ବାନାର୍ଜୀ ଏବଂ ବବି ମିଶ୍ର ଆଇନ ଗତ ଅନୁଯାୟୀ ଅଲଗା ହୋଇଛନ୍ତି।ଏବଂ ଯେଉଁ ମେସେଜକୁ ଦୀର୍ଘଦିନ ପରେ କୋଏଲ ବାନାର୍ଜୀ ନିଜ ସୋସିଆଲ ମିଡିଆରେ ବାର୍ତା ଦେଇଛନ୍ତି।ଏବଂ ଏହି କଥା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ଜନକ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Be First to Comment

Leave a Reply

Your email address will not be published. Required fields are marked *