ଆଜି ଆମେ ଏହି ଆର୍ଟିକିଲରେ ଜାଣିବା ଯଦି ମହିଳାଙ୍କର ଏହି ଅଙ୍ଗ ବଡ଼ ହୋଇଥିବ ତେବେ ସେମାନେ ବହୁତ ଭାଗ୍ୟଶାଳୀ ମନାଯାଇଥାନ୍ତି।ଏବଂ ତାଙ୍କ ଜୀବନରେ ପ୍ରେମ ଏବଂ ଟଙ୍କା ସବୁକିଛି ତାଙ୍କୁ ହାସିଲ ହୋଇଥାଏ।ଏହି ମହିଳା ମାନେ ଯେଉଁ ଘରେ ଥାନ୍ତି ସେହି ଘରେ କେବେହେଲେ ଟଙ୍କାର କମି ରାହୀନଥାଏ।
ତେବେ ସାଙ୍ଗମାନେ ତାହା କେଉଁ ଅଙ୍ଗ ଯାହା ମହିଳାଙ୍କର ବଡ଼ ହେବା କାରଣରୁ ସେମାନେ ଭାଗ୍ୟଶାଳି ହୋଇଥାନ୍ତି।ଏବଂ ତାଙ୍କୁ ସବୁବେଳେ ଲାଭ ହୋଇଥାଏ।ଏବଂ ସେମାନେ କେବେହେଲେ ଗରିବ ହୋଇନଥାନ୍ତି। ଆମେ ଏହି ଆର୍ଟିକିଲରେ ଜାଣିବା।ଏଥିପାଇଁ ଏହାକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।
ପ୍ରଥମ:- ଯେଉଁ ମହିଳାଙ୍କର ଲମ୍ବା ଏବଂ କଳା ଚୁଟି ଥାଏ ତାହା ସେମାନଙ୍କ ସୁନ୍ଦରତାର ପ୍ରତୀକ ହୋଇଥାଏ ଏବଂ ଏହା ସହିତ ସେମାନଙ୍କ ଭାଗ୍ୟଶାଳୀ ହେବାର ପ୍ରତୀକ ମଧ୍ୟ ହୋଇଥାଏ।ଏବଂ ଏହା କାରଣ ଯେ ଦେବୀଙ୍କ ପ୍ରତିମରେ ମଧ୍ୟ କଳା ଏବଂ ଘନ ଚୁଟି ଦେଖାଯାଇଥାଏ।କାରଣ ତାହା ଶୁଭ ଏବଂ ଶୋଭାଗ୍ୟର ପ୍ରତୀକ ହୋଇଥାଏ।
ଦ୍ୱିତୀୟ:- ଲମ୍ବା ବେକ।ଲମ୍ବା ବେକ ରହିବା ମଧ୍ୟ ସୁନ୍ଦରତାର ସହିତ ଶୋଭାଗ୍ୟର ପ୍ରତୀକ ମନାଯାଇଥାଏ।ଏହିଭଳି ସ୍ତ୍ରୀ ଶୁଭ ଲକ୍ଷଣ ବୋଲି ମନାଯାଇଥାଏ।ଏବଂ ଏମାନଙ୍କ ଶୁଭତା ଆପଣଙ୍କୁ ଏଇଶ୍ୱର୍ୟ୍ଯର ପ୍ରାପ୍ତି କରାଇଥାଏ।
ତୃତୀୟ:-ନାଭି।ଯେଉଁ ମହିଳାଙ୍କ ନାଭି ବଡ଼ ହୋଇଥାଏ ଏବଂ ଗଭୀର ହୋଇଥାଏ ତାହା ମଧ୍ୟ ଅତ୍ୟନ୍ତ ଶୁଭ ମାନଯାଇଥାଏ।ସାଙ୍ଗମାନେ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀଙ୍କ ନାଭି ବଡ଼ ଏବଂ ଗଭୀର ହୋଇଥାଏ ସେମାନେ ଧନ ଏବଂ ସୁଖର ପ୍ରତୀକ ହୋଇଥାନ୍ତି ଏବଂ ସେମାନେ ସନ୍ତାନ ପାଇଁ ମଧ୍ୟ ଶୁଭ ହୋଇଥାନ୍ତି।

ଚତୁର୍ଥ:- କୁହାଯାଇଥାଏ ଯେ ଯେଉଁ ମହିଳାଙ୍କ ମଥା ବଡ଼ ହୋଇଥାଏ ସେହିଭଳି କନ୍ୟାଙ୍କ ବିବାହ ଉଚ୍ଚ କୁଳରେ ହୋଇଥାଏ।ଏବଂ ଏମାନେ ବିବାହ ପରେ ନିଜ ପତିର ଘର ଏବଂ ପରିବାରକୁ ବହୁତ ଶୋଭାଗ୍ୟଶାଳୀ ବନାଇଦେଇଥାନ୍ତି।
ପଞ୍ଚମ:-ଯେଉଁ ମହିଳାଙ୍କ ଲମ୍ବା ହାତ ହୋଇଥାଏ ସେହି ମହିଳା ଘର ଏବଂ ପରିବାର ପାଇଁ ବହୁତ ଶୁଭ ହୋଇଥାନ୍ତି।ଯେଉଁ ମହିଳାଙ୍କ ହାତ ଲମ୍ବା ହୋଇଥାଏ ସେମାନଙ୍କ ଭାଗ୍ୟ ଏତେ ଭଲ ହୋଇଥାଏ ଯେ ସେମାନେ କମ ପରିଶ୍ରମ କରି ଟଙ୍କା,ଏଇଶ୍ୱର୍ୟ୍ଯ ଏବଂ ଆରାମ ଏବଂ ପୁରୁଷର ଶାନ୍ତି ସ୍ଥାପିତ କରିପାରିଥାନ୍ତି।ଅଧିକ ତେଜ ହେବା କାରଣରୁ ତାଙ୍କ ଶୋଭାଗ୍ୟ ବହୁତ ଭଲ ହୋଇଥାଏ।
ସାଙ୍ଗମାନେ ଏହା ଥିଲା ସମୁଦ୍ର ଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କ ଯଦି ଏହି ଅଙ୍ଗ ବଡ଼ ହୋଇଥାଏ ତେବେ ସେମାନେ ଆପଣଙ୍କ ଏବଂ ଆପଣଙ୍କ ପରିବାର ପାଇଁ ବହୁତ ଲାଭକାରି ମନାଯାଇଥାନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment