Press "Enter" to skip to content

ବିବାହ ବନ୍ଧନ ରେ ବାନ୍ଧି ହେଲେ କମେଡି କିଙ୍ଗ ଗୁଡୁ ଜାଣନ୍ତୁ କୋଉଠି ହେଲା ବାହାଘର -Ollywood

ବନ୍ଧୁଗଣ ଓଡ଼ିଶାର ଲୋକପ୍ରିୟ କମେଡିଆନ ଗୁଡ଼ୁ ବେଶ ଜଣା ଶୁଣା କମେଡିଆନ l ଆପଣ ତାଙ୍କୁ ସବୁ ଷ୍ଟେଜ ଶୋ ଏବଂ ଅନ୍ୟାନ୍ୟ ସିରିଏଲ ଶୋ ଏବଂ ଫିଲ୍ମ ମାଧ୍ୟମରେ ଦେଖିଥିବେ l ଗୁଡ଼ୁ ଙ୍କର ଡ୍ୟାନ୍ସ ଶୋ ର ଜବାବ ନଥାଏ l

ଅନେକ ଲୋକ ଶାରୀରିକ ସ୍ତର ରେ ମୋଟା ହୋଇ ମଧ୍ୟ କେଭେ ନାଚିବାକୁ ପସନ୍ଦ କରନ୍ତିନି ସବୁବେଳେ ନାଚିବାପାଇଁ କୁଣ୍ଠାବୋଧ ପ୍ରକାଶ କରିଥାନ୍ତି ମାତ୍ର କମେଡି କିଙ୍ଗ ଗୁଡ଼ୁ ଯେତେବେଳେ ନାଚିବା ଆରମ୍ଭ କରନ୍ତି ସେତେବେଳେ ଦର୍ଶକ ଝୁମି ଉଠନ୍ତି ଏବଂ ସମସ୍ତେ ମଧ୍ୟ ତାଙ୍କ ନାଚରେ ନାଚନ୍ତି l ଗୁଡ଼ୁ ଙ୍କର ଓଡ଼ିଶାରେ ଅନେକ ଫ୍ୟାନ ଅଛନ୍ତି l ଓଡ଼ିଶାରେ ଅଲିଉଡ ଇଣ୍ଡଷ୍ଟ୍ରି ରେ ସମସ୍ତ ହିରୋ ହେରୋହୀନ ଙ୍କ ସହ ଅଭିନୟ କରିଛନ୍ତି କମେଡି କିଙ୍ଗ ଗୁଡ଼ୁ l

ବର୍ତ୍ତମାନ ସୋସିଆଲ ମିଡିଆରେ ଗୁଡୁଙ୍କର ଏକ ବିବାହ ଫୋଟୋ ଭାଇରଲ ହେବାରେ ଲାଗିଛି ଯାହାକୁ ଅନେକ ଲୋକ ଦେଖିବା ସହ ଆଗକୁ ମଧ୍ୟ ସେଆର କରୁଛନ୍ତି ଏବଂ ଅନେକ ଲୋକ ସୋସିଆଲ ମିଡିଆରେ ଗୁଡ଼ୁ ଙ୍କୁ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି ଏବଂ ଗୁଡୁଙ୍କୁ ପାର୍ଟି ମଧ୍ୟ ମାଗୁଛନ୍ତି l କିନ୍ତୁ ବନ୍ଧୁଗଣ ସତ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯାହା କି ଗୁଡ଼ୁ ଙ୍କର ବିବାହ ହୋଇ ସାରିଛି କିନ୍ତୁ ରିଅଲ ଲାଇଫ ରେ ନୁହେଁ ରିଲ ଲାଇଫ ରେ l

ଏବଂ ଭାଇରଲ ହେଉଥିବା ଫୋଟୋ ଗୁଡିକ ଫିଲ୍ମ ସେଟ ର ଅଟେ l ସେହି ଫିଲ୍ମ ରେ ଆପଣ 3 ଜଣ ହିରୋ ଙ୍କ ସହ 3 ଜଣ ହିରୋହୀନ ମାନଙ୍କୁ ମଧ୍ୟ ଦେଖିବାକୁ ପାଇବେ ଏବଂ ଗୁଡ଼ୁ ଙ୍କ ବାହାଘର ର ଫୋଟୋ ଭାଇରଲ ହେଉଥିବା ବେଳେ ଏହା ଗୁଜବ ବୋଲି ପ୍ରମାଣ ହୋଇଛି l ଏହା କେବଳ ତାଙ୍କ ନୂଆ ଫିଲ୍ମ ର ସୁଟିଙ୍ଗ ପାଇଁ ଯେଉଁଥିରେ ଗୁଡ଼ୁ ବରବେଶ ରେ ଆପଣଙ୍କ ସାମ୍ନାକୁ ଆସିବେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.