ବନ୍ଧୁଗଣ ଆପଣଙ୍କୁ ହସାଉଥିବା ପାଣ୍ଡୁ ଆଉ ଏ ଦୁନିଆରେ ନାହାନ୍ତି l ବର୍ତ୍ତମାନ ମହାମାରୀ ପାଇଁ ଏ ଦେଶ ଖରାପ ପରିସ୍ଥିତି ରେ ଚାଲିଛି l ହସ୍ପିଟାଲ ରେ କାହାକୁ ବେଡ଼ ମିଳୁନି ତ ସ୍ମଶାନ ରେ କାହାକୁ ଶବଦାହ ପାଇଁ ଯାଗା ମିଳୁନି l
ପକୋମାଛି ପରି ଲୋକ ମୃତ୍ୟୁ ବରଣ କରୁଛନ୍ତି l ଏହିମାହାମାରୀ ଆମଠୁ ଛଡେଇନେଇଛି ଅନେକ ଆତ୍ମୀୟ ସଜ୍ଵନ ଏବଂ ଅନେକ ପ୍ରିୟ କଳାକାର ଙ୍କୁ l ସେଥି ମଧ୍ୟରୁ ପାଣ୍ଡୁ ଜଣେ l 74 ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି କମେଡିଆନ ପାଣ୍ଡୁ l ଏହାପରେ ତାଙ୍କ ପତ୍ନୀ ମଧ୍ୟ କ-ରୋନା ରୋଗରେ ଚିକିତ୍ସିତ ହେଉଛନ୍ତି l
ପାଣ୍ଡୁ ହେଉଛନ୍ତି କୋଲିଉଡ଼ ର ଜଣେ ଜଣାଶୁଣା କଳାକାର l ପାଣ୍ଡୁ କ-ରୋନା ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି l ଚେନାଇ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ସମୟରେ ମୃ-ତ୍ୟୁ ବରଣ କରିଛନ୍ତି ଅଭିନେତା ପାଣ୍ଡୁ l
ତାଙ୍କ ବିୟୋଗରେ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି l କିଛିଦିନ ତଳେ ପାଣ୍ଡୁ ଏବଂ ତାଙ୍କ ପତ୍ନୀ କ-ରୋନା ରେ ଆକ୍ରାନ୍ତ ହୋଇଥିଲେ l କିନ୍ତୁ ପାଣ୍ଡୁ ବର୍ତ୍ତମାନ ଆଉ ଏ ଦୁନିଆରେ ନାହାନ୍ତି ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ପାଣ୍ଡୁ l

ତାଙ୍କ ପତ୍ନୀ ଏବେ ମଧ୍ୟ କ-ରୋନା ରୋଗରେ ଚିକିତ୍ସା ହେଉଛନ୍ତି l ଏବଂ ପାଣ୍ଡୁ ଙ୍କ ମୃ-ତ୍ୟୁ ଖବର ଶୁଣି ଗଭୀର ଭାବରେ ମର୍ମାହତ ହୋଇଛନ୍ତି l ଅନେକ ଫିଲ୍ମ ରେ କମେଡିଆନ ଭାବେ ପାଣ୍ଡୁ ନିଜର ସ୍ୱତନ୍ତ୍ର ଯାଗା ତିଆରି କରିଥିଲେ l ତାଙ୍କ ମୃ-ତ୍ୟୁ ରେ ସାରା କୋଲିଉଡ ଜଗତ ଦୁଃଖରେ ଭାଙ୍ଗି ପଡିଛି ଏବଂ ତାଙ୍କ ପ୍ରିୟଜନ ଏବଂ ଫ୍ୟାନ୍ସ ମାନେ ତାଙ୍କ ଆମର ଆତ୍ମା ର ସଦଗତି ନିମନ୍ତେ ପାର୍ଥନା କରିଛନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment