Press "Enter" to skip to content

ନିଜ ଘରେ ସେ-କ୍ସ ରାକେଟ ଚଳାଉଥିଲେ ମାଆ ଏବଂ ଝିଅ – breking news

ନମସ୍କାର ସାଙ୍ଗମାନେ।ଆଜିର ଏହି ଆର୍ଟିକିଲରେ ଆମେ କିଛି ଖବର ଉପରେ ଜାଣିବା।ଏଠାରେ ଜଗତସିଂହପୁର ଗ୍ରାମରେ ଅଭିଯୋଗ ଆସିଛିଯେ ଜଣେ ମାଆ ଏବଂ ତାଙ୍କ ଝିଅ ସେ-କ୍ସ ରାକେଟ ଚଳାଉଥିଲେ ବୋଲି।

ଏବଂ ଏହି ଅଭିଯୋଗ କରିଛନ୍ତି ତାଙ୍କର ଗ୍ରାମର ଲୋକ।ସେହି ଗ୍ରାମ ଲୋକ ସେଠାରେ କହୁଛନ୍ତି ସେହି ଝିଅଟି ଏକ ପୁଅକୁ ହାଇଦ୍ରାବାଦ ନେଇ ପଳାଇଥିଲା।ସେ ଏଠାରେ କହିଛନ୍ତି ପୋଲିସଙ୍କ ସାମ୍ନାରେ ମଧ୍ୟ ସେ ତାଙ୍କ ଘର ମଧ୍ୟରେ ଏକ ପୁଅ ଆସି ରହିଥିବାର କଥା କହିଛନ୍ତି।

ଜଗତସିଂହପୁର ସଦରଥାନା ଅନ୍ତର୍ଗତ ପୁନଙ୍ଗ ମୁସଲିମ ବସ୍ତିରେ ଏକ ଘର ମଧ୍ୟରେ ଦେହ ବ୍ୟବସାୟକୁ କେନ୍ଦ୍ରକରି ବସ୍ତିବାସିଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି।ମିଳିଥିବା ସୂଚନା ଅନୁଯାୟୀ ପୁନଙ୍ଗ ମୁସଲିମ ବସ୍ତିରେ ରହୁଥିବା ଅବୁବକର ସାହାଙ୍କ ପତ୍ନୀ ମୁସବିବି ଏବଂ ଝିଅ ଖୁସଖାତୂନ ଦିର୍ଘଦିନ ଧରି ଘରେ ରହି ବିଭିନ୍ନ ଅଞ୍ଚଳର ଯୁବକଙ୍କୁ ପ୍ରଲୋଭନ ଦେଖାଇ ଦେହ ବ୍ୟବସାୟରେ ଲିପ୍ତ ରହୁଥିଲେ।

ତେବେ ସ୍ୱମୀ ଅବୁବକର ଏବଂ ପୁଅ ଅଜଗରଅଲି ସାହା ଏପରି କାର୍ଯ୍ୟକୁ ବିରୋଧ କରିବାପରେ ମୁସ ଏବଂ ତାଙ୍କ ଝିଅ ଖୁସଖତୁନ ଉତକ୍ଷିପ୍ତ ହୋଇ ପୁଅ ଅଜଗର ଅଲି ସାହାଙ୍କୁ ଏକ ଟାଙ୍ଗିଆରେ ହାଣିବା ସହ ସ୍ୱମୀ ଅବୁବକରଙ୍କୁ ଶ୍ୱାସରୁଦ୍ଧ କରି ମରିଦେବାକୁ ପ୍ରୟାସ କରିଥିବା ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ସୁଦ୍ଧା ଥାନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଜଣାପଡ଼ିଛି।

ଅବୁବକରଙ୍କ ପୁଅ ଅଜଗରଅଲି ମଧ୍ୟ ଏଠାରେ ନିଜ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ମାଆ ଏବଂ ତାଙ୍କ ଭଉଣୀ କଟକର ଜଣେ ଯୁବକଙ୍କୁ ଆଣି ମିଛ କଥା କହି ତାଙ୍କ ପୁଅ କରି ରଖିଥିଲେ ଏବଂ ତାଙ୍କର ପଛରେ ସେହି ଯୁବକଙ୍କୁ ନିଜ ଜ୍ବାଇଁ କରିବାର ଉଦେଶ୍ୟ ଥିଲା।

ଏବଂ ସେ ଏଠାରେ ଏହା ମଧ୍ୟ କହିଛନ୍ତି ଯେ ସେହି ମାଆ ଏବଂ ଝିଅ ଦୁଇ ପାର୍ଶ୍ୱରେ ଶୋଉଥିବା ବେଳେ ଏହି ଯୁବକ ମଝିରେ ଶୋଉଥିଲେ।ଏବଂ ସେହି କଥାର ବିରୋଧ ଅଜଗର ଅଲି କରିବାରୁ ତାଙ୍କୁ ଟାଙ୍ଗିଆରେ ହାଣିବାର କଥା କହିଛନ୍ତି।ଏବଂ ତାଙ୍କ ବାପାଙ୍କୁ ମଧ୍ୟ ଶାବଳରେ ହାଣିବାର ଚେଷ୍ଟା କରିଛନ୍ତି ସେମାନେ।

ଏଠାରେ ଅଜଗର ଅଲି ଏହା ମଧ୍ୟ କହିଛନ୍ତି ସେ ବାହାରେ ରହୁଥିଲେ ଏବଂ ଯେବେ ଏହି କଥା ଶୁଣିଲେ ପ୍ରଥମେ ବିଶ୍ୱାସ କରିନଥିଲେ ଏବଂ ସେ ଏଠାକୁ ଆସିବାପରେ ନିଜ ଆଖିରେ ଏହି ସବୁ ଘଟଣା ଦେଖିଛନ୍ତି ବୋଲି କହିଲେ।ଏବଂ ଏହା ଦେଖି ବିରୋଧ କରିବାରୁ ତାଙ୍କୁ ଏପରି ହାଣିବାର ଚେଷ୍ଟା କରିଥିଲେ।

ତେବେ ପୂର୍ବ ଭଳି ଶନିବାର ଦିନ କଟକ ଅଞ୍ଚଳର ଜଣେ ଯୁବକ ଖୁସଙ୍କ ସହ ଘରେ ରହିଥିବାର ଦେଖି ବସ୍ତିବାସୀମାନେ ଦୃଢ଼ ବିରୋଧ କରିଥିଲେ।ତେଣୁ ଖବର ପାଇବାପରେ ପିସିଆର ଯାଇ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ଧରି ଆଣିଛନ୍ତି।

ସେପଟେ ଏହି ଘଟଣା ସମ୍ପର୍କରେ ଯଦି ପୋଲିସ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବେ ତେବେ ବସ୍ତିବାସିନ୍ଦା ଏହାର ଦୃଢ଼ ପ୍ରତିବାଦ କରିବେ ଏହା ନିଶ୍ଚୟ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *