ପ୍ରଶ୍ନ-୧: ତାହା କଣ ଯାହା ଖାଇବା ପୂର୍ବରୁ ଦେଖା ଯାଏ ନାହିଁ ?
ଉତ୍ତର- “ଧୋକା” ଯାହାକି ମନୁଷ୍ୟ ର ଅଶାଦ୍ରୁମ ମୂଳ ରେ ଗଭୀର କୁଠାରାଘାତ କରିଥାଏ।
ପ୍ରଶ୍ନ-୨: ମୁଣ୍ଡ ଅଛି, ଲାଞ୍ଜ ଅଛି କିନ୍ତୁ ପାଦ ନାହିଁ
ପେଟ ଅଛି, ଆଖି ଅଛି କିନ୍ତୁ କାନ ନାହିଁ
ସେ କିଏ?
ଉତ୍ତର- ପ୍ରଣୀ ବିଶେଷ ରେ ଏହା ଏକ କୌତୁହଳ ପ୍ରଶ୍ନ ଅଟେ। ଏବଂ “ସାପ” ଏହାର ଉତ୍ତର।
ପ୍ରଶ୍ନ-୩: କଟକ ର ପୁରାତନ ନାମ କଣ?
ଉତ୍ତର- ଉତ୍କଳ ର କୀର୍ତ୍ତିରାଜି ର ଅନନ୍ୟ ମାନ ବହନ କରୁଥିବା କଟକ ର ପୁରାତନ ନାମ “ବିଡାନାଶୀ”।
ପ୍ରଶ୍ନ-୪: କାଶୀ ର ବର୍ତ୍ତମାନ ନାମ କଣ?
ଉତ୍ତର- ଧର୍ମୀୟ କେନ୍ଦ୍ରସ୍ଥଳ କାଶୀ ର ନୂତନ ନାମ “ବାରଣାସୀ”।

ପ୍ରଶ୍ନ-୫: ମଗଧ ର ବର୍ତ୍ତମାନ ନାମ କଣ?
ଉତ୍ତର- ଗୁପ୍ତ ସାମ୍ରାଜ୍ୟ ର ରାଜତ୍ଵ ର ପ୍ରତୀକ କୁ ବହନ କରୁଥିବା ମଗଧ ର ନୂତନ ନାମ “ଦକ୍ଷିଣ ଭାରତ”।
ପ୍ରଶ୍ନ-୬: ମୋତିଆ ବିନ୍ଦୁ ରୋଗ ମଣିଷ ର କେଉଁ ଅଙ୍ଗ ରେ ହୁଏ?
ଉତ୍ତର- ଆଖି
ପ୍ରଶ୍ନ-୭: ପାଇରିଆ ରୋଗ ମଣିଷ ର କେଉଁ ଅଙ୍ଗ ରେ ହୁଏ?
ଉତ୍ତର- ଦାନ୍ତ
ପ୍ରଶ୍ନ-୮: ଡିପଥେରିଆ ରୋଗ ମଣିଷ ର କେଉଁ ଅଙ୍ଗ ରେ ହୁଏ?
ଉତ୍ତର- ଏହା ଏକ ମାରାତ୍ମକ ରୋଗ ଅଟେ; ଯାହାକି ଗଲା ରେ ହୁଏ।
ପ୍ରଶ୍ନ-୯: ଭାରତ ର ସୁଚୀପତ୍ର କାହାକୁ କୁହାଯାଏ?
ଉତ୍ତର- ଭାରତର ମସ୍ତକ ରୂପେ ବିଦିତ ତୁଷାର-ଶୁଭ୍ର ହିମାଳୟ ହେଉଛି ଭାରତର ସୁଚୀପତ୍ର।
ପ୍ରଶ୍ନ-୧୦: ଭାରତ ର କେଉଁ ସହର କୁ ଉଦ୍ୟାନ ମୟୀ ନଗରୀ କୁହାଯାଏ?
ଉତ୍ତର- ଆଧୁନିକୀକରଣ ର ଚରମ ସୀମାରେ ଉପନୀତ “ବାଙ୍ଗାଲୋର” କୁ ଉଦ୍ୟନାମୟୀ ନଗରୀ କୁହାଯାଏ।
ପ୍ରଶ୍ନ-୧୧: ପୁଅମାନେ ପ୍ରତିଦିନ ଏବଂ ଝିଅମାନେ ବର୍ଷ ରେ ଥରେ ପିନ୍ଧନ୍ତି ତାହା କଣ?
ଉତ୍ତର- ଏହା ଏକ କୌତୁହଳ ପ୍ରଶ୍ନ ଏବଂ “ପଇତା” ଏହାର ଉତ୍ତର।
ଉପରୋକ୍ତ କୌତୁହଳ ପୂର୍ଣ୍ଣ ପ୍ରଶ୍ନ ଗୁଡିକ ସାଧାରଣ ଜୀବନ ରେ ବହୁତ ଦରକାର ହୋଇଥାଏ। ଏହା ମନୁଷ୍ୟ ର ଜ୍ଞାନ ର ପରିସର କୁ ଵୃଦ୍ଧି କରିବା ସହିତ ନୂତନ ତଥ୍ୟ ର ସନ୍ଧାନ ଦେଇଥାଏ। ଏହା ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ବହୁତ ସାହାଯ୍ୟ କରିଥାଏ। ସର୍ବୋପରି ଏହି ସାଧାରଣ ଜ୍ଞାନ ର ଅଭାବ କେତେକ କ୍ଷେତ୍ରରେ ଜ୍ଞାନ ର ପରିସର କୁ ସଂକୋଚ କରିବା ସହ ଲଜ୍ଜିତ କରିଥାଏ।
ବର୍ତ୍ତମାନ ଆପଣମାନଙ୍କୁ ଉପରୋକ୍ତ ୧୧ ଟି ପ୍ରଶ୍ନ ଏବଂ ଉତ୍ତର ସମ୍ପର୍କରେ ଅବଗତ କରାଇବା ପରେ ଆପଣମାନଙ୍କ ପାଇଁ ଏକ ସରଳ ପ୍ରଶ୍ନ:
ପ୍ରଶ୍ନ-୧୨:ଭାରତ ର ମସଲା ବଗିଚା କାହାକୁ କୁହାଯାଏ?
ଆଶା କରୁଛି ଆପଣ ମାନେ ନିଶ୍ଚିତ ଏହା କୁ ଚେଷ୍ଟା କରିବେ। ଏବଂ ଏହା ନିଶ୍ଚିତ ଆପଣଙ୍କ ଜ୍ଞାନ ର ପରିସର କୁ ସୁଗମ ତଥା ବିକଶିତ କରିବ। ନିଜ ଜ୍ଞାନ ର ଵୃଦ୍ଧି ଏବଂ ବିକାଶ ଦିଗ ରେ ନିଜକୁ ନିୟୋଜିତ କରିବା ଜୀବନ ରେ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଦ୍ଵିଧା ମତ ର କାରଣ ନାହିଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment