ବନ୍ଧୁଗଣ ୟୁ ଟ୍ୟୁବ ଫେମସ କମେଡିଆନ ରାହୁଲ ଭୋହରା ଙ୍କର ଗତକାଲି କ-ରୋନା ରେ ମୃ-ତ୍ୟୁ ଘଟିଛି l ଆପଣ ୟୁ ଟ୍ୟୁବ ରେ ଆଇରାହୁଲ ଭୋହରା ଙ୍କ ଭିଡ଼ିଓ ତ ନିଶ୍ଚିତ ଭାବେ ଦେଖିଥିବେ l ଜଣେ ବ୍ୟକ୍ତି ଯିଏ କି ନିଜ ପରିଶ୍ରମ ବଦଳ ରେ ନିଜେ ଜଣେ ସଫଳ ତମ ୟୁ ଟ୍ୟୁବର ହୋଇପାରିଥିଲେ ଏବଂ ଭିଡ଼ିଓ ମାଧ୍ୟମରେ ସମସ୍ତଙ୍କୁ ହସାଉଥିଲେ l
ସବୁବେଳେ ସେ ନୂଆ ନୂଆ ଭିଡ଼ିଓ କରି ଦର୍ଶକ ମାନଙ୍କ ମନ କିଣନ୍ତି ଏବଂ ଭିଡ଼ିଓ ରେ ଭିର୍ନ କଳାକାର ଙ୍କ ରୂପରେ ଅନନ୍ୟ ପ୍ରକାର କଳା ପଦର୍ଶନ କରନ୍ତି l ମୃ-ତ୍ୟୁ ବେଳେ ତାଙ୍କୁ 35 ବର୍ଷ ବୟସ ହୋଇଥିଲା ଏବଂ ସେ ସବୁବେଳେ ସୋସିଆଲ ମିଡିଆରେ ଅପଡେଟ ଥିଲେ l ମୃ-ତ୍ୟୁ ପୂର୍ବରୁ ସେ ଏକ ବାର୍ତ୍ତା ସୋସିଆଲ ମିଡିଆରେ ଦେଇଥିଲେ ଯେଉଁଥିରେ ସେ ତାଙ୍କ ଜୀବନର ଶେଷ ମୁହୂର୍ତ୍ତରେ ସଂଘର୍ଷ କରି ଥକି ଯାଇଥିବାର କହିଥିଲେ l
କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଆଉ ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ସେ ତାଙ୍କ ପ୍ରତି ହେଇଥିବ ଅବହେଳା କୁ ସମସ୍ତଙ୍କ ଆଗରେ ଖୋଲି ସରକାର ଙ୍କ ମୁଁହରେ ଚାପୁଡା ମାରିଛନ୍ତି l ରାହୁଲ ଙ୍କ ଟ୍ରିଟମେଣ୍ଟ ଠିକ ଭାବେ ହେଉନଥିବାର ସେ ଭିଡ଼ିଓ ମାଧ୍ୟମରେ କହିଥିଲେ l ଏବଂ ମେଡ଼ିକାଲ ଷ୍ଟାଫ ମାନଙ୍କୁ ଡ଼ାକିବ ସତ୍ୱେ ମଧ୍ୟ ଶୁଣୁନଥିଲେ କେହି l
ତାଙ୍କ ସିଲିଣ୍ଡର ରେ ଅମ୍ଳଜାନ ବିଲକୁଲ ମଧ୍ୟ ନଥିଲା ବୋଲି ଜଣାଇଥିଲେ ରାହୁଲ l ଏବଂ କହିଥିଲେ ତାଙ୍କୁ ବହୁତ କଷ୍ଟ ହେଉଛି ଏବଂ କେହି ତାଙ୍କ କଥା ଶୁଣୁ ନାହାନ୍ତି l ଶେଷ ସମୟରେ ଏହି ଭିଡ଼ିଓ କରି ରାହୁଲ କହିଯାଇଥିଲେ ତାଙ୍କପ୍ରତି ଅନ୍ୟାୟ ହୋଇଥିବା କଥା ଯେଉଁଥିରେ ତାଙ୍କୁ ସମ୍ପୂର୍ଣ୍ଣ ଅବହେଳା କରାଯାଇଥିଲା ଯାହାଫଳରେ ସେ ଆଜି ଦୁନିଆ ଛାଡି ଚାଲି ଯାଇଛନ୍ତି l
ତାଙ୍କ ପତ୍ନୀ ଏହି ଭିଡ଼ିଓ କୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ଏବଂ ରାହୁଲ ଙ୍କୁ ନ୍ୟାୟ ଦେବାପାଇଁ ଗୁହାରି କରିଛନ୍ତି ଏବଂ କହିଛନ୍ତି ଆଉ କୌଣସି ବ୍ୟକ୍ତିଙ୍କର ଏପରି ମୃ-ତ୍ୟୁ ନହେଉ ଯେମିତି ରାହୁଲ ଅବହେଳିତ ହୋଇ ମୃ-ତ୍ୟୁ ବରଣ କଲେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment