Press "Enter" to skip to content

ବିବାହ ରେଖାରୁ ଜାଣନ୍ତୁ କାହା ସହ ବିବାହ କରିବେ Love ନା Arrange ମ୍ୟାରେଜ ହେବ

ନମସ୍କାର ସାଙ୍ଗମାନେ।ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ହସ୍ତରେଖା ମାଧ୍ୟମରେ କିପରି ଜାଣିବା ଆପଣଙ୍କ ବିବାହ କେଉଁଠାରେ କେବେ ଏବଂ କେଉଁପରିସ୍ଥିତିରେ ହେବ?ଏବଂ କିପରି ହେବ ଆପଣଙ୍କ ଜୀବନ ସାଥି?ଏହି ସବୁ ପ୍ରଶ୍ନର ଉତ୍ତର ଆଜି ଆପଣଙ୍କୁ ମିଳିବ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପଢ଼ନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

ଏଥିପାଇଁ ପ୍ରଥମେ ଆପଣଙ୍କୁ ନିଜର ଡାହାଣ ହାତକୁ ସିଧା କରି ଦେଖିବାକୁ ପଡିବ।ଆପଣ ପୁଅ ହୁଅନ୍ତୁ କିମ୍ବା ଝିଅ ଆପଣଙ୍କୁ ନିଜ ଡାହାଣ ହାତ ସିଧା କରି ଦେଖିବା ଉଚିତ।ଏବଂ ଯେଉଁମାନେ ଲେଖିବାରେ କିମ୍ବା ଅନ୍ୟସବୁ କାମରେ ନିଜର ବାମ ହାତ ବ୍ୟବହାର କରନ୍ତି ସେମାନେ ନିଜର ବାମ ହାତ ଦେଖନ୍ତୁ।

ଏବଂ ହାତର ସବୁଠାରୁ ଛୋଟ ଆଙ୍ଗୁଠି ତଳେ ଯେଉଁ ରେଖା ଅଛି ତାହାକୁ ବୁଧ ପର୍ବତ କୁହାଯାଏ।ଏବଂ ତାହାର ତଳ ରେଖାକୁ ହୃଦୟ ରେଖା କୁହାଯାଏ।ମୁଖ୍ୟ ରୂପରେ ବୁଧ ପର୍ବତ ଉପରେ ଯେଉଁ ରେଖା ଅଛି ତାହା ହେଉଛି ବିବାହ ରେଖା।ଯଦି ଆପଣଙ୍କ ବୁଧ ପର୍ବତର ପାର୍ଶ୍ୱ ଅଳ୍ପ ବାହାରକୁ ଅଛି ତେବେ ଏହା ଶୁଭ ହୋଇଥାଏ।ଏବଂ ଯଦି ଏହା ଦବିକରି ଥାଏ ତେବେ ବିବାହରେ ଅସୁବିଧା ଆସିଥାଏ।

ବିବାହ ରେଖା ଯେତେ ହୃଦୟରେଖାର ପାଖରେ ଥାଏ ସେତେ ଜଲଦି ଆପଣଙ୍କ ବିବାହ ହେବ।ଏବଂ ଯଦି ଏହି ରେଖା ବିଲକୁଲ ମଝିରେ ଥାଏ ତେବେ ୨୫ ବର୍ଷ ବୟସରେ ଆପଣଙ୍କ ବିବାହ ହେବ।ଏବଂ ଏହି ବିବାହ ରେଖା ଯେତେ ଛୋଟ ଆଙ୍ଗୁଠି ଆଡ଼କୁ ଥିବ ସେତେ ଡେରିରେ ଆପଣଙ୍କ ବିବାହ ହେବ।

ଯଦି ଆପଣଙ୍କ ହାତରେ ବିବାହ ରେଖା ସ୍ଥାନରେ ଦୁଇ କିମ୍ବା ଅଧିକ ରେଖା ଥାଏ ତେବେ ଯେଉଁ ରେଖା ସବୁଠାରୁ ଗଭୀର ଏବଂ ଲମ୍ବା ହୋଇଥାଏ ତାହା ବିବାହ ରେଖା ହୋଇଥାଏ।ବିବାହ ରେଖା ଯେତେ ଗଭୀର ସ୍ପଷ୍ଟ ଏବଂ ସିଧା ହୋଇଥାଏ ଆପଣଙ୍କ ପାଟନର ସେତେ ଭଲ ହୋଇଥାଏ।

ଯଦି ବିବାହ ରେଖା ହୃଦୟ ରେଖା ଆଡ଼କୁ ଯାଇଥାଏ ତେବେ ଏହିପରି ବ୍ୟକ୍ତି ବହୁତ ଜଲ୍ଦି କାହା ଆଡ଼କୁ ଆକର୍ଷିତ ହୋଇଥାଏ।ଏବଂ ଯଦି ଏହି ରେଖା ଉପରକୁ ରହିଥାଏ ତେବେ ଏହିଭଳି ବ୍ୟକ୍ତିଙ୍କ ମନ ସାଂସାରିକ ଜୀବନରୁ ବିରକ୍ତି ଆଡ଼କୁ ରହିଥାଏ।

ଏବଂ ଯଦି ଆପଣ ଦୁଇ ହାତ ମିଳିବା ପରେ ଏକ ଚନ୍ଦ୍ର ଆକୃତିର ହୃଦୟ ରେଖା ବନିଥାଏ ତେବେ ଆପଣଙ୍କୁ ବହୁତ ସୁନ୍ଦର,ଆପଣ ଚାହୁଁଥିବା ଜୀବନସାଥି ଆପଣଙ୍କୁ ମିଳିଥାଏ।ଯଦି ଆପଣଙ୍କ ବିବାହ ରେଖା ଅଧିକ ଲମ୍ବିଥାଏ ତେବେ ଆପଣଙ୍କ ପାଟନର ବହୁତ ପ୍ରଭାବଶାଳୀ ବ୍ୟକ୍ତି ହୋଇଥାଏ।

ଯଦି ବିବାହ ରେଖା ଦୁଇ ଭାଗରେ ଥାଏ ଏବଂ ଆଗକୁ ଯାଇ ଏକ ରେଖା ହୋଇଥାଏ ତେବେ ଏହା ସୂଚାଇଥାଏ ଯେ ଆପଣଙ୍କ ପାଟନର ଏକ ଅଲଗା କଲଚର,ଅଲଗା ଜାତିର ହୋଇଥାଏ।ଏବଂ ଯଦି ବିବାହ ରେଖା ଗୋଟିଏ ଲାଇନରୁ ଆରମ୍ଭ ହୋଇ ପରେ ଦୁଇ ଭାଗରେ ବାଣ୍ଟିହୋଇଯାଇଥାଏ ତେବେ ଏହା ଦର୍ଶାଇଥାଏଯେ ଆପଣଙ୍କ ବିବାହର ପ୍ରଥମେ ଭଲ ରହିବ କିଛି ବର୍ଷ ଭଲ ବିତିବ କିନ୍ତୁ ପରେ ଅସୁବିଧା ହୋଇପାରେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.