Press "Enter" to skip to content

ବିଜୟ ମହାନ୍ତି ଙ୍କୁ ଝୁରି ଝୁରି ଶେଷ ନିଶ୍ୱାସ ତ୍ୟାଗ କଲେ ତାଙ୍କ ମା -Breaking news

ବନ୍ଧୁଗଣ ବିଜୟୀ ମହାନ୍ତି ଙ୍କୁ ତ ଆପଣ ବେଶ ଭଲ ଭାବେ ଜାଣିଥିବେ l ବିଜୟ ମହାନ୍ତି ଓଡ଼ିଶାର ସୁନାମ ଧନ୍ୟ କଳାକାର ଥିଲେ ଏବଂ ସମସ୍ତଙ୍କୁ ନିଜର କଳା ପଦର୍ଶନ କରି ସମସ୍ତ କ୍ଷେତ୍ରରେ ଲୋକପ୍ରିୟ ହୋଇପାରିଥିଲେ l

ବିଜୟ ମହାନ୍ତି ଙ୍କୁ ଅଲିଉଡ ର ଭେଟେଟାନ ଅଭିନେତା କୁହାଯାଏ l ବିଜୟ ମହାନ୍ତି ଗତବର୍ଷ ଜୁଲାଇ ମାସରେ ଦେହତ୍ୟାଗ କରିଥିଲେ l ତାଙ୍କ ମୃ-ତ୍ୟୁ ପରେ ଅଲିଉଡ ଜଗତ କୁ ଶକ୍ତ ଧକା ଲାଗିଥିଲା ଏବଂ ସମସ୍ତେ ବିଜୟ ମହାନ୍ତି ଙ୍କୁ ଗରାଇ ଗଭୀର ଭାବରେ ମର୍ମାହତ ହୋଇଥିଲେ l

ପୁଅ ବିଜୟ ମହାନ୍ତି ଙ୍କୁ ଝୁରି ଝୁରି ଆଖି ବୁଜିଲେ ମା l ମା ଙ୍କ ନାମ ଶାନ୍ତିଲତା ମହାନ୍ତି l ଶାନ୍ତିଲତା ସାନ ପୁଅ ଅଜୟ ମହାନ୍ତି ଙ୍କ ଘରେ ରହି ଅସୁଥିଲେ l ରେମୁଣା ଅଚ୍ୟୁତ ପୁରଠାରେ ତାଙ୍କର ଦେହାନ୍ତ ହୋଇଛି ଏବଂ ଅଚ୍ୟୁତ ପୁର ରେ ହିଁ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ ହୋଇଛି l

ମୃ-ତ୍ୟୁ ବେଳେ ତାଙ୍କୁ 96 ବର୍ଷ ହୋଇଥିଲା l ସେ ଦୀର୍ଘଦିନ ଧରୀ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ଥିଲେ l କିଛିଦିନ ପୂର୍ବରୁ ସେ ଡାକ୍ତରଖାନା ରୁ ଚିକିତ୍ସିତ ହୋଇ ଫେରିଥିଲେ l ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲ ରେ ଭର୍ତି କରାଯାଇଥିଲା l

ସାନ ପୁଅ ତଥା ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଅଜୟ ମହାନ୍ତି ବଡ଼ ଝିଅ ସୁସ୍ମିତା ପଟନାୟକ ସାନ ଝିଅ ସୁଜାତା ଦାସ ଙ୍କ ସହ ସମସ୍ତ ପରିବାର ତାଙ୍କ ଶେଷ କୃତ୍ୟ ବେଳେ ଉପସ୍ଥିତ ଥିଲେ l ବିଜୟ ଙ୍କ ମୃ-ତ୍ୟୁ ପରେ ତାଙ୍କ ମା ମାନସିକ ସ୍ତର ରେ ଭାଙ୍ଗି ପଡ଼ିଥିଲେ ଏବଂ ସବୁବେଳେ ବିଜୟ ଙ୍କୁ ଝୁରୁଥିଲେ l ଶାନ୍ତିଲତା ଙ୍କ ବିୟୋଗ ରେ ଅଲିଉଡ ତଥା ସିନେ ଅଭିନେତା ମାନେ ଦୁଃଖ ପ୍ରକାଶ କରିଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.