ନମସ୍କାର ସାଙ୍ଗମାନେ ଆଜି ଆମେ ଏହି ଆର୍ଟିକିଲରେ ଜାଣିବା ଏହି ଲକଡାଉନରେ ଘଟିଥିବା ଏକ ବିଶେଷ ଘଟଣା ଉପରେ।ଆପଣଙ୍କୁ ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।
ଲକ ଡାଉନ ସମୟରେ ଅନେକ ବିବାହର ଦୃଶ୍ୟ ଆପଣ ଦେଖିଲେଣି ଏବଂ ଶୁଣିଲେଣି।ଏହି ସମୟରେ ଅନେକ ବିବାହ ମଜେଦାର ମଧ୍ୟ ଲାଗୁଛି।ଆଜି ଯେଉଁ ବିବାହ ବିଷୟରେ ଏଠାରେ ଆମେ ଜଣାଇବାକୁ ଯାଉଛୁ ତାହା ସମ୍ପୂର୍ଣ୍ଣ ନିଆରା।
ବାଜା ବାଜିଲା, ବର ବଧୁ ବସିଲେ ବିବାହ ମଣ୍ଡପରେ ସବୁ କିଛି ଠିକ ଚାଲିଥିଲା।ହେଲେ ବିଭା ହୋଇ ଅଟୋରେ ଶାଶୁ ଘରକୁ ଫେରୁଥିବା ସମୟରେ ବୋହୁ ଅଧା ରାସ୍ତାରୁ ଗୟାବ ହୋଇଗଲା।ବିହାରରେ ଲକଡାଉନ ବିବାହର ଫୁଲ ଫାଏଦା ଉଠାଇନେଲେ କନ୍ୟା ଜଣକ ବର ଆଖି ଆଗରୁ ପତ୍ନୀଙ୍କୁ ଉଠାଇନେଲା ପ୍ରେମିକ।
୫ମେ ରେ ଏପରି କିଛି ଘଟିଗଲା ବର ସହ ସେ ପୁଣିଥରେ ବିବାହ କରିବାକୁ ଡ଼ରିଯିବ।ବିବାହର ନାମ ଶୁଣିଲେ ଛାନିଆ ହୋଇଯିବ।ପତ୍ନୀଙ୍କୁ ଘରକୁ ଆଣିବାପାଇଁ ସେ ବହୁତ ଖୁସି ଥିଲେ।ଏବଂ ସେପଟେ ବରର ପରିବାର ମଧ୍ୟ ଚାହିଁକି ବସିଥିଲେ ବୋହୁର ସ୍ୱାଗତ ପାଇଁ।
ହେଲେ ବୋହୁ ନିଜ ପ୍ରେମିକ ସହ ଯିବାର କଥା ଶୁଣି ସମସ୍ତିଙ୍କର ହୋସ ଉଡ଼ିଗଲା।୨୧ ଏପ୍ରିଲରେ ଉଭୟଙ୍କ ବିବାହ ରୀତିନୀତି ଅନୁସାରେ ହୋଇଥିଲା।ମଦନପୁରର ଚନ୍ଦନଙ୍କ ସହ ବାଲୁଗଞ୍ଜର ଶ୍ୱେତାକୁମାରୀଙ୍କ ସହ ବିବାହ ହୋଇଥିଲା।ବିବାହ ପରେ ଶ୍ୱେତା ଶାଶୁଘରକୁ ମଧ୍ୟ ଗଲେ।
କିଛି ଦିନ ସେଠାରେ ରହିଲେ ଏବଂ ପୁଣି ପ୍ରଥା ଅନୁଯାୟୀ କିଛିଦିନ ବାପ ଘରକୁ ଆସିଲେ ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ବାପ ଘରୁ ବିଦାୟ ହୋଇ ଅଟୋରେ ବସି ଫେରୁଥିଲେ ସେ ସ୍ୱାମୀଙ୍କ ସହ ହେଲେ ସେହି ଅଟୋକୁ ପିଛା କରୁଥିଲେ ପ୍ରେମିକ।ଯାହା ଜାଣିନଥିଲେ ସ୍ୱାମୀ ଜଣକ।
ସୁଯୋଗ ଦେଖି ଶ୍ୱେତାକୁ ନେଇ ଫେରାର ହୋଇଗଲେ ପ୍ରେମିକ ଜଣକ।ସଙ୍ଗେସଙ୍ଗେ ତାଙ୍କ ସ୍ୱମୀ ଚନ୍ଦନ କିଛି ବୁଝିପାରିଲେନାହିଁ।ହେଲେ ପରେ ବୁଝିଯାଇଥିଲେ ତାଙ୍କ ପତ୍ନୀ ନିଜ ପ୍ରେମିକ ସହ ପଳାଇଗଲେ।ଖୋଜିବାକୁ ଆଉ ସାହସ ମଧ୍ୟ କରିପାରୁନାହାନ୍ତି କେହି।କାରଣ ଲକଡାଉନରେ କେମିତି ବହାରିବେ?ତେଣୁ ସେମାନେ ପୋଲିସର ସାହାଯ୍ୟ ନେଇଛନ୍ତି।
ପତ୍ନୀ ଅଧା ରାସ୍ତାରେ ସିଭଗଞ୍ଜ ପେଟ୍ରୋଲପମ୍ପ ସାମ୍ନାରେ ସ୍ୱମୀଙ୍କୁ କହିଥଲେ ବାଥରୁମ ଯିବେବୋଲି ପରେ ସ୍ୱମୀଙ୍କ ଅଟୋରୁ ଓଲ୍ହାଇ ପ୍ରେମି ଆଣିଥିବା ଅଟୋରେ ବସି ଛୁ ମାରିଲେ।ଏବେ ଏହି ସ୍ୱମୀ ଜଣକ ପୋଲିସରେ ଅବିଯୋଗ କରିଛନ୍ତି।ପୋଲିସ ଚନ୍ଦନଙ୍କ ପତ୍ନୀଙ୍କୁ ଖୋଜିବା ଆରମ୍ଭ କରିଛି।ସାଙ୍ଗମାନେ କୌଣସି ଫିଲ୍ମ ଠାରୁ କମ ନୁହେଁ ଏହି ଲକଡାଉନର ସ୍ତ୍ରୀ ଫେରାର କାହାଣୀ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment