ବନ୍ଧୁଗଣ ଆପଣ ୟୁ ଟ୍ୟୁବ ରେ ଆଇରାହୁଲ ଭୋହରା ଙ୍କ ଭିଡ଼ିଓ ତ ନିଶ୍ଚିତ ଭାବେ ଦେଖିଥିବେ l ଜଣେ ବ୍ୟକ୍ତି ଯିଏ କି ନିଜ ପରିଶ୍ରମ ବଦଳ ରେ ନିଜେ ଜଣେ ସଫଳ ତମ ୟୁ ଟ୍ୟୁବର ହୋଇପାରିଥିଲେ ଏବଂ ଭିଡ଼ିଓ ମାଧ୍ୟମରେ ସମସ୍ତଙ୍କୁ ହସାଉଥିଲେ l ସବୁବେଳେ ସେ ନୂଆ ନୂଆ ଭିଡ଼ିଓ କରି ଦର୍ଶକ ମାନଙ୍କ ମନ କିଣନ୍ତି ଏବଂ ଭିଡ଼ିଓ ରେ ଭିର୍ନ କଳାକାର ଙ୍କ ରୂପରେ ଅନନ୍ୟ ପ୍ରକାର କଳା ପଦର୍ଶନ କରନ୍ତି l
ମୃ-ତ୍ୟୁ ବେଳେ ତାଙ୍କୁ 35 ବର୍ଷ ବୟସ ହୋଇଥିଲା ଏବଂ ସେ ସବୁବେଳେ ସୋସିଆଲ ମିଡିଆରେ ଅପଡେଟ ଥିଲେ l ମୃ-ତ୍ୟୁ ପୂର୍ବରୁ ସେ ଏକ ବାର୍ତ୍ତା ସୋସିଆଲ ମିଡିଆରେ ଦେଇଥିଲେ ଯେଉଁଥିରେ ସେ ତାଙ୍କ ଜୀବନର ଶେଷ ମୁହୂର୍ତ୍ତରେ ସଂଘର୍ଷ କରି ଥକି ଯାଇଥିବାର କହିଥିଲେ l
ଏବଂ କହିଥିଲେ ଯଦି ତାଙ୍କୁ ମଧ୍ୟ ଭଲ ଟ୍ରିଟମେଣ୍ଟ ମିଳିଥାନ୍ତା ସେ ମଧ୍ୟ ବଞ୍ଚି ଯାଇଥାନ୍ତେ l ସେ କ-ରୋନା ରେ ସଂକ୍ରମିତ ହୋଇ ଦିଲ୍ଲୀ ସ୍ଥିତ ଦ୍ଵାରକା ଆୟୁଷ୍ମାନ ହସ୍ପିଟାଲ ରେ ଆଜି ସକାଳେ 6 : 30 ରେ ମୃତ୍ୟୁ ବରଣ କରିଛନ୍ତି l ସେ ସୋସିଆଲ ମିଡିଆରେ ତାଙ୍କର ଅମ୍ଳଜାନ ସ୍ତର କମିଯାଇଥିବାର ଜଣାଇଥିଲେ ଏବଂ ଯେତେବେଳେ ସେ ସଠିକ ଟ୍ରିଟମେଣ୍ଟ ପାଇପାରୁନଥିଲେ ସେ ତାଙ୍କ କଷ୍ଟ କୁ ତଙ୍କ ଫେସବୁକ ଆକାଉଣ୍ଟ ରେ ସେଆର କରିଥିଲେ l
ତାଙ୍କର 4 ଦିନ ହେବ ଦେହ ଅତ୍ୟନ୍ତ ଖରାପ ଥିବାବେଳେ କୌଣସି ବିକାଶ ଦେଖିହକୁ ମିଳିନଥିଲା ଏବଂ ସେ ସୋସିଆଲ ମିଡିଆରେ କୋଉଠରେ ଅମ୍ଳଜାଜ ବେଡ଼ ଖାଲି ଥିବା ବିଷୟରେ ପଚାରିଥିଲେ l ତାଙ୍କୁ ସମସ୍ତେ ସାନ୍ତ୍ୱନା ଦେବା ସହ ତାଙ୍କ ଶୁଭ କାମନା ପାଇଁ ତାଙ୍କୁ କମେଣ୍ଟ ବକ୍ସ ରେ ସାହସ ଯୋଗାଇଥିଲେ l ମାତ୍ର ଦୁଃଖ ର ବିଷୟ ଆଜି ସକାଳୁ ସେ ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲି ଯାଇଛନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment