ଆଜିକାଲି କରୋନାର ପ୍ରଭାବ ଚାରିଆଡେ ବଢ଼ିଗଲାଣି।ଅନେକ ସ୍ଥାନରେ ଲକ ଡାଉନ ଏବଂ ସଟ ଡାଉନ କରାଯାଉଛି।ଏବଂ ଅନେକ ଲୋକ ଲକ ଡାଉନ ଯୋଗୁ ଘରୁ ବାହାରକୁ ଯାଇପାରୁନାହାନ୍ତି।ଏବଂ ସେମାନେ ଏଥିପାଇଁ ଫିଲ୍ମ ଦେଖିବା,ସାଙ୍ଗମାନଙ୍କ ସହ ଭିଡିଓ କଲରେ କଥା ହେବା ଆଦି କାମ କରୁଛନ୍ତି।
କେବଳ ଏତିକି ନୁହେଁ ଏବେ ସବୁ ସ୍କୁଲ ଏବଂ କଲେଜର କ୍ଲାସ ମଧ୍ୟ ଅନଲାଇନ ମଧ୍ୟରେ କରାଯାଉଛି।ଚାକିରି ପାଇଁ ଇଣ୍ଟରଭିଉ ମଧ୍ୟ ଅନଲାଇନ ମାଧ୍ୟମରେ ନିଆ ଯାଉଛି।ଏବଂ ଏହିଭଳି ଅଭିନେତା ଏବଂ ଅବିନେତ୍ରି ମାନେ ମଧ୍ୟ ନିଜ ଫ୍ୟାନ ମାନଙ୍କ ପାଇଁ ଭିଡିଓ କଲ ମାଧ୍ୟମରେ ଲାଇଭ ଆସୁଛନ୍ତି ଏବଂ ଏହା ମାଧ୍ୟମରେ ମନୋରଞ୍ଜନ କରୁଛନ୍ତି।ତେବେ ଏହି ଆର୍ଟିକିଲରେ ଆମେ ଏହିପରି ଦୁଇଜଣ ଫେମସ କଳାକାରଙ୍କ ମଧ୍ୟରେ ହୋଇଥିବା ଲାଇଭ ଭିଡିଓ କଲ ବିଷୟରେ ଜାଣିବା।
ନମସ୍କାର ସାଙ୍ଗମାନେ।ଆଜି ଆମେ ଏହି ଆର୍ଟିକିଲରେ ଅନ୍ତରା ଚକ୍ରବର୍ତ୍ତୀଙ୍କ ଏବଂ ସ୍ଵୟଂଙ୍କ ଭିତରେ ହୋଇଥିବା ଏକ ଭିଡିଓ କଲ ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।
ତେବେ ଆସନ୍ତୁ ଆରମ୍ଭ କରିବା।ଏଠାରେ ପ୍ରଥମେ ଫ୍ୟାନଙ୍କ ଦ୍ଵାରା ଅନ୍ତରାଙ୍କୁ ପଚରାଗଲା ଯଦି ସ୍ୱୟଂ ପାଢ଼ୀଙ୍କ ବିବାହ ହୋଇନଥାନ୍ତା ଏବଂ ସେ ତୁମକୁ ପ୍ରପୋଜ କରିଥାନ୍ତେ ତେବେ ତୁମର ଉତ୍ତର କଣ ହୋଇଥାନ୍ତା?ସେ ଏଠାରେ ଉତ୍ତର ଦେଇଥିଲେ ସେ ନା କହିଥାନ୍ତେ କାରଣ ତାଙ୍କର ସେତେବେଳେ ବିବାହ ସିନା ହୋଇନଥିଲା କିନ୍ତୁ ସେ ଇପ୍ସିତାଙ୍କ ସହିତ ରିଲେସନସିପରେ ଥିଲେ।
ଏଠାରେ ତାଙ୍କର ଏହି ଭିଡିଓ କଲରେ କଥାବାର୍ତ୍ତା ଚାଲୁଥିବା ସମୟରେ ତାଙ୍କୁ କମେଣ୍ଟରେ ଜଣେ ପଚାରିଥିଲେ ତମେ ବଙ୍ଗାଳି ହୋଇ ଓଡିଶାରେ ରହୁଛ ଏବଂ ଏବଂ ମୁଁ ଓଡ଼ିଆ ହୋଇ କଲକତାରେ ରୁହେ।ଏବଂ ଏହାର ଉତ୍ତରରେ ସେ ବହୁତ ଭଲ ବୋଲି କହିଥିଲେ।ଏବଂ ଫ୍ୟାନଙ୍କ କହିବା ଅନୁସାରେ ସେ ଏଠାରେ ଗୀତ ମଧ୍ୟ ଗାଇଛନ୍ତି।ଏବଂ ଏହି ଗୀତର ପ୍ରଶଂସା ମଧ୍ୟ କରିଛନ୍ତି ଫ୍ୟାନ ମାନେ।
ଏବଂ ସେହି କଥା ଚାଲିଥିବା ସମୟରେ ଜଣେ ଫ୍ୟାନ ଯେତେବେଳେ ପଚାରିଥିଲେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅନ୍ତରାଙ୍କ ମ୍ୟାରେଜ କରାଯିବ ବୋଲି ତାହାର ଉତ୍ତରରେ ଅନ୍ତରା କହିଥିଲେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ସମସ୍ତେ ମ୍ୟାରେଜ କରିସାରିଛନ୍ତି।
ଏବଂ ସ୍ୱୟଂଙ୍କୁ ଯେବେ ପଚରାଯାଇଥିଲା ସେ କେଉଁ କମ୍ପାନୀରେ ଚାକିରୀ କରିଛନ୍ତି ବୋଲି?ସେ ଏଠାରେ କହିଥିଲେ ସେ ଟି-ସି-ଏସ କମ୍ପାନୀରେ ଚାକିରୀ କରିଛନ୍ତି।ଏବଂ ଏହାପରେ ସେ ତାଙ୍କ ଫ୍ୟାନ ମାନଙ୍କ ସହିତ ବହୁତ ମଜା ମସ୍ତି କରିଥିଲେ ଏବଂ ଉଭୟ ମିଶି ଗୀତ ମଧ୍ୟ ଗାଈଥିଲେ।ଅନେକ ଫ୍ୟାନ କମେଣ୍ଟ ପଚାରିବା ସ୍ଥାନରେ ଅନେକ ପ୍ରଶ୍ନ ପଚାରିଥିଲେ ଏବଂ ସେମାନେ ତାହାର ଉତ୍ତର ମଧ୍ୟ ଦେଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment