ବିବାହ ଶୁଭ କାର୍ଯ୍ୟକୁ ଯାଉଥିବା ବେଳେ ବରର ଗାଡିକୁ ଟକର ମରିଲା ଟ୍ରକ l ଅଳ୍ପକେ ବଂଚିଗଲେ ଯାତ୍ରୀ ଏବଂ ବର l ଏହିଭଳି ଅଭାବନୀୟ ଘଟଣା ଘଟି ଯାଇଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ମାଣ୍ଡୁକା ଛକ ନିକଟରେ l ମାଣ୍ଡୁକା ଛକରେ ବର ଯାଉଥିବା ଗାଡି କୁ ଜୋରେ ଟ୍ରକ ଟି ବାଡେଇଲା ପରେ ବର ଗାଡିଟି ଏକ ଗଛରେ ବାଡେ଼ଇହୋଇ ଯାଇଥିଲା ଏବଂ ଗଛରେ ପିଟିହୋଇ ଚାପି ହୋଇ ରହିଥିଲା l
ବର ସହ ଅନ୍ୟ ଯାତ୍ରୀ ମାନେ ଚାପି ହୋଇ ରହିଥିଲେ l ଏବଂ ସ୍ଥାନୀୟ ଲୋକଙ୍କ ସହାୟତା ରେ ବର ଏବଂ ଅନ୍ୟାନ୍ୟ ଯାତ୍ରୀ ମାନଙ୍କୁ କାର ରୁ ଉଦ୍ଧାର କରାଯାଇଥିଲା l ଏହା ସ୍ଥାନୀୟ ଲୋକଙ୍କ ପାଇଁ ବହୁତ କଷ୍ଟକର ହୋଇଥିଲେ ମଧ୍ୟ ହାର ମଣିନଥିଲେ ଲୋକ l ସମସ୍ତେ ଏକଜୁଟ ହୋଇ ରକ୍ଷା କଲେ ବର ଏବଂ ଯାତ୍ରୀ ଙ୍କ ଜୀବନ l
ବର ଗାଡିଟି ବାଲିଚନ୍ଦ୍ରପୁର ଠାରୁ ଚୌଦ୍ୱାର ଅଭିମୁଖେ ଯାଉଥିବା ବେଳେ ମାଣ୍ଡୁକା ଛକ ନିକଟରେ ଘଟି ଯାଇଛି ଏପରୀ ଅଘଟଣ l ଟ୍ରକ ଡ୍ରାଇଭର ଙ୍କ ଅସାବଧାନତା ପାଇଁ ଏହିପରି ଘଟଣା ଟି ଘଟିଯାଇଛି l ବର ଗାଡିଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର ଏବଂ ଯାତ୍ରୀ ମାନଙ୍କୁ ଆଉ ଏକ ଗାଡି ରେ ପଠାଇ ଦିଆଯାଇଛି l
ଘଟଣା ସ୍ଥଳ ରେ ବାଲିଚନ୍ଦ୍ରପୁର ପୋଲିସ ଆସି ତଦନ୍ତ କରିବା ସହ ପ୍ରକୃତ ଘଟଣା ର ଛାନବିନ ଆରମ୍ଭ କରିଛି l ତେବେ କିପରି ସାମାନ୍ୟ ଅସାବଧାନତା ସହ ଏହି ଘଟଣା ଟି ଘଟି ଯାଇଛି ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭର ଙ୍କୁ ଗାଳି ଦେବାସହ ବର ଏବଂ ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ
Be First to Comment