Press "Enter" to skip to content

ବୋହୁ ପିଟି ପିଟି ହ-ତ୍ୟାକଲା ଶଶୁର ଙ୍କୁ ଏହି କାରଣରୁ କଲା ହ-ତ୍ୟା-breking news

ବୋହୁ ଘରର ଲକ୍ଷ୍ମୀ ହୋଇଥାଏ ଏବଂ ସେ ଶାଶୁଘରେ ସର୍ବଦା ସମସ୍ତଙ୍କ ଯତ୍ନ ନେଇଥାଏ ଏ ପ୍ରଥା ଯୁଗ ଯୁଗ ରୁ ରହି ଆସିଛି l ନାରୀ ଚାହିଁଲେ ଘରକୁ ସ୍ୱର୍ଗ କରିପାରେ ଏବଂ ନାରୀ ଚାହିଁଲେ ଘରକୁ ନର୍କ ମଧ୍ୟ କରିପାରେ l ଆଜିର ଘଟଣା ଟି ଅତ୍ୟନ୍ତ ଲଜ୍ୟାଜନକ ହେଲେବି ଘଟଣା ଟି ସମ୍ପୂର୍ଣ୍ଣ ରୂପେ ସତ l

ଆଜ୍ଞା ହଁ ଜଣେ ବୋହୁ ତାଙ୍କ ଶଶୁର ଙ୍କୁ ହ-ତ୍ୟା କରିଛି ସେ ପୁଣି ଅତି ନିର୍ଦୟ ଭାବରେ l ପାରିବାରିକ କଳାହାରୁ ବୋହୁ ପାଲଟିଗଲା ନୁରସଂସ ଏବଂ ଘଟାଇଲା ଜଘନ୍ୟ ଅପରାଧ l ସୋଇଥିବା ଅବସ୍ଥାରେ ଶଶୁରଙ୍କୁ କୌଣସି ଏକ ଓଜନିଆ ଜିନିଷରେ ପିଟିଦେଲା ବୋହୁ l ଏବଂ ଅଚେତ ହେବା ପରେ ପିଟି ପିଟି ହତ୍ୟା କଲା ବାପ ସମାନ ଶଶୁର ଙ୍କୁ l

ଏ କଥା ଖୋଦ ମୃ-ତକ ଙ୍କ ଝିଅ ପ୍ରକାଶ କରିଛନ୍ତି l ଯେ ମୋ ଭାଉଜ ମୋ ବାପ ଙ୍କୁ ହ-ତ୍ୟା କରିଛନ୍ତି l ଆଗରୁ ମଧ୍ୟ ଭାଉଜ ତାଙ୍କ ବାପାଙ୍କୁ ବାଡେଇବା ପାଇଁ ଅନେକ ଥର ଉଠି ଆଶନ୍ତି ବୋଲି କହିଛନ୍ତି ଝିଅ l ଏମିତି କି ଝିଅ କୁ ମଧ୍ୟ ଘରେ ରଖେଇ ଦେଲେନି 10 ମ ଶ୍ରେଣୀ ପରୀକ୍ଷା ପରେ ତାଙ୍କୁ ତାଙ୍କ ମାଉସୀ ଘରକୁ ପଠେଇ ଦେଇଥିଲେ l

ତାଙ୍କ ଦେହ ଖରାପ ଥିବା ହେତୁ 3ଦିନ ପୂର୍ବରୁ ତାଙ୍କ ବାପା ତାଙ୍କୁ ଦେଖିବାକୁ ଯାଇଥିଲେ ମଧ୍ୟ l ଏବଂ କାଲି ରାତିରେ କଳହ କାରଣରୁ ବୃଦ୍ଧ ଶଶୁର ଙ୍କ ଉପରକୁ ଭାତ ଫୋପାଡ଼ିଥିଲେ ଏବଂ ତାଙ୍କୁ ଖାଇବାକୁ ଦେଇନଥିଲେ l ତା ପରେ ସୋଇଥିବା ସମୟରେ ବୋହୁ ତାଙ୍କୁ ପିଟି ପିଟି ନିର୍ଦ୍ୱୟ ଭାବରେ ହ-ତ୍ୟା କରିଛନ୍ତି l

ସବୁଦିନ ସକାଳୁ ଭାଉଜ ତାଙ୍କର 8-9 ଟାରେ ଡାକିବାରୁ ଉଠନ୍ତି ବୋଲି କହିଛନ୍ତି ଝିଅ l କିନ୍ତୁ ଆଜି ସକାଳୁ ଭାଉଜ 5 ଟାରୁ ଉଠି ତାଙ୍କୁ ଫୋନ କରି କହିଥିଲେ ବାପାଙ୍କୁ କିଏ ମାରି ଦେଇଛି l କେନ୍ଦ୍ରାପଡ଼ା ଜିଲ୍ଲା ର ରିଘାପଡା ଗାଁ ରେ ଘଟିଯାଇଥିଵା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି l

ମୃ-ତକ ହେଉଛନ୍ତି ଶ୍ରୀନିବାସ ଦେହୁରୀଆ l ଛୋଟ ଛୋଟ ଘଟଣାକୁ ନେଇ ଶଶୁର ବୋହୁ ଙ୍କ ମଧ୍ୟରେ ବଚସା ଲାଗିରହିଥିବା ବେଲେ ଗତ କାଲି ବୋହୁ ଘଟାଇଛି ଏମିତି ଘଟଣା l ଏହି ଘଟଣା ସମସ୍ତ କେନ୍ଦ୍ରାପଡ଼ା ଜିଲାରେ ଲଜ୍ୟାଜଣଙ୍କ ପରିସ୍ଥିତି ସୃଷ୍ଟି କରିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.