Press "Enter" to skip to content

ମୁଖ୍ୟମନ୍ତ୍ରୀ ଙ୍କ ପୁରା ଜୀବନରେ ଏତିକି କୋଟି ସମ୍ପତି ସଞ୍ଚୟ କରିଛନ୍ତି ବାପରେ -Naveen pattnaik lifestyle

ଶ୍ରୀଯୁକ୍ତ ନବୀନ ପଟନାୟକ ଏକା ଧାରା ରେ ଜଣେ ଲେଖକ, ରାଜନୀତିକ ବ୍ୟକ୍ତି,ଏବଂ ଓଡ଼ିଶାରେ 14 ତମ ମୁଖ୍ୟମନ୍ତ୍ରୀ l ଏବଂ ସେ ବିଜୁ ଜନତା ଦଳ ର ସର୍ବୋଚ୍ଚ ନେତା l ଆଜି ଆମେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ବିଷୟରେ ଜାଣିବା l

ଯେଉଁ ତଥ୍ୟ ହୁଏତ ଆପଣ ମଧ୍ୟ ଜାଣିନଥିବେ ସେହି ତଥ୍ୟ ଆମେ ଆପଣଙ୍କୁ ଆଜି ଦେବୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କେଉଁଠି ପାଠ ପଢ଼ିଛନ୍ତି ତଥା କେଉଁଠି ଜନ୍ମ ଗ୍ରହଣ କରିଛନ୍ତି ଏବଂ କେବେ ସେ ରାଜନୀତି ରେ ପଟାବେଶ କଲେ ଏବଂ ତାଙ୍କର ଜୀବନୀ ଏବଂ ସମ୍ପତି ବିଷୟରେ ତାହା ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ l

ନବୀନ ପଟନାୟକ 1946 ମସିହା ଅକ୍ଟୋବର 16 ତାରିଖରେ କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କ ବାପାଙ୍କୁ ମଧ୍ୟ ଆପଣ ଭଲ ଭାବେ ଜାଣିଥିବେ l ଓଡ଼ିଶାବାସି ଙ୍କ ଜନ ନାୟକ ବିଜୁ ପଟନାୟକ l ସେ ଓଡ଼ିଶାବାସୀ ଙ୍କ ଖୁବ ଲୋକପ୍ରିୟ ନେତା ଥିଲେ l ବିଜୁ ପଟନାୟକ ଙ୍କ ମା ଙ୍କ ନାମ ଜ୍ଞାନ ପଟନାୟକ l ନବୀନ ପଟନାୟକ ଙ୍କ ମା ଥିଲେ ଜଣେ ପଂଜାବୀ l

ନବୀନ ଡେରାଡୁନ ରେ ତାଙ୍କର ଜୀବନର ପ୍ରଥମ ଶିକ୍ଷା ଆରମ୍ଭ କରିଥିଲେ l ଏବଂ ତା ପରେ ସେ କିରନମଲ କଲେଜ ରେ ଉଚ୍ଚ ଶିକ୍ଷା କରିଥିଲେ ଏବଂ ବିଏ ପାସ କରିଥିଲେ l ନବୀନ ପଟନାୟକ ମଧ୍ୟ ଜଣେ ଲେଖକ ଥିଲେ l ସେ ସେତେବେଳେ ସେ ରାଜନୀତି ଠାରୁ ଦୁରେଇ ରହୁଥିଲେ l କିନ୍ତୁ 1997 ମସିହାରେ ତାଙ୍କ ପିତା ବିଜୁ ପଟନାୟକ ଙ୍କ ପରଲୋକ ହୋଇଥିଲା l

ଏହାପରେ ନବୀନ ପଟନାୟକ ଇଚ୍ଛା ନଥିଲେ ମଧ୍ୟ ରାଜନୀତି ରେ ପ୍ରବେଶ କରିଥିଲେ l ଏହା ର ଠିକ ବର୍ଷେ ପରେ ନବୀନ ପଟନାୟକ ତାଙ୍କ ପିତାଙ୍କ ନାଁ ରେ ଦଳ ଗଠନ କରିଥିଲେ l ତାଙ୍କର ନରମ ସ୍ୱାଭାବ ଏବଂ ଗରିବ ଙ୍କ ପ୍ରତି ଅନୁଗ୍ରହ ଦେଖି ତାଙ୍କୁ ଓଡ଼ିଶାବାସୀ ମୁଖମନ୍ତ୍ରୀ ରୂପେ ବାଛିଥିଲେ l

ଶ୍ରୀଯୁକ୍ତ ନବୀନ ପଟନାୟକ ପାଖାପାଖି 50 କୋଟି ଟଙ୍କା ସମ୍ପତି ର ମାଳିକ ଅଟନ୍ତି l ତାଙ୍କ ବ୍ୟାଙ୍କ ରେ ପାଖାପାଖି 24 ଲକ୍ଷ୍ୟ ଟଙ୍କା ଥିବାବେଳେ 2 ଲକ୍ଷ୍ୟ ଟଙ୍କାର ସୁନା ଗହଣା ରହିଥିବା ବେଳେ ତାଙ୍କର କଟକ ଏବଂ ଦିଲ୍ଲୀ ରେ ଘର ରହିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.