Press "Enter" to skip to content

ଭଲ ସମୟ ଆସିଵା ପୂର୍ବରୁ ମିଳିଥାଏ ଏହି 6 ସଂକେତ-Gita Katha

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଭାଗ୍ୟ ଆଗରୁ ଏବଂ ସମୟର ପ୍ରଥମରୁ କେଭେ କିଛି ମିଳି ନଥାଏ l ମଣିଷ ଭାଗ୍ୟରେ ଯେତିକି ଲେଖା ହୋଇଥାଏ ତାକୁ ସେତିକି ପ୍ରାପ୍ତି ହୋଇଥାଏ l ସମୟ ମଣିଷ ଜୀବନରେ ବହୁତ ମୂଲ୍ୟବାନ ଭୂମିକା ଭାବେ ରହିଥାଏ l କେବେ କେବେ ମଣିଷ ଜୀବନରେ ଭଲ ସମୟ ଆସିଥାଏ ତଃ କେବେ କେବେ ମଣିଷ ଜୀବନରେ ଖରାପ ସମାୟ ଆସିଥାଏ l

ଯାହାର ଭଲ ସମୟ ଆରମ୍ଭ ହୁଏ ସେ ଚାଁହୁଥିବା ପ୍ରତେକଟି ଜିନିଷ ପ୍ରାପ୍ତି କରିଥାଏ l ଏବଂ ଭଗବାନ ଶ୍ରୀକୃଷ୍ଣ 6 ଟି ସଂକେତ ଦେଇଥାନ୍ତି ମଣିଷ ମାନଙ୍କୁ ଯେଉଁଥିଇ ଭଲ ସମାୟ ଆସିବାର ସଂକେତ ମିଳିଥାଏ l ତେବେ ଆସନ୍ତୁ ଜାଣିବା l

ବନ୍ଧୁଗଣ କୁହାଯାଏ ଯେତେବେଳେ ଆମ ମୁଁହରେ ଏକ ଅଲଗା ପ୍ରକାର ଚମକ ଆମେ ପରିଲିକ୍ଷିତ କରିପାରୁ ସେତେବେଳେ ଆମେ ଆମର ଭଲ ସମୟ ଆସିଥିବାରୁ ଜାଣିପାରୁ l

ଯଦି ବିନା କାରଣରେ ଆପଣ ଏବଂ ଆପଣଙ୍କ ପରିବାର ର ଊନତି ହେବାର ଲାଗେ ତେବେ ଆପଣଙ୍କର ସମସ୍ତ ଆର୍ଥିକ ଅନାଟନ ଦୂର ହୋଇ ଆପଣଙ୍କ ଭଲ ସମୟ ଆରମ୍ଭ ହୋଇଥାଏ l ଯଦି ପରିବାର ସଦସ୍ୟଙ୍କୁ ବିନା କାରଣରେ ଟଙ୍କା ମିଳେ ତେବେ ଆପଣଙ୍କୁ ନିଶ୍ଚୟ ଆଗକୁ କୌଣସି କାର୍ଯ୍ୟରେ ସଫଳତା ମିଳିବାକୁ ଯାଉଛି l

ବନ୍ଧୁଗଣ ରାସ୍ତାରେ ଗଲାବେଳେ ଯଦି ଆପଣ ପାଣି ଭର୍ତି ହୋଇଥିବା ପାତ୍ର କୁ ଦେଖନ୍ତି ତେବେ ଆପଣ ଏହାକୁ ଆପଣ ଶୁଭ ସଂକେତ ବୋଲି ମାନି ପାରିବେ l ଏହାର ଅର୍ଥ ଆପଣ ଯାଉଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବାକୁ ଯାଉଛନ୍ତି l

ବନ୍ଧୁଗଣ ଆପଣଙ୍କ ଘରେ କିମ୍ବା ଆପଣଙ୍କ ଆଖ ପାଖରେ ଯଦି ବିଲେଇ ଛୁଆ ଦେଇଥାଏ ତେବେ ଏହା ମା ଲକ୍ଷ୍ମୀ ଙ୍କ ଶୁଭ ସଂକେତ ହୋଇଥାଏ l ବିଲେଇ ଧାନର ପ୍ରତୀକ ହୋଇଥିବା ବେଳେ ବିଲେଇ ଆପଣଙ୍କ ଘରେ ଛୁଆ ଦେବାର ସଂକେତ ଅତି ଶୁଭ ଅଟେ l

ମାର୍ଗ ରେ ଗଲାବେଳେ ଛୋଟ ପିଲା କୁ ଦେଖିବା ଏବଂ ସେହି ଛୋଟ ପିଲାଟି ଯଦି ଆପଣଙ୍କୁ ଦେଖି ହସିବା ଆରମ୍ଭ କରେ ତେବେ ନିଶ୍ଚୟ ଭାବେ ଆପଣଙ୍କ ଆଗାମୀ ଭବିଷ୍ୟତ ଉଜ୍ବକ ହେବାକୁ ଯାଉଛି ଏବଂ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବାକୁ ଯାଉଛି l

ବନ୍ଧୁଗଣ ଯଦି ଆପଣ ସ୍ୱପ୍ନରେ ଲଗାତାର ମନ୍ଦିର ର ସ୍ବପ୍ନ ଦେଖନ୍ତି ତେବେ ଆପଣଙ୍କ ଜୀବନରେ ଆସୁଥିବା ଅସୁବିଧା ଗୁଡିକ ଦୂର ହେବାକୁ ଯାଉଛି ଏବଂ ଆପଣଙ୍କ ସମସ୍ତ ଅଟକି ରହିଥିବା କାର୍ଯ୍ୟ ସଫଳ ହେବାକୁ ଯାଉଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଆଧ୍ୟାତ୍ମିକMore posts in ଆଧ୍ୟାତ୍ମିକ »

Be First to Comment

Leave a Reply

Your email address will not be published.