ଲାଞ୍ଚ ହେଉଛି ମଣିଷ ର ସବୁଠୁ ବଡ଼ ଦୁର୍ବଳତା ଯେଉଁଥିରେ ମଣିଷର ସବୁଠୁ ନୀଚ ସ୍ତରୀୟ କାର୍ଯ୍ୟ ଲୁଚି ରହିଯାଇଥାଏ l ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ମୟୁରଭଞ୍ଜ ଜିଲ୍ଲାର ଢାମଦା ବ୍ଲକ ର ଘଟଣା ଅଟେ l ଏହି ବ୍ଲକ ର ଅଧକ୍ଷା ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ବେଳେ ଧରାପଡ଼ିଥିଲେ l
ଅଧକ୍ଷା ଜଣଙ୍କ ସାମାନ୍ୟ ବିଲ ପାସ କରାଇଦେବା ପାଇଁ ଦେଢ଼ ଲକ୍ଷ୍ୟ ଟଙ୍କା ମାଗିଥିବା ବେଳେ ଏହି କଥା ରେକର୍ଡ କରି ଏହି କଥାକୁ ଭାଇରଲ କରାଇଥିଲେ l
ରେକର୍ଡ ହୋଇଥିବ କଥାବାର୍ତା ରେ ସଫା ସଫା ଜଣା ପଡୁଥିଲା ଯେ ସେ ଦେଢ଼ ଲକ୍ଷ୍ୟ ଟଙ୍କା ନନେଲେ ତାଙ୍କ ବିଲ ପାସ କରିବେନି ଅଧକ୍ଷା l ଯେତେବେଳେ ଲୋକଜଣଙ୍କ ଦେଢ଼ ଲକ୍ଷ ଟଙ୍କା ଦେବାପାଇଁ ଅସ୍ବୀକାର କରିଥିଲେ ଟେବେ ମହିଳା ଜଣଙ୍କ ବିଲ ପାସ ହୋଇପାରିବନି ବୋଲି କହିଥିଲେ l
ସରକାରୀ ଚାକିରୀ କରିବା ସମସ୍ତଙ୍କ ସ୍ବପ୍ନ ଥାଏ ଏବଂ ଏହା ଖୁବ କମ ଲୋକଙ୍କ ଇଚ୍ଛା ପୁରଣ ହୋଇଥାଏ l ପ୍ରାଇଭେଟ ଚାକିରୀ କୁ ଲୋକ କୁଣ୍ଠାବୋଧ ସହ କରୁଥିବା ବେଳେ ସରକାରୀ ଚାକିରୀ ପାଇବା ମାତ୍ରେ ଖୁସି ହୋଇଥାନ୍ତି l ମାତ୍ର ସରକାରୀ ଚାକିରୀ ରେ ସରକାର ଉପଯୁକ୍ତ ଏବଂ ଭଲ ବେତନ ଦେଇଥାନ୍ତି l
ସରକାରୀ ଚାକିରୀ କରିବା ବ୍ୟକ୍ତିମାନେ ଲାଞ୍ଚ ମାଗିବା କେତେଦୂର ଠିକ ଆପଣମାନେ ନିଜେ ଠାରେ ନିଶ୍ଚୟ ଭାବିବେ l ଅନେକ ପ୍ରକାର ର ଲୋକେ ସଂସାର ରେ ଵାସ କରୁଥିବା ବେଳେ ସମସ୍ତେ ଲାଞ୍ଚ ର ପେସାରେ ବାଧ୍ୟ ହୋଇ ପଡୁଛନ୍ତି ଏବଂ ଲାଞ୍ଚ ନଦେଲେ ସେମାନଙ୍କ କାମ ହୋଇପାରୁନି ଯାହା ଆଜିର ଘଟଣା ରେ ସ୍ପଷ୍ଟ ଜଣାପଡ଼ିଛି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment