ୱାଟ୍ସଅପ ସାଧାରଣତଃ ନିଜ ଲୋକଙ୍କ ସହ ଯୋଡି ହୋଇ ରହିଵା ପାଇଁ ବ୍ୟବହାର କରଯାଏ l ଅନେକ ଲୋକ ନିଜର ଜରୁରୀ କାଳୀନ ଡକୁମେଣ୍ଟ ୱାଟ୍ସଅପ ରେ ସେଆର କରିଥାନ୍ତି l
ବର୍ତ୍ତମାନ ଡିଜିଟାଲ ଦୁନିଆରେ ୱାଟ୍ସଆପ ରେ ଅନଲାଇନ ମାଧ୍ୟମରେ ପେମେଣ୍ଟ କରିବାର ମଧ୍ୟ ସିଷ୍ଟମ ଆସି ଯାଇଛି l ସର୍ବ କ୍ଷେତ୍ରରେ ୱାଟ୍ସଆପ ବ୍ୟବହାର ଯୋଗ୍ୟ l କେଉଁଠି ଦେଶ ବିଦେଶ ତଥା ଯୁଆଡେ ବି ଗଲେ ୱାଟ୍ସଆପ ମାଧ୍ୟମରେ ଚାଁହୁଥିବା ଲୋକଙ୍କ ସହ ଆମେ ଯୋଗାଯୋଗ କରିପାରୁ l
କିନ୍ତୁ ବର୍ତ୍ତମାନ ୱାଟ୍ସଅପ ରେ ଏପରି ବ୍ୟବହାର ହେଉଛି ଯେ ଯେଉଁଥିଇ ଲୋକେ ୱାଟ୍ସଅପ ବ୍ୟବହାର କରିବାପାଇଁ ଡରୁଛନ୍ତି l ବର୍ତ୍ତମାନ କ-ରୋନା ସମୟରେ ଲକଡାଉନ କାରଣରୁ କୌଣସି ଯାଗା ଖୋଲା ନଥିବା ବେଳେ ମାତିଛନ୍ତି ଅନଲାଇନ ଦେ-ହଜୀବୀ l
ୱାଟ୍ସଅପ ରେ ଅନେକ ଗ୍ରାହକ ଙ୍କ ପାଖକୁ ନିଜ ବିଷୟରେ ସମ୍ପୂର୍ଣ ବିବରଣୀ କହି ଏବଂ ତାଙ୍କ ଦେୟ କହି ଚାଟିଂଙ୍ଗ କରି ଗ୍ରାହକ ଙ୍କୁ ଫିକ୍ସ କରି କାମ ଚଳାଉଛନ୍ତି l ସକାଳ ହେବା ମାତ୍ରେ ଯାଗା ଠିକ ହୋଇଯାଉଛି l
କିନ୍ତୁ ବର୍ତ୍ତମାନ ତାଲାବନ୍ଦ କାରଣରୁ ସବୁ ହୋଟେଲ ଠୁ ଆରମ୍ଭ କରି ବିରାଟ ଲଜ ମଧ୍ୟ ବନ୍ଦ ଅଛି ଯାହା ଫଳରେ ସତର୍କ ହୋଇ କାମ କରୁଛନ୍ତି ଦେ-ହଯିଵୀ l ୱାଟ୍ସଅପ କୁ ନିଜର ଆୟର ପ୍ରମୁଖ ମାର୍ଗ ରୂପେ ବାଛିଛନ୍ତି ଏବଂ ଏହି କ୍ଷେତ୍ରରେ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି କେତେକ ଅସାଧୁ ଲୋକ ଏବଂ କିଛି ଅସାଧୁ ଘର ମାଲିକ l
ଯେଉଁମାନେ ଏହିପରି କାର୍ଯ୍ୟକୁ ଲୁକାୟିତ ଭାବେ ପ୍ରଶୟ ଦେବାରେ ଲାଗୁଛନ୍ତି l ଏହା ଗଣ ମାଧ୍ୟମ ଆଖିରେ ପଡୁନଥିବାବେଳେ ଚାଲିଛି ଲୁଚା ଚୋରା ଦେ-ହବେପାର l ତାଲାବନ୍ଦ କାରଣରୁ ଦେ-ହଜୀବି ମାନେ ନାହି ନଥିବା ଅସୁବିଧା ରେ ସମୁଖୀନ ହେବା ପରେ ବର୍ତମାନ ୱାଟ୍ସଅପ କୁ ମୁଖ୍ୟ ଜରିଆ ରୂପରେ ବାଛିଛନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment