ଅଭିଯୋଗ ରେ ଭାଇରଲ ହୋଇଥିବ ଝିଅ କହୁଛି ମୁଁ ତାଙ୍କୁ ବାହା ହେଇନି କିନ୍ତୁ ପୁଅ କହୁଛି ମୁଁ ତାକୁ ବାହା ହେଇଛି ସେ ମୋର ପତ୍ନୀ ସେ ତାଙ୍କ ବାପାଙ୍କ ଭୟ ରେ ମୋ ଠୁ ଦୁରେଇ ଯାଉଛନ୍ତି l ମୋ ସହ ସମସ୍ତ ସ୍ୱାମୀସ୍ତ୍ରୀ ସମ୍ପର୍କ ରଖି କେମିତି ଛାଡି ଚାଲିଯାଉଛନ୍ତି ପ୍ରଶ୍ନ କରିଛି ପୁଅ l
ପୁଅ ଜଣଙ୍କ ବାହାଘର ର ସବୁ ଡକୁମେଣ୍ଟ ସହ ଅନ୍ତରଙ୍ଗ ମୁହୂର୍ତ୍ତ ମଧ୍ୟ ଥାନାରେ ପ୍ରମାଣ ସ୍ୱରୂପ ଦେଖାଇଥିଲେ ଏବଂ ଯେତେବେଳେ ଝିଅକୁ ଏହି ବିଷୟରେ ପଚାରା ଯାଇଥିଲା ସେ ସମ୍ପୂର୍ଣ୍ଣ ରୂପେ ମନା କରିଦେଇଥିଲା l ଫୋଟୋ ଡକୁମେଣ୍ଟ ସବୁ ମିଛ ବୋଲି ମିଡ଼ିଆ ସାମ୍ନାରେ କହିଥିଲେ ଝିଅ ଜଣଙ୍କ l ପେସାରେ ପୁଅ ଜଣଙ୍କ ତାଙ୍କ ଘରର ଦିଅର ପରି ସମ୍ପର୍କ ର ଲାଗିବେ ବୋଲି କହିଥିଲେ ଝିଅ l
ତାଙ୍କ ବିବାହ ପ୍ରସ୍ତାବ ରେ ରାଜି ନ ହେବାରୁ ତାଙ୍କୁ ବଦନାମ କରାଯାଉଛି ବୋଲି ସଫା ସଫା କହିଥିଲେ ଝିଅ l ଝିଅଙ୍କ ଦ୍ୱିତୀୟ ବିବାହ ହେଉଥିବା ନେଇ ତାଙ୍କ ସ୍ୱାମୀ ତାଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି l ଘଟଣା ଟି ଘଟି ଯାଇଛି ଯାଜପୁର କଣ୍ଟିଗୋଡ଼ିଆ ଗ୍ରାମର ଭାଗ୍ୟଧର ଦାସ l
ତାଙ୍କ ସ୍ତ୍ରୀ ଅନ୍ୟ ଜାଗାରେ ବାହା ହେଉଥିବା ବେଳେ ସେ ଯାଜପୁର ଥାନାରେ ଅଭିଯୋଗ ଆଣିଥିଲେ l ଏହି ଅଭିଯୋଗ ହେବା ମାତ୍ରେ ଥାନା କର୍ତ୍ତୃପକ୍ଷ ଉଭୟ ପକ୍ଷଙ୍କୁ ଡାକି ପଚରା ଉଚରା କରିଥିଲେ l କିନ୍ତୁ ଭାଗ୍ୟଧର କରିଥିବା ଅଭିଯୋଗ ଟି ଯୁବତୀ ଏବଂ ତାଙ୍କ ପରିବାର ବର୍ଗ ମିଥ୍ୟା ପ୍ରମାଣ କରିଥିଲେ l
ପୋଲିସ ନିକଟରେ ଭାଗ୍ୟଧର ଦେଇଥିବା ବିବାହ ପ୍ରମାଣ ପତ୍ର ଓ ଫଟ ସବୁ ନକଲି ବୋଲି କହିଥିଲେ ଝିଅ ପକ୍ଷ l ଭାଗ୍ୟଧର ତାଙ୍କ ଝିଅକୁ ଜୋର ଜବରଦସ୍ତ ବିବାହ କରିବାକୁ ଚାଁହୁଥିଲେ ବୋଲି କହିଥିଲେ ଝିଅ ଏବଂ ତାଙ୍କ ପରିବାର ବର୍ଗ l
ଏହାର ଦ୍ୱିତୀୟ ପାଖେ ଭାଗ୍ୟଧର କହିଛନ୍ତି ଧର୍ମ ର ଜୟ ହେବ ମୋ ପାଖରେ ସମ୍ପୂର୍ଣ୍ଣ ପ୍ରମାଣ ରହିଛି ମୁଁ ଆଇନ ଉପରେ ସବୁକିଛି ଛାଡି ଦେଇଛି ଏବଂ ସେ ଦୁଃଖ ପ୍ରକାଶ ସହ କହିଛନ୍ତି ତାଙ୍କ ମଧ୍ୟରେ ସମସ୍ତ ବୈବାହିକ ସମ୍ପର୍କ ଥିବାବେଳେ ଏବଂ ତାଙ୍କଠୁଁ ପଇସା ଵୀ ନିଆଯାଇଛି କିନ୍ତୁ ସେ ଏବେ ବାହାଘର କୁ ଆସିୱୀକାର କରୁଛନ୍ତି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment